ସିଗାରେଟ ଛାଡିବା ପାଇଁ ବ୍ୟକ୍ତି ଜଣକ ନିଜ ମୁଣ୍ଡରେ ପକାଇଲେ ତାଲା, ଏବଂ ଚାବି ରଖିଲେ ସ୍ତ୍ରୀ…

ତୁର୍କିର ଇବ୍ରାହିମ ୟୁସେଲ ଧୂମପାନ ଛାଡିବା ପାଇଁ ଏକ ଅନନ୍ୟ ପଦ୍ଧତି ଗ୍ରହଣ କରିଛନ୍ତି। ସେ ତାଙ୍କ ମୁଣ୍ଡରେ ଏକ ପିଞ୍ଜରା ପିନ୍ଧିଛନ୍ତି ଏବଂ ଏହାର ଚାବି ତାଙ୍କ ସ୍ତ୍ରୀଙ୍କୁ ଦେଇଦେଇଛନ୍ତି। ଏବଂ ତାଙ୍କ ସ୍ତ୍ରୀ କେବଳ ଖାଇବା ସମୟରେ ପିଞ୍ଜରା ଖୋଲନ୍ତି। କୁହାଯାଉଛି ଯେ କୁଟାହ୍ୟା ବାସିନ୍ଦା ୟୁସେଲ ତାଙ୍କ ବାପାଙ୍କ ଫୁସଫୁସ କର୍କଟ ରୋଗରେ ମୃତ୍ୟୁ ପରେ ଏହି କଠୋର ପଦକ୍ଷେପ ନେଇଥିଲେ। ୟୁସେଲ ଗତ ୨୬ ବର୍ଷ ଧରି ପ୍ରତିଦିନ ଦୁଇ ପ୍ୟାକେଟ … Read more

ଦେଖନ୍ତୁ ଭିଡିଓ: ଛାତ୍ର ସହ ମହିଳା ପ୍ରଫେସରଙ୍କ ବିବାହ, କ୍ଲାସ ରୁମରେ ଶିକ୍ଷୟିତ୍ରୀକୁ ସିନ୍ଦୂର ପିନ୍ଧାଇଲା ଛାତ୍ର

ପଶ୍ଚିମବଙ୍ଗ ରାଜ୍ୟର ଏକ ସରକାରୀ ବିଶ୍ଵ ବିଦ୍ୟାଳୟରୁ ଆସିଛି ଏହି ଖବର । ଏହି ସରକାରୀ ବିଶ୍ଵ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏହି ସରକାରୀ ବିଶ୍ଵ ବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଜଣେ ଛାତ୍ରକୁ ବିବାହ କରିଛନ୍ତି । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।  ଶିକ୍ଷକ ହୁଅନ୍ତୁ ବା ଶିକ୍ଷୟତ୍ରୀ ଛାତ୍ର ବା ଛାତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ … Read more

ଧ୍ବଂସ ହୋଇଯିବ ପୃଥିବୀ କବର ସ୍ଥାନରେ ହେବ ଆଗାମୀ କୁମ୍ଭମେଳା, ମହାକୁମ୍ଭରେ ଅଘୋରୀ ବାବା କଲେ ଭୟଙ୍କର ଭବିଷ୍ୟବାଣୀ

କୁମ୍ଭମେଳାରେ ଅଘୋରୀ କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଚାରିଆଡେ ହଇଚଇ । କହିଲେ ବଦଳିଯିବ ସଙ୍ଗମ ଗତିପଥ, ଶବ ଉପରେ ଉଡିବୁଲିବେ ମାଳ ମାଳ କାଉ….. ଗତ ଦୁଇ ସପ୍ତାହ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜ, ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ତ୍ରିବେଣୀ ସଙ୍ଗମ କୂଳରେ ବିଶ୍ୱର ସର୍ବ ବୃହତ ଧାର୍ମିକ ମେଳା ମହା କୁମ୍ଭ ମେଳା ଚାଲିଆସୁଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ସାଧୁ ସନ୍ଥ, ନାଗା ସାଧୁ ଓ ଅଘୋରୀ ସାମିଲ ହୋଇଛନ୍ତି। ତେବେ ଏହି … Read more

