ଶସ୍ତା ହେବାକୁ ଯାଉଛି ଏଲପିଜି ସିଲିଣ୍ଡର୍ । ସଵସିଡି ମଧ୍ୟ ଭଲ ରକମର ମିଳିବ । ଆଉ ଏହି ସୁଯୋଗକୁ ହାତ ଛଡା ନ କରି ତୁରନ୍ତ ବୁକିଂ କରି ଦିଅନ୍ତୁ ଗ୍ୟାସ ସିଲିଣ୍ଡର । କାରଣ ଏହି ସୁବର୍ଣ୍ଣ ସୁଯୋଗ ହୁଏ ତ ଆଗକୁ ଆଉ ନ ଆସିପାରେ ।
ତେବେ ଆପଣ ତ ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ବିଷୟରେ ନିଶ୍ଚିତ ଅବଗତ ଥିବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାହକମାନେ ଅନ୍ୟ ଗ୍ୟାସ ସିଲିଣ୍ଡର ତୁଳନାରେ ବହୁ କମ୍ ଦାମରେ ସିଲିଣ୍ଡର୍ ପାଇଥାନ୍ତି।
ବର୍ତ୍ତମାନ ଏହି ଯୋଜନା ଗ୍ରାହକ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି । ଗ୍ୟାସ ସିଲିଣ୍ଡରର ଦାମ ଶସ୍ତା କରିଥିବା ବେଳେ ସବସିଡି ଦାମରେ ମଧ୍ୟ ବୃଦ୍ଧି ଘଟାଇଛି । କିନ୍ତୁ ସୂଚନାଯୋଗ୍ୟ ଯେ କି ଏହି ଯୋଜନାରେ ଯେଉଁ ଗ୍ୟାସ୍ ର ପରିମାଣ କମିଛି ତାହାର ଅବଧି ୮ ମାସ ପର୍ଯ୍ୟନ୍ତ ରହିଛି ।
ତେବେ ଗ୍ୟାସ୍ ସିଲିଣ୍ଡର୍ ରେ ୩୦୦ ଟଙ୍କାର ହ୍ରାସ ହୋଇଛି । ଅର୍ଥାତ୍ ୩୦୦ ଟଙ୍କା ହ୍ରାସ ହୋଇଛି । ଏହା ସହ ଏଥିରେ ୩୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ମଧ୍ୟ ମିଳିବ । ଏହି ଯୋଜନା ୮ ମାସ ପର୍ଯ୍ୟନ୍ତ ତଥା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ।