ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ କରନ୍ତୁ ଏହି ୩ଟି କାମ, ସମ୍ପର୍କ ହେବ ଗଭୀର
ବିବାହ ପରେ ସବୁ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦୈହିକ ସମ୍ବନ୍ଧ ପରେ ସମ୍ପର୍କ ଅଧିକ ଗଭୀର ହୁଏ। ଆଜିକାଲି ବିଭିନ୍ନ ପ୍ରକାର ରୋଗ ମଣିଷ ଦେହରେ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବ୍ୟକ୍ତି ଦୁର୍ବଳ ହେବାକୁ ବାଧ୍ୟ ହୁଏ। ମୁଖ୍ୟତଃ ଶାରୀରିକ କ୍ଷେତ୍ରରେ ଅଧିକ ଦୁର୍ବଳ ହୋଇଯାଏ। ଏହାର ମୁଖ୍ୟ କାରଣ ହେଉଛି, ପ୍ରଦୂଷଣ, ବଦଳୁଥିବା ଜୀବନଶୈଳୀ, ଶରୀର ପ୍ରତି ଧ୍ୟାନ ନଦେବା, ଜଙ୍କ୍ … Read more