ଗୋଡ଼ରେ କଳା ଫିତା ବନ୍ଧୁଛନ୍ତି କି? ତେବେ ଏହି ୪ ଚମତ୍କାର ଫାଇଦା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ
ଛୋଟ ପିଲାମାନଙ୍କୁ କଳା ସୂତା କିମ୍ବା କଳା ଟିକା ଇତ୍ୟାଦି ଲଗାଇ ଦେଉଥିବା ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ । ସାଧାରଣତଃ ପିଲାମାନଙ୍କୁ ଖରାପ ନଜର ଏବଂ ନକରାତ୍ମକ ଶକ୍ତିଠାରୁ ବଞ୍ଚାଇବା ପାଇଁ ଏପରି କରାଯାଇଥାଏ । ବହୁ ପୂର୍ବରୁ ଏଭଳି ବିଶ୍ୱାସ ରହି ଆସିଥିଲେ ହେଁ ଏବେ ସମୟ ଏବଂ ଦୁନିଆ ବଦଳିବା ସହିତ ଲୋକଙ୍କ ମନରୁ ଏପରି ସଂସ୍କୃତି, ରୀତିନୀତି ଓ ବିଶ୍ୱାସ ଲୋପ ପାଇବାରେ ଲାଗିଛି । ତେବେ ଏହା ପଛରେ … Read more