ମୂତ୍ରାଶୟ କ୍ୟାନ୍ସର ପାଇଁ ଔଷଧ ତିଆରି କରିଲେ ଆମ ଓଡ଼ିଆ ପୁଅ।

ବଡ଼ ବଡ଼ ବୈଜ୍ଞାନିକ ଯାହା କରିବାରେ ଅସମର୍ଥ ଥିଲେ, ତାହା କରି ଦେଖାଇଲେ ଓଡ଼ିଆ ପୁଅ। ଏବେ ଭଲ ହୋଇଯିବ ମୂତ୍ରାଶୟ କ୍ୟାନ୍ସର।ବହୁ ଦିନ ଧରି ମୂତ୍ରାଶୟ କ୍ୟାନ୍ସର ର ଔଷଧ ତିଆରି ପରୀକ୍ଷଣ ରେ ସଫଳ ହେଲେ ଆମ ଓଡ଼ିଆ ପୁଅ। କ୍ୟାନ୍ସ ହେଉଛି ଆଜିର ସବୁଠାରୁ ବଡ଼ ମାରାତ୍ମକ ରୋଗ। ଯାହାକୁ କ୍ୟାନ୍ସର ହୋଇଥାଏ, ତାର ମୃତ୍ୟୁ ସୁନିଶ୍ଚିତ। କ୍ୟାନ୍ସର ରୋଗୀ ଅତ୍ୟନ୍ତ କଷ୍ଟ ମଧ୍ୟ ପାଇଥାଏ। କିନ୍ତୁ ଆମେରିକାରେ କମାଲ ଦେଖାଇ ଏବେ … Read more

ଯାତ୍ରାରେ ସାହୁ ଭାଉଜଙ୍କ ଲଙ୍ଗଳା ନାଚ ଦେଖି ମଜାରେ ମସଗୁଲ୍ ଥାନା ଆଇଆଇସି, ଜାଣନ୍ତୁ ପୁରା ଘଟଣା

ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ । ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ । ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା । ସାହୁ ଭାଉଜ ଷ୍ଟେଜରେ ଏ ମୁଣ୍ଡରୁ … Read more

ଚିଟିଙ୍ଗ କରି ଜିତିଲା କି ଅଷ୍ଟ୍ରେଲିଆ? ଜାଣନ୍ତୁ କାହିଁକି ଭୁଲ ଡିସିସନ ଦେଇ ଜୈସଓ୍ବାଲଙ୍କୁ ଆଉଟ କଲେ ଅମ୍ପାୟାର?

ଭାରତ- ଅଷ୍ଟ୍ରେଲିଆ ମଧ୍ଯରେ ଖେଳାଯାଉଥିବା ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଦିନରୁ ଅନେକ ରୋମାଞ୍ଚ, ଉତ୍ଥାନ, ପତନ, ବାଦ-ବିବାଦ ଦେଇ ଶେଷରେ ହୋଇଛି। କଙ୍ଗାରୁ ଦଳ ସାମ୍ନାରେ ଧରାଶାୟୀ ହୋଇଛି ଭାରତ । ଫଳରେ ବର୍ଡର-ଗାଭାସ୍କର ଟ୍ରଫିରେ ଏବେ କଙ୍ଗାରୁ ୨-୧ ରେ ଅଗ୍ରଣୀ ହାସଲ କରିଛି । ଭାରତ ୧୮୪ ରନରେ ପରାସ୍ତ ହୋଇଛି । ତେବେ ଏହି ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍‌ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍‌ … Read more

୩୧ ଡିସେମ୍ବର ମଙ୍ଗଳବାର ରାଶିଫଳ: ବର୍ଷର ଶେଷ ଦିନ କିପରି କଟିବ ଆପଣଙ୍କ ଦିନ ଆସନ୍ତୁ ଜାଣିବା।

ମେଷ ରାଶି : ଆଜି ଦିନଟି ଉତ୍ଥାନ ପତନ ରେ ପରିପୂର୍ଣ୍ଣ ହେବ, ଆପଣ ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟରେ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ। ବିରୋଧୀ ଗୋଷ୍ଠୀ ସକ୍ରିୟ ରହିବେ ଏବଂ ପରିବାରରେ ପାରସ୍ପରିକ ପାର୍ଥକ୍ୟ ବଢ଼ିପାରେ। ଆପଣଙ୍କ ସାଥୀଙ୍କ ସହିତ ଯୁକ୍ତି ହୋଇପାରେ। ବୃଷ ରାଶି : ଶନି କ୍ଷେତ୍ରରେ ଶୁକ୍ର ହେତୁ ଅଟକିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି … Read more

