ରାତି ରାତି ଅନିଦ୍ରା ରହି ଅପରାଜିତା କରୁଥିଲେ ପ୍ରାର୍ଥନା, ଡାକ ଶୁଣିଲେ ଭଗବାନ, ଏବେ କେମିତି ଅଛନ୍ତି ଉତ୍ତମ ମହାନ୍ତି?

ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।  … Read more

ବରକୁ ବରଯାତ୍ରୀଙ୍କ ସହ ମିଶି ଚୋଲି କେ ପିଛେ କ୍ୟା ହୈ ଗୀତରେ ନାଚିବାର ଦେଖି ରାଗିଗଲେ ଶ୍ବଶୁର। ଭାଙ୍ଗିଦେଲେ ବାହାଘର…

ସୋସିଆଲ୍ ମିଡିଆରେ ଆମେ ବିବାହ ବେଳର ଅନେକ ଭିଡ଼ିଓ ଦେଖିଥାଉ, ଯାହା ବହୁତ ମଜାଦାର ହୋଇଥାଏ। ସବୁଠୁ ମଜାଦାର ଲାଗେ ବରଯାତ୍ରୀଙ୍କ ଡ୍ୟାନ୍ସ । କିନ୍ତୁ ଏହି ନାଚ ହିଁ ଜଣେ ବରଙ୍କ ପାଇଁ ସାଜିଲା କାଳ। ବରଯାତ୍ରୀରେ ବରର ଡ୍ୟାନ୍ସ ଦେଖିବା ପରେ ବାହାଘର ଭାଙ୍ଗିଦେଲେ ଶଶୁର। ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଇଂରାଜୀ ଖବରକାଗଜର ଫ୍ରଣ୍ଟ୍ ଲାଇନରେ ଥିବା ଖବରଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଖବରକାଗଜରେ ଲେଖାହୋଇଛି ଯେ ଚୋଲି କେ … Read more

ବାପା ମାଙ୍କୁ ନିଶା ଦେଇ ଟଙ୍କା, ସୁନା ଓ ଅଳଙ୍କାର ଧରି ପ୍ରେମିକ ଫେରାର୍‌ ହୋଇଗଲା ଝିଅ, ଜାଣନ୍ତୁ ପୁରା ଘଟଣା

ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ ନିଜ ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଟଙ୍କା ଓ ସୁନା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଛି। ନିଶା ପ୍ରତିକ୍ରିୟାରେ ନାବାଳିକାଙ୍କ ବାପା ମା’ ଓ ୩ ସାନ ଉଉଣୀଙ୍କର ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରଥମେ ସେମାନଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଅସୁସ୍ଥ ଥିବା ୨ ଭଉଣୀ କଟକ ଶିଶୁ … Read more

୮ ବର୍ଷ ର ଶିଶୁକନ୍ୟା କୁ ସାବତ ମା ପ୍ରଥମେ ମାରିଲା, ତାପରେ ଜଳାଇ ଶବ କୁ ଅଖାରେ ବାନ୍ଧି ଲୁଚାଇଲା।

ବିହାରର ବକ୍ସରରେ ଶନିବାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ସାବତ ମା’ ୮ ବର୍ଷୀୟ ନିରୀହ ଝିଅକୁ ହତ୍ୟା କରି ତା’ର ଶବକୁ ପ୍ଲାଷ୍ଟିକ୍ ବ୍ୟାଗରେ ଲୁଚାଇ ଦେଇଥିଲା। ପରେ ସେ ପଡୋଶୀମାନଙ୍କୁ ମିଛ କହିଲା ଯେ ତାଙ୍କ ଝିଅ ହଜି ଯାଇଛି। ପଡୋଶୀମାନେ ସନ୍ଦେହ କରି ଘର ତଲାସି କରିବା ସମୟରେ ଏକ ବାକ୍ସରୁ ଅଧ-ପୋଡ଼ା ଶବ ଉଦ୍ଧାର କରିଥିଲେ। ଘଟଣା ଜାଣିବା ପରେ ପଡୋଶୀ ପୋଲିସକୁ ଜଣାଇଥିଲେ ଏବଂ ପୋଲିସ ଆରୋପୀ … Read more

ସିଗାରେଟ ଛାଡିବା ପାଇଁ ବ୍ୟକ୍ତି ଜଣକ ନିଜ ମୁଣ୍ଡରେ ପକାଇଲେ ତାଲା, ଏବଂ ଚାବି ରଖିଲେ ସ୍ତ୍ରୀ…

ତୁର୍କିର ଇବ୍ରାହିମ ୟୁସେଲ ଧୂମପାନ ଛାଡିବା ପାଇଁ ଏକ ଅନନ୍ୟ ପଦ୍ଧତି ଗ୍ରହଣ କରିଛନ୍ତି। ସେ ତାଙ୍କ ମୁଣ୍ଡରେ ଏକ ପିଞ୍ଜରା ପିନ୍ଧିଛନ୍ତି ଏବଂ ଏହାର ଚାବି ତାଙ୍କ ସ୍ତ୍ରୀଙ୍କୁ ଦେଇଦେଇଛନ୍ତି। ଏବଂ ତାଙ୍କ ସ୍ତ୍ରୀ କେବଳ ଖାଇବା ସମୟରେ ପିଞ୍ଜରା ଖୋଲନ୍ତି। କୁହାଯାଉଛି ଯେ କୁଟାହ୍ୟା ବାସିନ୍ଦା ୟୁସେଲ ତାଙ୍କ ବାପାଙ୍କ ଫୁସଫୁସ କର୍କଟ ରୋଗରେ ମୃତ୍ୟୁ ପରେ ଏହି କଠୋର ପଦକ୍ଷେପ ନେଇଥିଲେ। ୟୁସେଲ ଗତ ୨୬ ବର୍ଷ ଧରି ପ୍ରତିଦିନ ଦୁଇ ପ୍ୟାକେଟ … Read more

ଦେଖନ୍ତୁ ଭିଡିଓ: ଛାତ୍ର ସହ ମହିଳା ପ୍ରଫେସରଙ୍କ ବିବାହ, କ୍ଲାସ ରୁମରେ ଶିକ୍ଷୟିତ୍ରୀକୁ ସିନ୍ଦୂର ପିନ୍ଧାଇଲା ଛାତ୍ର

ପଶ୍ଚିମବଙ୍ଗ ରାଜ୍ୟର ଏକ ସରକାରୀ ବିଶ୍ଵ ବିଦ୍ୟାଳୟରୁ ଆସିଛି ଏହି ଖବର । ଏହି ସରକାରୀ ବିଶ୍ଵ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏହି ସରକାରୀ ବିଶ୍ଵ ବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଜଣେ ଛାତ୍ରକୁ ବିବାହ କରିଛନ୍ତି । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।  ଶିକ୍ଷକ ହୁଅନ୍ତୁ ବା ଶିକ୍ଷୟତ୍ରୀ ଛାତ୍ର ବା ଛାତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ … Read more

ଦେଖନ୍ତୁ ଭିଡ଼ିଓ: ଅଜବ୍ ଏହି ପ୍ରେମ! ବୃଦ୍ଧ ଜଣକ ଏତେ ଛୋଟ ଝିଅକୁ କଲେ ବିବାହ, କାରଣ ଜାଣି ହେବେ ତାଜୁବ୍

ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ । ପ୍ରେମ ଯେକୌଣସି ବୟସରେ ହୁଏ । ସୋସିଆଲ ମିଡିଆରେ ଏହିପରି ଏକ ପ୍ରେମ କାହାଣୀ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ପ୍ରେମ କାହାଣୀ ଦେଖିବା ପରେ ଦେଖାଯାଏ ଯେ ହଁ ପ୍ରକୃତରେ ପ୍ରେମ ଯେକୌଣସି ବୟସରେ ହୋଇପାରେ । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଅନେକ ପ୍ରେମ କାହାଣୀ ସହିତ ଜଡିତ ଭିଡିଓ ଦେଖିଥିବେ, କିନ୍ତୁ ଏହି ଭିଡିଓ ଲୋକଙ୍କୁ ଚିନ୍ତା … Read more

ସିନ୍ଦୂର ପିନ୍ଧାଇ ସ୍ତ୍ରୀ କୋଳରେ ସବୁଦିନ ପାଇଁ ଶୋଇପଡିଲା ସ୍ୱାମୀ, ଯେତେ ଡାକିଲେ ଶୁଣିଲେ ନାହିଁ, ପୂରା ଘଟଣା ଜାଣି ହେବେ ଦୁଃଖିତ

ଜନ୍ମରୁ ମୃତ୍ୟୁ ଯାଏ ଆମ ଯାତ୍ରା ହିଁ ଜୀବନ। ମୃତ୍ୟୁ ଜୀବନର ସ୍ବାଭାବିକ ପରିଣତି। ମଣିଷ ବାଲ୍ୟ, ଯୌବନ ଓ ଜରା ତିନୋଟି ପର୍ଯ୍ୟାୟ ଦେଇ ମୃତ୍ୟୁ ପାଖରେ ପହଞ୍ଚିଥାଏ। ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ଥିବାପରି ମୃତ୍ୟୁ ପଛରେ ମଧ୍ୟ କାରଣଟିଏ ରହିଥାଏ। ସେହିଭଳି ଏକ ଘଟଣା ସମ୍ନାକୁ ଆସିଛି ବାହାଘର ଚାଲିଥିବା ସମୟରେ ହଠାତ୍ ହୃଦଘାତର ଶିକାର ହେଇଥିଲେ ବର। ଆଉ ଦେଖୁ ଦେଖୁ ବେଦୀ ଉପରେ କନ୍ୟାର କୋଳରେ ହିଁ ମୁଣ୍ଡ … Read more

ଝିଅ-ଝିଅ ପ୍ରେମ! ଗର୍ଲଫ୍ରେଣ୍ଡ୍‌ ସହ ଫେରାର ହୋଇଗଲେ ୭ ମାସର ଗର୍ଭବତୀ, ସ୍ୱାମୀ ଜଳକା, ଜାଣନ୍ତୁ ପୁରା ଘଟଣା

ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏଭଳି କିଛି ଖବର ଆସିଛି ଯାହା ଏହି ଘଟଣାରୁ ଆପଣମାନେ ଜାଣିପାରିବେ । ଏବେ ସାମ୍ନାକୁ ଆସିଛି କିଛି ଖବର ଯାହା ଗୁଜୁରାଟ ରାଜ୍ୟରେ ଘଟିଛି । ଗୁଜୁରାଟର ଅହମଦାବାଦ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ … Read more

ବେଡ଼ ରୁମ ଭିତରେ ପରସ୍ପରକୁ ଆଲିଙ୍ଗନ କରି ବିଷ ପିଇ ଦେଇଛନ୍ତି ଦମ୍ପତି…

କାନପୁରରେ ବେଡ଼ରୁମ ରୁ ମିଳିଲା ଏକ ଦମ୍ପତି ମୃତ ଦେହ। ୪ ବର୍ଷ ପୂର୍ବରୁ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ବିଷ ପିଇ ଦେଇଥିଲେ। ଦମ୍ପତିଙ୍କ ଆତ୍ମହତ୍ୟା ପରେ ପରିବାର ରେ ଶୋକର ଛାୟା ଖେଳିଯାଇଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ହସଖୁସିରେ ରହୁଥିବା ଦମ୍ପତି କାହିଁକି ମୃତ୍ୟୁକୁ ଆପଣାଇଲେ। ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ କିଛି ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ … Read more