ଦେଖନ୍ତୁ ଭିଡ଼ିଓ: କହୁ କହୁ ପୁଅଙ୍କ ସବୁ ସତ ଖୋଲି କହିଦେଲେ ପ୍ରିୟଙ୍କା, କହିଲେ “ଏମିତି କମେଣ୍ଟ କରନ୍ତି ଖରାପ ଲାଗେ”

ନିକଟରେ ପ୍ରିୟଙ୍କାଙ୍କ ସହ ଏକ ବାର୍ତ୍ତାଳପ ସମୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଥମେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଉଛି ଯେ ସେ କାଜଲ, ଲାଇନର ବହୁତ୍ ଲଗାନ୍ତି । ତେବେ ସେମିତି କିଛି କମେଣ୍ଟ ଆସିଛି କି ପ୍ରିୟଙ୍କା କଣ ପାଇଁ ଏତେ ମେକଅପ୍ ଲଗାଉଛ ଆଉ କାହିଁକି ଏତେ ଫୁଲେଇ ହେଉଛ ବୋଲି । ଆଉ ଏହାର ଜବାବ୍ ରେ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ଯେତେବେଳେ ସେ ଟିକଟକ କରୁଥିଲେ ତାଙ୍କୁ କାଜଲ … Read more

କିଡନୀ ଖରାପ ହେବା ଆରମ୍ଭ ହୋଇଛି କି? ଭୁଲ ରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଯଦି ଆପଣ କିଡନୀକୁ ସୁସ୍ଥ ରଖନ୍ତି ତେବେ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣଙ୍କର କିଡନୀ ସହିତ ଜଡିତ କୌଣସି ଅସୁବିଧା ଅଛି, ତେବେ ଏହାର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଆପଣଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ । ତେଣୁ କିଡନୀ ସହିତ ଜଡିତ ଛୋଟ ଛୋଟ ସମସ୍ୟାକୁ … Read more

ନିଜ ପାଇଁ ବେଡ୍‌ ପାର୍ଟନର ଖୋଜୁଛନ୍ତି ଏହି ସୁନ୍ଦରୀ ଅବିବାହିତା ଝିଅ, ସେ ଅଧା ବେଡ୍‌ ପାଇଁ ଏତିକି ଟଙ୍କା ଦେବେ ଭଡା, ଜାଣନ୍ତୁ ପୁରା ଖବର

ନିଜର ବେଡ୍ ଭଡ଼ାରେ ଲଗାଉଛନ୍ତି ଯୁବତୀ । ଘରର ଭଡା ଅଧିକ ଥିବାରୁ ବ୍ୟୟରେ ସନ୍ତୁଳନ ରକ୍ଷା କରିବା ପାଇଁ ନିଜ ବେଡ୍ କୁ ସେୟାର୍ କରିବାକୁ ପ୍ରସ୍ତୁତ ଅଛନ୍ତି ଯୁବତୀ । ଏହା ଆପଣଙ୍କୁ ଅଜବ ଲାଗିଥାଇ ପାରେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କାନାଡ଼ାରୁ । ଯୁବତୀ ଜଣକଙ୍କ ନାମ ହେଉଛି ଏଟିଙ୍ଗର । ସେ ଏହି ପ୍ରସ୍ତାବଟିକୁ ଫେସ୍ ବୁକ୍ ମାର୍କେଟ ପ୍ଲେସରେ … Read more

ଦେଖନ୍ତୁ ଭିଡିଓ: ଉଦ୍ଧାର ସମସୟର ଛାତିଥରା ଦୃଶ୍ୟ, ଏମିତି ଟନେଲ୍ ଭିତରୁ ବାହାରକୁ ଆସିଲେ ଶ୍ରମିକ

