ଓଡ଼ିଶା ଆସି ଖେଳାଳି ଖାଇବେ ଏହିସବୁ ଖାଦ୍ୟ: ପ୍ରସ୍ତୁତ ହେଲା ତାଲିକା, ଖାଇବା ଆଇଟମ୍ ର ନାଁ ଶୁଣି ମୁଣ୍ଡ ବୁଲେଇବ

ଓଡ଼ିଶା ଗସ୍ତରେ ଆସିବେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର କ୍ରିକେଟ୍ ଖେଳାଳି । ଭୁବନେଶ୍ୱର ତାରକା ହୋଟେଲ ମେ ଫେୟାରରେ ରହିବେ ଉଭୟ ଦଳର ଖେଳାଳୀ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଏଥର ଖେଳାଳୀ କଂସା ଥାଳିରେ ପରସା ଓଡ଼ିଶାର ପାରମ୍ପାରିକ ଖାଦ୍ୟ । ମେ ଫେୟାରରେ ସକାଳ ଜଳଖିଆ ଠୁ ଆରମ୍ଭ କରି ଲଞ୍ଚ ଏବଂ ଡିନର ଯାଏଁ ପୁରା ରହିବ ଓଡିଆ ମେନୁ।  ମାଣ୍ଡିଆ ରେ ପ୍ରସ୍ତୁତ … Read more

ବଲିଉଡ ଗାୟକ ଉଦିତ ନାରାୟଣ ଜଣେ ପ୍ରଶଂସକଙ୍କ ଓଠ ଚୁମ୍ବନ କରି ଏବେ ବିବାଦରେ, ଏହି ଘଟଣାରେ ଗାୟକ ଅଭିଜିତଙ୍କ ପ୍ରତିକ୍ରିୟା…

ଜଣେ ପ୍ରଶଂସକଙ୍କ ଓଠକୁ ଚୁମ୍ବନ କରିବାର ଭିଡିଓ ସାମ୍ନାକୁ ଆସିବା ପରଠାରୁ ବିବାଦରେ ଅଛନ୍ତି ବଲିଉଡ ଗାୟକ ଉଦିତ ନାରାୟଣ। ଉଲ୍ଲେଖଯୋଗ୍ୟ, ଉଦିତ ନାରାୟଣଙ୍କ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଥିଲା ଯେ, ‘ଟିପ୍ ଟିପ୍ ବରସା ପାଣି’ ଗୀତ ଗାଉଛନ୍ତି। ଏହି ସମୟରେ, ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସୁଛନ୍ତି। ସେଲଫି ନେବା ପରେ ମହିଳା ପ୍ରଶଂସକଜଣକ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏହା ପରେ ଗାୟକ ଜଣକ … Read more

ଫିଲ୍ମ ଇଣ୍ଡଷ୍ଟ୍ରିର କଳା ସତର ପରଦା ଉଠାଇଲେ ଏହି ଖଳନାୟକ, କହିଲେ ଡାଇରେକ୍ଟର କେମିତି କରେ ରେପ୍ ସିନ୍

ବଲିଉଡ୍ ରେ ରେପ୍ ସିନ୍ କୁ ନେଇ ମୁହଁ ଖୋଲିଲେ ଦଲ୍ଲିପ ତାହିଲ୍ । ଯାହା ପୂର୍ବରୁ କେଉଁଠି ବି ଆପଣ ଶୁଣି ନ ଥିବେ ଏପରି ସତ କଥା ସ୍ବୀକାର କରିଛନ୍ତି ନିଜେ ଅଭିନେତା ଦଲ୍ଲିପ ତାହିଲ । ଦଲିପ୍ ବଲିଉଡ୍ ର ଜଣେ ନାମୀ ଦାମୀ କଳାକାର । ଯେ କି ନିଜର ଖଳନାୟକ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।  ଦଲିପ ବଲିଉଡ୍ ରେ ନିଜ କ୍ୟାରିୟର … Read more

