ବର୍ଷର ଏହି ୩ ମାସ ଗର୍ଭଧାରଣ କଲେ ହେବ ଗର୍ଭରେ ଶିଶୁର ମୃତ୍ୟୁ, ଶିଶୁର ଓଜନ କମ୍ ଭଳି ସମସ୍ୟା, ଜାଣନ୍ତୁ ରିସର୍ଚ୍ଚ ରିପୋର୍ଟ
ଗର୍ଭଧାରଣ ସମୟରେ ମହିଳାମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଗର୍ଭପାତ ଠାରୁ ଆରମ୍ଭ କରି ଜନ୍ମିତ ଶିଶୁର ମୃତ୍ୟୁ ଏବଂ କମ ଓଜନର ଶିଶୁ ଜନ୍ମ ହେବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହାରି ଭିତରେ ଗର୍ଭଧାରଣକୁ ନେଇ ବୈଜ୍ଞାନିକମାନେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ଆମେରିକାର ଏକ ରିସର୍ଚ୍ଚ ଟିମ୍ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଏଥିନେଇ ଏହି ରିସର୍ଚ୍ଚ ଟିମ୍ ୬ … Read more