ରାଣୀ ପଣ୍ଡାଙ୍କ ବଡ଼ ଖୁଲାସା: ଡାକ୍ତର ମୋ ସହ ଶାରୀରିକ ସମ୍ପର୍କ ରଖିଲା ପରେ କରିଥିଲେ ଏମିତି କାମ

ଜଣେ ଡାକ୍ତର ରାଣୀ ପଣ୍ଡାଙ୍କୁ କହିଲେ ପ୍ରଥମେ ମୋ ସହିତ ରିଲେସନ ରଖନ୍ତୁ ତା’ପରେ ସମ୍ପର୍କୀୟଙ୍କର ହେବ ଅପରେସନ। ଏକଥା ଶୁଣି ରାଣୀ ପଣ୍ଡା ହେଇଗଲେ ଆଶ୍ଚର୍ଯ୍ୟ। ସମ୍ପର୍କୀୟଙ୍କର ଜୀବନ ବଞ୍ଚାଇବା ପାଇଁ ରାଣୀ ପଣ୍ଡା ନେଲେ ଏଭଳି ଭୟଙ୍କର ନିଷ୍ପତି। ବନ୍ଧୁଗଣ ଯାହାଙ୍କର ବିବାଦ ପିଛା ଛାଡେନି ସେ ହେଉଛନ୍ତି ରାଣୀ ପଣ୍ଡା। ବିବାଦ ପାଇଁ ସେ ସବୁବେଳେ ଚର୍ଚ୍ଚାରେ। ଯାହାକି ରାଣୀ ପଣ୍ଡାଙ୍କ ପ୍ରଶଂସକକୁ ଅଡ଼ୁଆରେ ପକାଇ ଦେଇଛି। ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାକୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ କିଛି ଚର୍ଚ୍ଚା ହେଇଥାଏ। 

ସଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଉପରେ ତାଙ୍କର ଏକ ନିଆରା ମତ ରହିଥାଏ। ରାଣୀଙ୍କର ସ୍ପଷ୍ଟ ମନ୍ତବ୍ୟ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ରାଣୀ ହେଉଛନ୍ତି ଜଣେ ଦରଦୀ ମଣିଷ ଅଟନ୍ତି। ରାଣୀ ପଣ୍ଡା କାହାର ଦୁଃଖ ଦେଖିଲେ ସହି ପାରନ୍ତି ନାହିଁ। ସେଥିପାଇଁ ତୋ ସେ ଏବେ ସମସ୍ତଙ୍କର ସୁନା ଝିଅ ପାଲଟିଛନ୍ତି। ରାଣୀ ପଣ୍ଡାଙ୍କର ଏଭଳି ସମସ୍ତଙ୍କ ସାମ୍ନାରେ ସବୁ ସତ କଥା କହିଦେବାର ଅନ୍ଦାଜକୁ ଓଡ଼ିଶାବାସୀ ବହୁତ୍ ପସନ୍ଦ କରିଥାନ୍ତି। ଏମିତିକି କିଛି ସମୟ ଆସିଥିଲା ରାଣୀ ପଣ୍ଡାଙ୍କର ସେ ପୁରା ଭାଙ୍ଗି ପଡ଼ିଥିଲେ। 

ଯାହାକୁ ନେଇ ରାଣୀ ପଣ୍ଡା ବିଭିନ୍ନ ପ୍ରକାର ଅଶିଳ ଭାଷାରେ ଅନ୍ୟଙ୍କୁ ଗାଳି କରୁଥିଲେ। ସେସବୁ ଭୁଲକୁ ଏବେ ସୁଧାରି ନେଇ ରାଣୀ ପଣ୍ଡା ପ୍ରତ୍ୟେକଟି ଓଡ଼ିଆଙ୍କ ସପନ୍ଦନରେ ସ୍ଥାନ ନେଇ ସାରିଲେଣି। ସବୁଠି ଏବେ ପ୍ରଶଂସାର ପ୍ରାତ୍ର ହେଇ ସାରିଲେଣି ରାଣୀ ପଣ୍ଡା। ରାଣୀ ପଣ୍ଡା ଜଣେ ସ୍ପଷ୍ଟବାଦି ନାରୀ ଯାହା କହିବେ ମୁହେଁ ମୁହେଁ କହି ଦିଅନ୍ତି। ଠିକ୍ ସେମିତି ରାଣୀ ପଣ୍ଡା ଏକ ସାକ୍ଷାତକାରରେ ନିଜ ଜୀବନର କିଛି ଦୁଃଖଦ ଘଟଣା ଗୁଡ଼ିକ କହି ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେଇଯିବେ। 

ରାଣୀ ପଣ୍ଡାଙ୍କ କହିବା ଅନୁସାରେ , “ଯାହାକୁ ସେ ଭରଷା କଲେ ସେ ତାଙ୍କ ଚିତା କାଟି ଦେଲେ। ଯାହାକୁ ନିଜର କରିବାକୁ ଚାହିଁଲେ ସେ ତାଙ୍କ ଠାରୁ ଆଉ କିଛି ଚାହିଁଲେ। ରାଣୀ ପଣ୍ଡା ଭାବିଥିଲେ କାହା ଘରର ବୋହୂ ହେବେ ହେଲେ ସେ ସବୁ ସ୍ବପ୍ନ ତାଙ୍କର ଭାଙ୍ଗିଗଲା”। ରାଣୀ ପଣ୍ଡା ଯେଉଁ ଡାକ୍ତର ପାଖକୁ ଯାଇଥିଲେ ସମ୍ପର୍କୀୟଙ୍କୁ ଅପରେସନ କରିବା ପାଇଁ ଶେଷରେ ସେ ଡାକ୍ତର ବି ରାଣୀଙ୍କ ସହିତ ରିଲେସନ ରଖିଥିଲା। ରାଣୀ ପଣ୍ଡାଙ୍କୁ ଯିଏ ସମ୍ମାନ ଦେବ ସେ ତାଙ୍କୁ ସମ୍ମାନ ଦେବେ ବୋଲି ସେ କହିଛନ୍ତି। ରାଣୀ ପଣ୍ଡା ଭାଷା କହିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ତାଙ୍କୁ ପରିସ୍ଥିତ ବାଧ୍ୟ କରେ ଭାଷା କହିବା ପାଇଁ ବୋଲି ସେ ନିଜେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦର୍ଶକ ମାନେ ମତେ ତିଆରି କରିଛନ୍ତି ତାଙ୍କ ନାଁକୁ ନେଇ ମୁଁ ସବୁବେଳେ ଚର୍ଚ୍ଚାରେ କେତେବେଳେ ବିବାଦୀୟ ପାଇଁ ତ ଆଉ କେତେବେଳେ ଭଲ ଉଦାହରଣ ସୃଷ୍ଟି କରି ଆଲୋଚନା ଓ ସମାଲୋଚନାର ପ୍ରସଙ୍ଗ ପାଆନ୍ତି”। ତେବେ ରାଣୀ ପଣ୍ଡା ହେଉଛନ୍ତି ଜଣେ ସ୍ପଷ୍ଟବାଦୀ, ସ୍ନେହି ଓ ଦରଦୀ ମଣିଷ ଅଟନ୍ତି। ସଂଘର୍ଷ କରି ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ସେ ଆଜି ନିଜକୁ ସଫଳ କରି ଦେଖାଇଛନ୍ତି।