ଆଜିକାଲି ସୋସିଆଲ ମିଡିଆରେ ସିନେ ସେଲିବ୍ରିଟି ମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଏହି ସେଲିବ୍ରିଟିମାନେ ବିଭିନ୍ନ କାରଣ ହେତୁ ବେସ୍ ଭାଇରାଲ ମଧ୍ୟ ହୋଇଥାନ୍ତି । ତେବେ, ସେମାନଙ୍କ ନିଜ ଜୀବନଶୈଳୀ ଏବଂ ସିକ୍ରେଟ୍ ଗୁଡିକୁ ଜାଣିବା ପାଇଁ ଲୋକେ ଖୁବ ପସନ୍ଦ କରିଥାନ୍ତି । ତେବେ, ଆସନ୍ତୁ ଆଜି ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣି ରଖିବା ଯେଉଁମାନେ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ ।
୧ – କୋଙ୍କଣା ସେନ ଶର୍ମା :- ବଲିଉଡ଼ ଏବଂ ସାଉଥ ସିନେ ଇଣ୍ଡଷ୍ଟ୍ରୀରେ କୋଙ୍କଣା ସେନ ଶର୍ମା ଏକ ବଡ଼ ନାମ ଅଟେ । କୋଙ୍କଣା ରଣବୀର ସୋରିଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିବା କୁହାଯାଏ । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଡ଼ିଭୋର୍ସ ହୋଇ ସାରିଥିବା ବେଳେ କୋଙ୍କାଣା ଏକୁଟିଆ ନିଜ ପୁଅର ଦେଖାଶୁଣା କରୁଛନ୍ତି ।
୨ – ସେଲିନା ଜେଟଲୀ :- ମିସ୍ ଇଣ୍ଡିଆ ସେଲିନା ଜେଟଲୀ ସ୍ୱାମୀ ପିଟର ହଗଙ୍କୁ ଡେଟ୍ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ । ପିଲାଟି ତାଙ୍କ ପୂର୍ବ ପ୍ରେମିକର ହୋଇଥିବା କୁହାଯାଏ । ତେବେ, ପରବର୍ତ୍ତୀ ସମୟରେ ଏଥିପାଇଁ ସେଲିନାଙ୍କୁ ଅପରେସନ ମଧ୍ୟ କରାଇବାକୁ ପଡିଥିଲା ।
ଆହୁରି ପଢନ୍ତୁ :- ଆନିମଲ୍ ଫିଲ୍ମ କୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମାନସୀ, କହିଲେ- ରେପ୍ ସିନ୍ ରେ ମୋ ସହ କରାଯାଇଥିଲା ଏମିତି
୩ – ଅମୃତା ଅରୋରା :- ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସାନ ଭଉଣୀ ଅମୃତା ମଧ୍ୟ ଶକିଲ ଲଦାକଙ୍କ ସହିତ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ । ପରେ ତାଙ୍କୁ ବିବାହ କରିବାର ମାତ୍ର ମାସେ ଭିତରେ ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ ।
୪ – ସାରିକା :- ବିଗତ ଦିନର ଫେମସ୍ ଅଭିନେତ୍ରୀ ସାରିକା ସୁପରଷ୍ଟାର କମଲ ହାସନଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ରହିଥିଲେ ଯେଉଁଥିପାଇଁ ତାଙ୍କୁ ଅପରେସନ କରିବାକୁ ପଡିଥିଲା । ତେବେ, ଆଗକୁ ଯାଇ ସାରିକା ଦୁଇ ଝିଅଙ୍କର ମାଆ ମଧ୍ୟ ହୋଇପାରିଥିଲେ ।