ଦ୍ରୁତଗତିରେ ବଢ଼ିବାରେ ଲାଗିଛି ବିଦ୍ୟାର୍ଥୀ ମାନଙ୍କ ଆତ୍ମହତ୍ୟା।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-(NCRB) ର ରିପୋର୍ଟ ଅନୁଯାୟୀ ଜନସଂଖ୍ୟା ଯେତିକି ଦ୍ରୁତ ଗତିରେ ବଢୁଛି ତାଠୁ ଅଧିକ ହାରରେ ଆତ୍ମହତ୍ୟା କରୁଛନ୍ତି ବିଦ୍ୟାର୍ଥୀ। ଏହିପରି ଚିନ୍ତାଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି।