କିଏ ଏହି ମହିଳା ଯାହାକୁ ଭୁବନେଶ୍ବର ଏୟାରପୋର୍ଟରେ ଜାବୁଡ଼ି ଧରି କୁଣ୍ଢେଇଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୨ୟ ମ୍ୟାଚ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ସହଜରେ ରନ ଚେଜ୍ କରି ବିଜୟ ହାସଲ କରିଥିଲା। ବିରାଟ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ଭାରତୀୟ ହେବାର ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ୪ ହଜାରରୁ ଅଧିକ ରନ କରି ସାରିଛନ୍ତି ।  ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରଲ … Read more

ସିଗାରେଟ ଟାଣିବାର ଭିଡ଼ିଓ : ଷ୍ଟାଡିୟମ ଭିତରକୁ କେମିତି ଗଲା ସିଗାରେଟ, VIP ବକ୍ସରେ ଖୋଲାଖୋଲି ଟାଣିଲେ ସିଗାରେଟ୍, ଜାଣନ୍ତୁ ପୁରା ଘଟଣା

ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ … Read more

ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅନୁ କପୁର …

ସମୟ ରୈନା ଏବଂ ରଣବୀର ଆଲ୍ଲାହାବାଦିଆ ଏବେ ବିବାଦରେ। “ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍” ଶୋ’ରେ ରଣବୀରଙ୍କ ମନ୍ତବ୍ୟକୁ ନେଇ ବିବାଦ ଚାଲିଛି। ବିବାଦ ବଢ଼ିବା ପରେ, ରଣବୀର କ୍ଷମା ମଧ୍ୟ ମାଗିଥିଲେ। ଏବେ ବରିଷ୍ଠ ଅଭିନେତା ଅନୁ କପୁର ଏହି ବିବାଦ ଉପରେ ନିଜର ମତାମତ ସେୟାର କରିଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଆଇଏଏନଏସ ସହିତ କଥାବାର୍ତ୍ତା ସମୟରେ ଅନୁ କପୁର କହିଛନ୍ତି, ‘ଯେଉଁମାନଙ୍କର ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା … Read more

ଫେବୃଆରୀ ୧୧ ଅର୍ଥାତ ଆଜିଠୁ ବଦଳିବ ଟ୍ରେନ୍ ଟିକେଟ୍ ବୁକିଂ ସମୟ ଓ ନିୟମ!

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ନିୟମରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଫେବୃଆରୀ ୧୧, ୨୦୨୫ ରୁ କାର୍ଯ୍ୟକାରୀ ହେବ ଏବଂ ବୁକିଂ ପ୍ରକ୍ରିୟାକୁ ଅଧିକ ସରଳ ଏବଂ ସହଜ କରିବା ଏହାର ଲକ୍ଷ୍ୟ। ଏହି ନୂତନ ନିୟମ ଅନୁଯାୟୀ, ଟ୍ରେନ୍ ଟିକେଟ୍ ବୁକିଂ ସମୟ ଏବଂ ପ୍ରକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ବିସ୍ତାର ଭାବରେ ଜାଣିବା। ନୂତନ ଟ୍ରେନ୍ ଟିକେଟ୍ … Read more

କେବଳ ଫ୍ଲଡ୍ ଲାଇଟ ବନ୍ଦ ନୁହେଁ ବାରବାଟୀରେ ହୋଇଥିଲା ଆଉଏକ ତ୍ରୁଟି ଯାହା ପାଇଁ ରାଗିଥିଲେ ରୋହିତ୍ ଶର୍ମା

ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଥିବା ବେଳେ ଦେଖା ଦେଇଥିଲା ବଡ଼ ତ୍ରୁଟି। କିଛି ସମୟ ପାଇଁ ଦେଖାଦେଇଥିଲା ଫ୍ଲଡ ଲାଇଟ୍ ସମସ୍ୟା। କ୍ଲବ ଟାଓ୍ୱାର ପାଖରୁ ଲାଇଟ୍ ପଳାଇଥିଲା। ଏତିକି ବେଳେ ରାଗିଯାଇଥିଲେ ରୋହିତ ଶର୍ମା ଓ ଦୁଇ ଓପ୍ନର ଖେଳି ନ ପାରି ପ୍ୟାଭିଲିଅନ ଫେରିଥିଲେ। କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା।  ତେବେ ମ୍ୟାଚ୍ ସମୟରେ ଦ୍ବିତୀୟ ଇଂନିସରେ ରୋହିତ ଶର୍ମା … Read more

ଲୋକହସା ହେଲା ଓଡ଼ିଶା, ମ୍ୟାଚ ମଝିରେ ୨୫ ମିନିଟ ବନ୍ଦ ରହିଲା ଫ୍ଲଡ ଲାଇଟ୍, ଜାଣନ୍ତୁ କାହିଁକି ହେଲା ଏମିତି

ବାରବାଟୀରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ଏକ ବଡ଼ ଅଘଟଣ ଘଟିଛି । ଷ୍ଟାଡିୟମରେ ଲାଗିଥିବା ଫ୍ଲଡ ଲାଇଟ ନଜଳିବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । କ୍ଲବ ଟାୱାର ପାଖରୁ ପଳାଇଥିଲା ଲାଇଟ।ଭାରତ ମାତ୍ର ୬ଓଭର ବ୍ୟାଟିଂ କରିବା ପରେ ହିଁ ଏଭଳି ଅଘଟଣ ଘଟିଛି । ଲାଇଟ ନଜଳିବାରୁ କିଛି ସମୟ ଉଭୟ ଦଳର ଖେଳାଳି ପଡ଼ିଆରେ ଅପେକ୍ଷା କରିଥିଲେ । ତଥାପି ଲାଇଟ ନଜଳିବାରୁ ଖେଳାଳିମାନେ ପଡ଼ିଆ ଛାଡ଼ିଥିଲେ … Read more

ଓଡ଼ିଶା କ୍ରିକେଟ ପ୍ରେମୀ ହେବେ ନିରାଶ! ବାରବାଟୀ ମ୍ୟାଚ ଖେଳିବେନି ବିରାଟ କୋହଲି, ଜାଣନ୍ତୁ କାହିଁକି

ଗତବର୍ଷ ଅଗଷ୍ଟ ମାସରୁ ଏକଦିବସୀୟ କ୍ରିକେଟ୍ ଖେଳି ନଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ଷ୍ଟାଡିୟମ୍ରେ ଖେଳାଯାଉଥିବା ବେଳେ ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ଖେଳାଯିବ। ତେବେ ୭ ତାରିଖରେ ଭୁବନେଶ୍ଵର ପହଞ୍ଚିବେ ଉଭୟ ଦଳର ଖେଳାଳୀମାନେ। … Read more

ବିଦେଶିନୀଙ୍କୁ ଦେଖି ସମ୍ଭାଳି ପାରିଲେନି ଅଘୋରୀ ବାବା, କୁମ୍ଭ ମେଳାରେ ଖୋଜି ଦେଲେ ଜୀବନ ସାଥି, ଜାଣନ୍ତୁ ପୁରା ଘଟଣା

କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୁଏ। ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । … Read more

ଧ୍ବଂସ ହୋଇଯିବ ପୃଥିବୀ କବର ସ୍ଥାନରେ ହେବ ଆଗାମୀ କୁମ୍ଭମେଳା, ମହାକୁମ୍ଭରେ ଅଘୋରୀ ବାବା କଲେ ଭୟଙ୍କର ଭବିଷ୍ୟବାଣୀ

କୁମ୍ଭମେଳାରେ ଅଘୋରୀ କାଳପୁରୁଷଙ୍କ ଭବିଷ୍ୟବାଣୀକୁ ନେଇ ଚାରିଆଡେ ହଇଚଇ । କହିଲେ ବଦଳିଯିବ ସଙ୍ଗମ ଗତିପଥ, ଶବ ଉପରେ ଉଡିବୁଲିବେ ମାଳ ମାଳ କାଉ….. ଗତ ଦୁଇ ସପ୍ତାହ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜ, ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ତ୍ରିବେଣୀ ସଙ୍ଗମ କୂଳରେ ବିଶ୍ୱର ସର୍ବ ବୃହତ ଧାର୍ମିକ ମେଳା ମହା କୁମ୍ଭ ମେଳା ଚାଲିଆସୁଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ସାଧୁ ସନ୍ଥ, ନାଗା ସାଧୁ ଓ ଅଘୋରୀ ସାମିଲ ହୋଇଛନ୍ତି। ତେବେ ଏହି … Read more

ମହାକୁମ୍ଭରେ ଭାରତର ସବୁଠୁ ସୁନ୍ଦର ଅଘୋରୀ, ରାତାରାତି ହୋଇଗଲେ ଭାଇରାଲ, ଜାଣନ୍ତୁ କଣ ରହିଛି ରାଜ୍

ମହାକୁମ୍ଭରେ ଭରତାର ସବୁଠାରୁ ସନ୍ଦରୀ ଅଘୋରୀ ମାତାଙ୍କୁ ଦେଖିବକୁ ମିଳିଛି। ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବା ଠାରୁ ଏହି ଅଘୋରୀ ମାତା ବହୁତ୍ ଭାଇରାଲ ହେଉଛନ୍ତି। ତେବେ ଉଦ୍ଭୂତ ଶକ୍ତି ରହିଛି ଏହି କିନର ଅଘୋରୀ ମାତାଙ୍କ ପାଖରେ ବିନା ଦିଆସିଲିରେ ଲଗେଇ ପାରନ୍ତି ନିଆଁ। ହାତ ରଖିଦେଲେ ଯଜ୍ଞକୁଣ୍ଡରେ ନିଆଁ ଲାଗିଯାଏ। ମଣିଷର ଖପୁରୀ ଆଉ ହାଡ ଧରି ମନ୍ତ୍ର ପଢନ୍ତି।  ତନ୍ତ୍ରମନ୍ତ୍ର ପୁରା ପାରଙ୍ଗମ କିନ୍ନର ଅଘୋରୀ। ମନ୍ତ୍ର କରି ପବନରେ ଲେମ୍ବୁକୁ … Read more