ବାଜା ବଜାଇ ବିବାହ କରିବାକୁ ଆସିଥିଲେ, ପ୍ରେମିକା କଥା ମନେ ପଡ଼ିବାରୁ ମଣ୍ଡପରୁ ଛୁ ମାରିଲା ବର, ଆଉ ତାପରେ…

ବାହା ହେବାପାଇଁ ବିବାହ ବେଦୀରେ ବସିଥିଲେ ବର ଏବଂ କନ୍ୟା। କିନ୍ତୁ, ହଠାତ୍ ପ୍ରେମିକା କଥା ମନେ ପଡ଼ିଯିବାରୁ ବେଦୀ ଛାଡ଼ି ପଳାଇଲା ବର। ଏହା କୌଣସି ଚଳଚିତ୍ରର ସଂଳାପ ନୁହେଁ ବରଂ ବିହାରର ବୈଶାଳୀ ଜିଲ୍ଲାରେ ହିଁ ଏଭଳି ଏକ ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ କନ୍ୟାପକ୍ଷ ଲୋକେ ବରପକ୍ଷଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ମିଳିଥିବା ସୂଚନା ଅନୁଯାଇ ମହୁଆ ପୋଲିସ ଷ୍ଟେସନ ଅଞ୍ଚଳର ମାଘୋଲ ପଞ୍ଚାୟତର ଭୁବନେଶ୍ୱର … Read more