ନୂଆ ବଜେଟରେ କଣ ଶସ୍ତା ଓ କଣ ମହଙ୍ଗା ହେଲା, ସଂକ୍ଷେପରେ ଜାଣନ୍ତୁ ମିଡିଲ୍ କ୍ଲାସ ମାନଙ୍କୁ କଣ ଫାଇଦା ହେବ

ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କେଉଁ କେଉଁ ଜିନିଷ ଶସ୍ତା ହେବ ତାହାର ତଥ୍ୟ ମଧ୍ୟ ରଖିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ ଘୋଷଣା ରହିଛି । ୧୨ ଲକ୍ଷ ଟଙ୍କା ଆୟ ପଯ୍ୟନ୍ତ ଦେବାକୁ ପଡିବନି ଆୟକର … Read more

ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ବିବାହ ମହୋତ୍ସବ…

ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ଉତ୍ସବ। ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନ ରେ ବାଜିବ ଶେହନାଇ, ସଜାହେବ ମଣ୍ଡପ, ଏବଂ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ସିଆରପିଏଫ୍‌ ଯବାନ। ସୂଚନା ମୁତାବକ ପୁନମ୍‌ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସଓ ଭାବରେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ପୁନମଙ୍କ … Read more

ଡ଼ାକ୍ତରଖାନାରେ ଅବହେଳା ଅଭିଯୋଗ ପରେ ରୋଗୀ ବେଶରେ ପହଞ୍ଚିଲେ SDM, ଚିହ୍ନିବା ପରେ ସମସ୍ତେ ଛାନିଆ, ଜାଣନ୍ତୁ ପୁରା ଖବର

ଭାଇରାଲ ହେଉଛି ଭିଡିଓ , ସମସ୍ତେ କହୁଛନ୍ତି SDM ହେବ ତ ଏମିତି । ବର୍ତ୍ତମାନ ସମୟରେ ବିଶେଷ କରି ସରକାରୀ କ୍ଷେତ୍ରରେ ଅନେକ ଅବହେଳା , ଦୁର୍ନୀତି ଓ ଅବ୍ୟବସ୍ଥା ଦେଖା ଦେଉଛି । ଏହା ପଛର ମୁଖ୍ୟ କାରଣ ହେଉଛନ୍ତି ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ମାନେ । ଯେଉଁମାନଙ୍କର ନା ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଛି ନା ସେବାର ମନୋବୃତ୍ତି ରହିଛି । ହେଲେ ଏହି ଅଫିସର୍ ଜଣଙ୍କ ପ୍ରମାଣିତ କରି … Read more

ବାବା ଗୁରମିତ ରାମ୍‌ ରହିମ୍‌ ଙ୍କୁ ମିଳିଲା ୨୦ ଦିନିଆ ପାରୋଲ୍‌ରେ ଜେଲ୍‌ରୁ ମୁକ୍ତି।

ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ଗୁରମିତ ରାମ୍‌ ରହିମ୍‌ ଙ୍କୁ ୨୦ ଦିନର ପାରୋଲ୍ ମିଳିଛି। ଆଜି ସକାଳ ପ୍ରାୟ ୫.୨୬ ସମୟରେ ତାଙ୍କୁ ଜେଲ ରୁ ମୁକ୍ତ କରାଗଲା। ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି। ଅନୁମାନ … Read more

୩ ଥର ବାହାହେଇ ଯୁବତୀ ବନିଗଲେ କୋଟିପତି, ବାହା ହୋଇ ଛାଡ଼ପତ୍ର ପରେ ମାଗୁଥିଲେ ଲକ୍ଷଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା

ବିବାହ କରି ପୁରୁଷଙ୍କୁ ଲୁଟୁଥିଲେ ମହିଳା। ଛାଡ଼ପତ୍ର ହୋଇସାରିଥିବା ବା ପତ୍ନୀଙ୍କୁ ହରାଇଥିବା ଯୁବକଙ୍କୁ ମାଟ୍ରିମୋନି ସାଇଟରେ ଖୋଜି ତାଙ୍କୁ ପ୍ରେମ ଜାଲରେ ଫସାଉଥିଲେ ଏବଂ ବିବାହ କରି ସେମାନଙ୍କଠାରୁ ମହିଳା ଟଙ୍କା ଲୁଟୁଥିଲେ ବୋଲି ଜଣାଯାଇଛି। ଦୀର୍ଘ ୧୦ବର୍ଷ ଧରି ମହିଳାଜଣକ ଏଭଳି କରିଆସୁଥିବା ବେଳେ ଏବେ ତାଙ୍କୁ ଗିରଫ କରିଛି ପୁଲିସ। ମହିଳାଙ୍କ ନାମ ସୀମା ଓରଫ ନିକ୍କି ବୋଲି ଜଣାଯାଇଛି। ସୂଚନା ମୁତାବକ, ଉତ୍ତରାଖଣ୍ଡର ବାସିନ୍ଦା ସୀମା ପ୍ରଥମେ ୨୦୧୩ରେ ଆଗ୍ରାର ଜଣେ … Read more

ମେସିନରେ ଜିରୋ ଦେଖାଇ ମଧ୍ୟ ଏମିତି ଠକୁଛନ୍ତି ପେଟ୍ରୋଲ ପମ୍ପ, ଲୁଟିବାରୁ ଆପଣଙ୍କୁ ବଞ୍ଚାଇବ ଏହି ୪ଟି ଜିନିଷ

ଅନେକ ସମୟରେ ଗ୍ରାହକଙ୍କୁ ବିଶେଷ କରି ପେଟ୍ରୋଲ ପମ୍ପ ଗୁଡିକରେ ଠକାମିର ଶିକାର ହେବାକୁ ପଡ଼ିଥାଏ । କେଉଁଠି ପେଟ୍ରୋଲ ପମ୍ପର ମିଟରରେ ଘୋଟାଲା ଦେଖାଯାଏ ତ କେଉଁଠି ଭେଜାଲ ତେଲ ମିଳିଥାଏ । ଏମିତି ଅନେକ ପ୍ରକାରର ଜିନିଷ ରହିଛି ଯେଉଁଥି ପାଇଁ ଗ୍ରାହକଙ୍କର ବ୍ୟୟ ବଢିବା ସହିତ ଯାନ ବାହନରେ ଯାନ୍ତ୍ରିକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଯେଉଁଥି ପାଇଁ ନାହିଁ ନ ଥିବା ହଇରାଣର ଶୀକାର ହେଉଛନ୍ତି ଲୋକେ । ତେବେ … Read more

ଋତୁସ୍ରାବ ବେଳେ ଗଙ୍ଗାରେ କେମିତି ଗାଧାନ୍ତି ମହିଳା ନାଗା ସାଧୁ, କାହିଁକି ପୁରୁଷ ସାଧୁଙ୍କୁ ଅପେକ୍ଷା କରନ୍ତି? ଜାଣନ୍ତୁ ରହସ୍ୟ

ପ୍ରୟାଗରାଜରେ ବୁଡ଼ ପକେଇବା ପାଇଁ ସହ ସହ ସାଧୁ ଏକାଠି ହେଇଛନ୍ତି। ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ନାଗା ସାଧୁ ମାନେ ଭିନ୍ନ ଭିନ୍ନ ରୂପ ଅବତାର କରି ଏବେ ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି। ମହିଳା ନାଗା ସାଧୁ ମାନେ କେବଳ ସେହି ସାତଦିନ ଗଙ୍ଗାରେ ସ୍ନାନ କରନ୍ତି ନାହିଁ। ଯେଉଁ ସାତଦିନ ସେମାନଙ୍କର ଋତୁସ୍ରାବ ହେଇଥାଏ।  କୁମ୍ଭ ସମୟରେ ଯଦି ତାଙ୍କର ଋତୁସ୍ରାବ ହୁଏ ତେବେ ସେ ନିଜ ଉପରେ ଗଙ୍ଗା ଜଳ … Read more