ଜେଲ୍ ରେ ରହି ଭୋ ଭୋ ହୋଇ କାନ୍ଦୁଛି ନିହାରିକା, କହିଲେ “ଏମିତିକା ପୁଅକୁ ପ୍ରେମ କରି ଫସିଲି ଏବଂ..”

ହତ୍ୟା କରି ଜେଲରେ କାନ୍ଦୁଛି ନିହାରିକା । ପୋଲିସ ଆଗରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଛି । ସେ ଭଳିଆ ପୁଅକୁ ଭଲ ପାଇ ଫସିଗଲି ବୋଲି କହିଛି । ପୋଲିସ ଆଗରେ କାନ୍ଦି କାନ୍ଦି ଏଭଳି ନିଶ୍ଚିତ ଭାବରେ କହିଥିବ ନିହାରିକା । ସେ କେତେ ବଡ଼ ଭୁଲ କରିଦେଇଛି ବୋଲି ଏବେ ପଶ୍ଚାତାପ କରୁଥିବ ।

ମୁଁ ଆଜି ମୋ ଦୋଷ ଯୋଗୁ ପ୍ରାୟଶ୍ଚିତ କରୁଛି । ମୋତେ ଏବେ ବହୁତ କଷ୍ଟ ହେଉଛି । ମୁଁ ଏତେ ବଡ଼ ଭୁଲ କେମିତି କରିଦେଲି । ମୋ ପାଇଁ ଗୋଟେ ନିରୀହ ଜୀବନ ଚାଲିଗଲା । ମୋ ପାଇଁ ଗୋଟେ ପରିବାର ଦହଳ ବିକଳ ହେଉଛି । ମୁଁ ହେଉଛି ଗୋଟେ ଖରାପ ଝିଅ । ମୋତେ ମୃତ୍ୟୁ ଦଣ୍ଡ ମିଳିବା ନିହାତି ଦରକାର ।

ଏମିତି କିଛି କହୁଛି ଜେଲର ଚାରି କାନ୍ଥ ଭିତରେ ଥିବା ନିହାରିକା । ପୋଲିସ ଆଗରେ କୁଆଡେ ଦୋଷକୁ ସ୍ୱୀକାର କରି କାନ୍ଦିବାକୁ ଲାଗିଛି । ନିହାରିକାର କାନ୍ଦ ଅଟକୁ ନାହିଁ । ପ୍ରତିଟି ମୁହୂର୍ତ୍ତରେ ଆଖିରୁ ଲୁହ ଝରାଉଛି ନିହାରିକା । ସମସ୍ତେ ତାକୁ ବୁଝାଉଛନ୍ତି ହେଲେ ବୁଝୁନାହାନ୍ତି ନିହାରିକା । ମନକୁ ମାରି ବସୁଛନ୍ତି କାହାକୁ କିଛିବି କହୁ ନାହାଁନ୍ତି । କାରଣ ନିହାରିକାଙ୍କ ପାଇଁ ଗୋଟେ ନିରୀହ ଜୀବନ ଆଜି ଚାଲିଯାଇଛି । ଯାହା ସେ ପୁରା ବୁଝିସାରିଛନ୍ତି ଯେ ସେ କେତେ ବଡ଼ ଭୁଲ କରିଛନ୍ତି ବୋଲି ।

ଦେଖନ୍ତୁ ଭିଡିଓ :-

ଯଦି ଦେଖିବା ଅନେକ ବଡ଼ ବଡ଼ ଅପରାଧୀ ମାନେ ଅଛନ୍ତି ଯେଉଁମାନେ ଜେଲରେ ରହି ତାଙ୍କ ଦୋଷକୁ ବୁଝି ପାରନ୍ତି ପ୍ରତିଟି ସମୟରେ କହିବାକୁ ଲାଗନ୍ତି କି ସେ କେତେବେଳେ ବଡ଼ ଭୁଲ କରିଛନ୍ତି ବୋଲି, ଯାହା ଆଜି ଠିକ ନିହାରିକାଙ୍କ ସହିତ ହୋଇଛି । ରିଲସରେ ଖୁସି ହେଉଥିବା ନିହାରିକା କେବେବି ଭାବିନଥିଲେ ଯେ ଏତେ ବଡ଼ ହତ୍ୟାକାଣ୍ଡରେ ସାମିଲ ହୋଇଯିବେ । ଆଉ କଲେଜ ଯାଉଥିବା ନିହାରିକା ଏମିତି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ରହିବେ, ତାକୁ ଭାବି ଏବେ ପଶ୍ଚତାପ କରିପାରୁଥିବେ କି ସେ କେତେ ବଡ଼ ଭୁଲ କରିଦେଇଛନ୍ତି ।

ଏବେ ପୋଲିସ ଜେରାର ସମୁଖୀନ ହୋଇପାରନ୍ତି ନିହାରିକା । ପୋଲିସ ଆଗରେ ସବୁ ଘଟଣାକୁ ଗୋଟି ଗୋଟି କରି କହିପାରନ୍ତି । କେମିତି ହତ୍ୟା ହେଲା ? କ’ଣ ପାଇଁ ହତ୍ୟା କରାଗଲା ? ହତ୍ୟା ପଛରେ ମୂଳ କାରଣ କ’ଣ ଅଟେ ? ନିହାରିକା ହତ୍ୟା ସମୟରେ କ’ଣ କରୁଥିଲେ ? ହତ୍ୟା କିଏ କଲା ? ପିଙ୍କୁ ଏବଂ ନିହାରିକାଙ୍କ ମଧ୍ୟରେ ସମ୍ପର୍କ କେତେ ଦିନର ? ହତ୍ୟା ପରେ ସେମାନେ କ’ଣ କରୁଥିଲେ । ଏମିତି ସବୁ ପ୍ରଶ୍ନର ସମୁଖୀନ ହୋଇପାରନ୍ତି ନିହାରିକା ଏବଂ ପିଙ୍କୁ । ଜେରା ପରେ ଟ୍ରାଏଲ ପାଇଁ ଚାରସିଟ ଦାଖଲ କରିବ ।

ସେପଟେ ଯଦି ଦେଖିବା ଏହି ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଲେଇଛି । ପିଙ୍କୁର ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ଧରିବାକୁ ପ୍ଲାନ କରିଛି । ଏଥିରେ ଆହୁରି ୫ ଜଣ ସାମିଲ ଥିବା କଥା ସାମ୍ନାକୁ ଆସିଛି । ଏହି ମାମଲାରେ ଗୌତମକୁ ମଧ୍ୟ ଜେରା କରିପାରେ ପୋଲିସ । କାରଣ ଗୌତମ ହେଉଛି ଏକ ମାତ୍ର ସାକ୍ଷୀ ଯିଏ ଅଞ୍ଜନକୁ ହତ୍ୟା ହେବାର ନିଜ ଆଖିରେ ଦେଖିଛି ।