ଏହି ଆଙ୍ଗୁଠିରେ ପିନ୍ଧନ୍ତୁ ରୂପା ମୁଦି। ଭାଗ୍ୟ ଉଠିବ ଚମକି…

ରୁପା ମୁଦି ପ୍ରାୟତଃ ସମସ୍ତ ବ୍ୟକ୍ତି ବିଶେଷ ଧାରଣ କରନ୍ତି। ଆଉ କେତେକ ଲୋକଙ୍କ ମନରେ ଏହା ମଧ୍ୟ ଆସିଥାଏ ଯେ ରୂପା ତାଙ୍କ ପାଇଁ ଉପଯୁକ୍ତ ନୁହେ। ତେବେ ରୂପା ମୁଦି ପିନ୍ଧିବା ଦ୍ଵାରା କଣ ଶୁଭ ହୋଇଥାଏ? କେଉଁ ଆଙ୍ଗୁଠିରେ ଏହା ଧାରଣ କରିବା ଅଧିକ ସୁଭଦାୟକ ଆସନ୍ତୁ ଆମେ ଜାଣିବା। ରୂପା କୁ ଚନ୍ଦ୍ର, ଶୁକ୍ର ଏବଂ ବୃହସ୍ପତି ଏହି ତିନୋଟି ଗ୍ରହର ଧାତୁ ବୋଲି ବିବେଚନା କରାଯାଏ। ରୂପା ରେ ତିଆରି … Read more

ନୂଆ ଟିମ୍ ସହ RCBକୁ ମିଳିଲା ନୂଆ କ୍ୟାପଟେନ, ଏହି ଖେଳାଳି ହେବେ ୨୦୨୫ର କ୍ୟାପଟେନ

ଆଇପିଏଲ ୨୦୨୫ର ମେଗା ନିଲାମ ଶେଷ ହୋଇଯାଇଛି । ଷ୍ଟାର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଆରସିବି ଏଥର ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ତେବେ ଦଳ କାହାକୁ ଅଧିନାୟକ କରିବ ତାହା ସ୍ପଷ୍ଟ ହୋଇନି । ଦଳ ଏଥର ୨୨ ଖେଳାଳିଙ୍କୁ ଦଳରେ ନେଇଛି । ବିରାଟ କୋହଲି, ରଜତ ପାଟୀଦାର ଓ ୟଶ ଦୟାଲଙ୍କୁ ଦଳ ରିଟେନ କରିଥିଲା । କୋହଲି ଦଳର ଅଧିନାୟକ ହେବେ ବୋଲି … Read more

ପୁଅର ଲକ୍ଷେ ଟଙ୍କା ଦରମା ସତ୍ତ୍ୱେ ସରକାରୀ ଚାକିରି ନଥିବାରୁ ବାହାଘର ଭାଙ୍ଗିଦେଲା ଝିଅ, ଜାଣନ୍ତୁ ପୁରା ଘଟଣା

ବରର ୧.୨୦ଲକ୍ଷ ଦରମା ଜାଣି ବି ବିବାହ କରିବାକୁ ମନା କଲା କନ୍ୟା। ବର ସରକାରୀ ଚାକିରି କରିଥିବା ଭାବୁଥିଲେ କନ୍ୟା। ହେଲେ ବିବାହ ଦିନ ବର  ସିଭିଲ ଇଞ୍ଜିନିୟର ବୋଲି ଜାଣି କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। କନ୍ୟା ମନା କରିବା ପରେ ବର ‌ଘରକୁ ଫେରିଥିଲା ବୋଲି ଜଣାଯାଇଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଫରୁଖାବାଦରେ। ସୂଚନା ମୁତାବକ, ବିବାହ ପୂର୍ବରୁ ମଧ୍ୟସ୍ତି କନ୍ୟାପକ୍ଷକୁ କହିଥି‌ଲେ ଯେ, ବର ସରକାରୀ ଚାକିରିଆ ଏବଂ କୋଟି … Read more

