ଉତ୍ତମ ମହାନ୍ତି ଅଛନ୍ତି ଲିଭର୍ ସିରୋସିସ୍ ରୋଗରେ ପିଡୀତ, ଜାଣନ୍ତୁ ଏହି ରୋଗର ଲକ୍ଷଣ କେମିତି ନିଜକୁ ବଞ୍ଚାଇବେ
ଏୟାରଲିଫ୍ଟ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରୋଗରେ ପିଡ଼ିତ ଥିବା ଉତ୍ତମଙ୍କୁ ରାଜଧାନୀର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ କିମ୍ସ କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଭେଣ୍ଟିଲେଟର ଭିତରେ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ କରାଯାଉଛି। ସୂଚନାରୁ ପ୍ରକାଶ ଏକ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା … Read more