୩୧ ଜାନୁଆରୀ ଶୁକ୍ରବାର ରାଶିଫଳ : ଆଜି ମାସର ଅନ୍ତିମ ଦିନ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସଙ୍କଟ।

ମେଷ ରାଶି : ଆଜି ଏକାଦଶରେ ଶନି ସହ ଚନ୍ଦ୍ର ସଂଯୋଗ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବେ। ନିକଟ ସମ୍ପର୍କୀୟମାନଙ୍କ ସାଦର ସମ୍ବର୍ଦ୍ଧନାରୁ ଖୁସି ରହିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ବୃଷ ରାଶି : ସାଧାରଣ କଥାକୁ କେନ୍ଦ୍ରକରି ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନିକ କ୍ଷେତ୍ରରେ … Read more

ମହାକୁମ୍ଭରେ ଭାରତର ସବୁଠୁ ସୁନ୍ଦର ଅଘୋରୀ, ରାତାରାତି ହୋଇଗଲେ ଭାଇରାଲ, ଜାଣନ୍ତୁ କଣ ରହିଛି ରାଜ୍

ମହାକୁମ୍ଭରେ ଭରତାର ସବୁଠାରୁ ସନ୍ଦରୀ ଅଘୋରୀ ମାତାଙ୍କୁ ଦେଖିବକୁ ମିଳିଛି। ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବା ଠାରୁ ଏହି ଅଘୋରୀ ମାତା ବହୁତ୍ ଭାଇରାଲ ହେଉଛନ୍ତି। ତେବେ ଉଦ୍ଭୂତ ଶକ୍ତି ରହିଛି ଏହି କିନର ଅଘୋରୀ ମାତାଙ୍କ ପାଖରେ ବିନା ଦିଆସିଲିରେ ଲଗେଇ ପାରନ୍ତି ନିଆଁ। ହାତ ରଖିଦେଲେ ଯଜ୍ଞକୁଣ୍ଡରେ ନିଆଁ ଲାଗିଯାଏ। ମଣିଷର ଖପୁରୀ ଆଉ ହାଡ ଧରି ମନ୍ତ୍ର ପଢନ୍ତି।  ତନ୍ତ୍ରମନ୍ତ୍ର ପୁରା ପାରଙ୍ଗମ କିନ୍ନର ଅଘୋରୀ। ମନ୍ତ୍ର କରି ପବନରେ ଲେମ୍ବୁକୁ … Read more

ଅଧିକ ହାଇ ଆସୁଥିଲେ ସାବଧାନ! ହୋଇ ଥାଇପାରେ ଏହି ସବୁ ରୋଗର ସଂକେତ….

ସାଧାରଣତଃ ଥକି ଯିବାପରେ ଏବଂ ନିଦ ଲାଗୁଥିଲେ ଆମ୍ଭମାନଙ୍କୁ ହାଇ ଆସିଥାଏ। ଏକ ଗବେଷଣା ରିପୋର୍ଟ ଅନୁଯାଇ ପ୍ରାୟ ସମସ୍ତେ ଦିନକୁ ୧୯ ଥର ହାଇ ମାରିଥାନ୍ତି। ସେହିଭଳି ଭାବରେ ସ୍ଲିପ୍ ଫାଉଣ୍ଡେସନ ଦ୍ୱାରା ହୋଇଥିବା ଗବେଷଣା ଅନୁଯାଇ ମଣିଷ ଦିନକୁ ୧୦ ଥରରୁ ଅଧିକ ହାଇ ମାରିବା ଉଚିତ ନୁହେଁ। ଏହା କୌଣସି ପ୍ରକାରର ରୋଗର ସଂକେତ ହୋଇପାରେ। ତେବେ, ରାତିରେ ଠିକ୍ ଭାବରେ ନ ଶୋଇବା ଏବଂ ଅନିଦ୍ରା ରହିବା ଦ୍ୱାରା ମଣିଷକୁ ହାଇ … Read more

ଦେଖନ୍ତୁ ଭିଡ଼ିଓ: ଅଜବ୍ ଏହି ପ୍ରେମ! ବୃଦ୍ଧ ଜଣକ ଏତେ ଛୋଟ ଝିଅକୁ କଲେ ବିବାହ, କାରଣ ଜାଣି ହେବେ ତାଜୁବ୍

ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ । ପ୍ରେମ ଯେକୌଣସି ବୟସରେ ହୁଏ । ସୋସିଆଲ ମିଡିଆରେ ଏହିପରି ଏକ ପ୍ରେମ କାହାଣୀ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ପ୍ରେମ କାହାଣୀ ଦେଖିବା ପରେ ଦେଖାଯାଏ ଯେ ହଁ ପ୍ରକୃତରେ ପ୍ରେମ ଯେକୌଣସି ବୟସରେ ହୋଇପାରେ । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଅନେକ ପ୍ରେମ କାହାଣୀ ସହିତ ଜଡିତ ଭିଡିଓ ଦେଖିଥିବେ, କିନ୍ତୁ ଏହି ଭିଡିଓ ଲୋକଙ୍କୁ ଚିନ୍ତା … Read more

୨୯ ଜାନୁଆରୀ ବୁଧବାର ରାଶିଫଳ : ତ୍ରିବେଣୀ ଅମାବାସ୍ୟା ଦିନ, ପିତୃପୁରୁଷଙ୍କ ଆଶୀର୍ବାଦ ଏହି 3 ରାଶି ର ବ୍ୟକ୍ତିଙ୍କୁ ମିଳିବ।

ମେଷ ରାଶି : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଆଜି ଆପଣ କିଛି ଦୀର୍ଘ ସ୍ଥାୟୀ ସମସ୍ୟାରୁ ମୁକ୍ତି ପାଇବେ ଏବଂ ଆପଣଙ୍କର ଚତୁରତା ଏବଂ ଦକ୍ଷତାକୁ ପ୍ରଶଂସା କରାଯିବ। ଆଜି ଆପଣ ଏକ ଖୁସି ଖବର ପାଇବାକୁ ଯାଉଛନ୍ତି। ଯେଉଁଥିପାଇଁ ଆପଣ ଉତ୍ସାହ ଏବଂ ଶକ୍ତି ଅନୁଭବ କରିବେ। ଯଦି ଆପଣ ଆଜି ଆପଣଙ୍କର ବ୍ୟକ୍ତିଗତ ବିଷୟ ବିଷୟରେ କାହା ସହିତ ଆଲୋଚନା କରିବା ଠାରୁ ଦୂରେଇ ରୁହନ୍ତି, ତେବେ … Read more

ବାବା ଗୁରମିତ ରାମ୍‌ ରହିମ୍‌ ଙ୍କୁ ମିଳିଲା ୨୦ ଦିନିଆ ପାରୋଲ୍‌ରେ ଜେଲ୍‌ରୁ ମୁକ୍ତି।

ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ଗୁରମିତ ରାମ୍‌ ରହିମ୍‌ ଙ୍କୁ ୨୦ ଦିନର ପାରୋଲ୍ ମିଳିଛି। ଆଜି ସକାଳ ପ୍ରାୟ ୫.୨୬ ସମୟରେ ତାଙ୍କୁ ଜେଲ ରୁ ମୁକ୍ତ କରାଗଲା। ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି। ଅନୁମାନ … Read more

୨୮ ଜାନୁଆରୀ ମଙ୍ଗଳବାର ରାଶିଫଳ : ଧନୁ ରାଶି ବ୍ୟବସାୟରେ ଆର୍ଥିକ ଲାଭ ପାଇବେ।

ମେଷ ରାଶି : ଆଜି କର୍ମାଧିପ ଏକାଦଶସ୍ଥ ଯୋଗୁ ଶିଳ୍ପ, ନୂତନ ପ୍ରକଳ୍ପ କାର୍ଯ୍ୟ, ପରିବହନ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଯୋଗିତା ପ୍ରଭୃତିରେ ସଫଳତା ହାସଲ କରିବେ, ନୀଚ୍ଚାରୋହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ସମସ୍ୟାରେ କୌଣସି ପରିବର୍ତ୍ତନ ହେବନାହିଁ। ପାରିବାରିକ ପରିସ୍ଥିିତି ପୂର୍ବବତ୍‍ ରହିବା ଆଶା କରାଯାଇପାରେ। ବୃଷ ରାଶି : ରାଶ୍ୟାଧିପତିଙ୍କ ସହ ମିତ୍ର ଶନିଙ୍କ ସଂଯୋଗ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଶତ୍ରୁତା ହେତୁ ନିଜ ଲୋକମାନଙ୍କ … Read more