କାହିଁକି ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ, ଜାଣନ୍ତୁ ଏହାପଛର ଧାର୍ମିକ ମହତ୍ୱ

ଆପଣ ଦେଖିଥିବେ ପୁଅକୁ ଝିଅ ଏବଂ ଝିଅକୁ ପୁଅ ପସନ୍ଦ ଆସିଥାଏ କିନ୍ତୁ ପରେ ଗୋତ୍ର ପାଖରେ ଆସି ଅଟକି ଯାଇଥାଏ ,କାରଣ ଆମ ଦୁଇ ଜଣଙ୍କ ଭିତରେ ମିଶି ଯାଇଥାଏ ଯେଉଁ କାରଣରୁ ତାଙ୍କର ବିବାହ ହୋଇପାରେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କି ଏମିତି କାହିଁକି ହୋଇଥାଏ ,କଣ ପାଇଁ ଗୋତ୍ର ଦେଖି ବିବାହ କରାଯାଇ ଥାଏ ଏବଂ ଗୋଟିଏ ଗୋତ୍ରରେ ବିବାହ କଲେ କଣ ହୋଇଥାଏ ? ତାହେଲେ ଚାଲନ୍ତୁ … Read more

୩୦ ଡିସେମ୍ବର ସୋମବାର ରାଶିଫଳ : କନ୍ୟା ରାଶିର ଲୋକମାନେ ଆଜି ଅଳସୁଆପଣ ତ୍ୟାଗ କରିବା ଉଚିତ, ନଚେତ ଆର୍ଥିକ କ୍ଷତି ସହିବାକୁ ପଡିପାରେ।

ମେଷ ରାଶି : ଆଜି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ର ଦିନ ହେବ। ଆପଣଙ୍କ ମନରେ ଅଶାନ୍ତି ଦେଖାଯିବ। ଆପଣଙ୍କ ପିଲାମାନଙ୍କର କ୍ୟାରିୟର ସମ୍ବନ୍ଧରେ ଟେନସନ ହେବ, କିନ୍ତୁ ଆପଣଙ୍କୁ ମଧ୍ୟ ଆପଣଙ୍କ ବ୍ୟବସାୟରେ ଟାର୍ଗେଟରେ ରହିବାକୁ ପଡିବ, କେବଳ ସେତେବେଳେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପରିବାରର ଜଣେ ସଦସ୍ୟଙ୍କ ବିବାହରେ କିଛି ବାଧା ଆସିପାରେ। କାହାକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆପଣଙ୍କୁ ମଧ୍ୟ ସମୟ ବାହାର କରିବାକୁ ପଡିବ। … Read more

ଚଣା ଖାଉ ଖାଉ ଚାଲିଗଲା ଜୀବନ!

ଆପଣ ବି ଚଣା ଖାଇବାକୁ ପସନ୍ଦ କରନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ସାଙ୍ଗ ହୋଇ ଚଣା ଖାଉଥିଲେ ଜେଜେ ନାତି। ହଠାତ ଚଣା ଖାଉ ଖାଉ ଗଡ଼ିଗଲେ ଜେଜେ। ଜେଜେ କୁ ଦେଖି ନାତି ମଧ୍ୟ ଗଡ଼ିଗଲା। ଚଣା ଖାଇବା ହୋଇଗଲା କଲା। ଭଜା ବୁଟ ଖାଇ ପରିବାରରେ ଖେଳିଗଲା ଶୋକର ଛାୟା। ୟୁପି ର ବୁଲେନ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା।। ଭଜା ଚଣା ଖାଇ ପରିବାରର ଚାରି ଜଣକ ସ୍ବାସ୍ଥ୍ୟ … Read more