ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ବିବାହ ମହୋତ୍ସବ…
ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ସିଆର୍ପିଏଫ୍ର ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ଉତ୍ସବ। ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନ ରେ ବାଜିବ ଶେହନାଇ, ସଜାହେବ ମଣ୍ଡପ, ଏବଂ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ସିଆରପିଏଫ୍ ଯବାନ। ସୂଚନା ମୁତାବକ ପୁନମ୍ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସଓ ଭାବରେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ପୁନମଙ୍କ … Read more