କିଭଳି ସମ୍ପୁର୍ଣ୍ଣ ଭଲ ହେବ ଥାଏରଏଡ୍, କେଉଁମାନେ ପରୀକ୍ଷା କରିବା ଉଚିତ, କଣ ରହିଛି ଏହା ଉପଚାର ଜାଣନ୍ତୁ
ଥାଏରଏଡ୍ ହେଉଛି ବେକର ତଳ ଅଂଶ ମଝିରେ ଥିବା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହା ଶରୀରର ମେଟାବୋଲିଜିମ୍ ନିୟନ୍ତ୍ରଣ କରେ । ଆମେ ଯାହା ଖାଉ, ଏହି ଗ୍ରନ୍ଥି ଏହାକୁ ଶକ୍ତିରେ ପରିଣତ କରେ । ଏହା ସହିତ ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଥାଏରଏଡ୍ ହେଉଛି ଏକ ସମସ୍ୟା ଯେଉଁଥି ପାଇଁ ଚାପ, ଭିଟାମିନ୍ ଏ ର ଅଭାବ, ଶରୀରରେ ଆୟୋଡିନ୍ ଅଭାବ, … Read more