ପ୍ରତିଦିନ କ୍ଷୀର ସହିତ ଖାଆନ୍ତୁ ଏହି ଖାଦ୍ୟ, ଶରୀର ସୁସ୍ଥ ରହିବା ସହିତ ବଢ଼ିବ ଯୌନ ଶକ୍ତି…
ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ସଠିକ୍ ଖାଦ୍ୟପେୟର ଅଭାବ ହେତୁ ମଣିଷ ଶରୀରରେ ଦୁର୍ବଳତା ଦେଖାଯିବାକୁ ଲାଗିଥାଏ । ଖାସ୍ କରି ପୁରୁଷମାନଙ୍କ କ୍ଷେତ୍ରରେ ଶାରୀରିକ ଦୁର୍ବଳତା ସହିତ ଏହା ସେମାନଙ୍କର ଯୌନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣ ନିଜର ଯୌନ ଶକ୍ତିକୁ ବଢାଇବା ପାଇଁ ଚାହୁଁଛନ୍ତି ତେବେ କ୍ଷୀର ଏବଂ ଶୁଖିଲା ଖଜୁରୀ ଖାଇ ପାରିବେ ଯାହାକି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଖଜୁରୀରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଏବଂ … Read more