ଦେଖନ୍ତୁ ଭିଡିଓ: “ଆସିବ କହିବି ଆଉ ଆସିଲାନି” ବୀର ପୁଅକୁ ହରାଇ ପରିବାରରେ ଦୁଃଖର ପାହାଡ଼, ବର୍ଷକରେ ୪ ଜଣଙ୍କ ମୃତ୍ୟୁ
ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ ମ୍ରିୟମାଣ ହୋଇପଡିଥିବା ବେଳେ ବୀର ଯବାନ କୁ ବାହୁଡ଼ି ନେବା ପାଇଁ ଜନସମୁଦ୍ର ସୃଷ୍ଟି ହୋଇଛି। ଡ଼ଖଣ୍ଡରେ ନକ୍ସଲ ଗୁଳିରେ ସହିଦ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଜନ୍ମମାଟିରେ ପହଞ୍ଚିଛି ପାର୍ଥିବ ଶରୀର। ସୁଶାନ୍ତଙ୍କୁ … Read more