୧୭ ଦିନର ସଂଘର୍ଷ, ୪୧ ଶ୍ରମିକଙ୍କ ଜୀବନ । ଉତ୍ତରାଖଣ୍ଡରର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନେ ଉଦ୍ଧାର ହେବା ପରେ ସବୁଠି ଉତ୍ସାହର ମାହୋଲ । ତେବେ ଶ୍ରମିକମାନେ ଟନେଲ ଭିତରେ କେମିତି ରହିଥିଲେ । ଶକ୍ତିଶାଳି ମେସିନ ଏବଂ ବିଦେଶରୁ ଆସିଥିଲେ ବିଶେଷଜ୍ଞ । ସବୁ ପ୍ରଚେଷ୍ଠା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଶ୍ରମିକ । ନଭେମ୍ବର ୧୨ ତାରିଖରେ ଭୂସ୍ଖଳନରୁ ମାଟି ଧସିବା ପରଠାରୁ ଗତକାଲିର ଉଦ୍ଧାରକାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି କେମିତି ଥିଲା ତାହା ସାମ୍ନାକୁ … Read more

ଦେଖନ୍ତୁ ଛାତିଥରା ଭିଡିଓ: ଶିକ୍ଷୟତ୍ରୀ କରାଉଥିଲେ ବସ୍ ଉଠ ଏବଂ ଚାଲିଗଲା କୁନି ଛାତ୍ରଙ୍କ ଜୀବନ

ବସ୍ ଉଠ ହେଉ ହେଉ ଚାଲି ଯାଇଛି ଛାତ୍ରଙ୍କ ଜୀବନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବହାଦଲାପୁର ପଞ୍ଚାୟତ ଅନ୍ତର୍ଗତ ଓରାଳି ଗ୍ରାମରେ । ସେହି ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା ରୁଦ୍ର । ରୁଦ୍ର ପ୍ରତିଦିନ ଭଳି ସେ ଦିନ ମଧ୍ୟ ବିଦ୍ୟାଳୟକୁ ଯାଇଥିଲା । ହେଲେ କିଏ ଜାଣିଥିଲା ଏମିତି କିଛି ଅଘଟଣ ଘଟିଯିବ ସେଦିନ । ସେଦିନ … Read more

ରାତି ରାତି ପାଖରେ ସୋଇ ସବୁ ସୁଖ ନେଲା ଆଉ ପରେ ଝିଅ କୁ ମାରି 31 ଖଣ୍ଡ କରିଦେଲା

ପ୍ରେମିକାଙ୍କୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତି ଦେଲେ ପ୍ରେମିକ । ପ୍ରେମର ଆଉ ଏକ ଭୟଙ୍କର ଦୃଶ୍ୟ । ଏପରି ମର୍ମାହନ୍ତର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର୍ ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ବାଘବେଡା ଗାଆଁରେ । ବାଘବେଡା ଗାଆଁର ଲୁବୁ ଗଣ୍ଡଙ୍କ ଝିଅ ତିଲବତି , ବୟସ ୨୩ ବର୍ଷ , ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରାୟ ଅଢେ଼ଇ ବର୍ଷ ଧରି ଚାଲି ଥିଲା ପ୍ରେମ … Read more

୨୦୨୪ ରାଶିଫଳ: ଏହି ପାଞ୍ଚଟି ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ଖୁସି ଖବର ମିଳିବା ସହ ହେବନି ଧନ ର ଅଭାବ

ଦୀର୍ଘ ୫୧ ବର୍ଷ ପରେ ମାତା ଲକ୍ଷ୍ମୀ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ନିଜର କୃପାଦୃଷ୍ଟି ବର୍ଷା କରିବାକୁ ଯାଉଛନ୍ତି । ଏହି ପାଞ୍ଚଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତିଙ୍କର ଆଗାମୀ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ପାଞ୍ଚଟି ରାଶି ମାନଙ୍କ ବିଷୟରେ ତୁଳା ରାଶି:- ୨୦୨୪ ଆରମ୍ଭ ସହିତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର … Read more

ପେଟରେ ଯନ୍ତ୍ରଣା ହୋଇପାରେ ଆପେଣ୍ଡିସାଇଟିସ୍‌, ଜାଣନ୍ତୁ ଏହାର ଲକ୍ଷଣ, କାରଣ ଓ ନିରାକରଣ

ପେଟ ଟାଣିହେବା ଓ ପେଟ ଦରଜକୁ ସମସ୍ତେ ଏକ ସାଧାରଣ ସମସ୍ୟା ବୋଲି ଭାବିଥା’ନ୍ତି । କିନ୍ତୁ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ । କାରଣ ପେଟ ଟାଣିହେବା ବା ପେଟରେ ଅସହ୍ୟ ଯନ୍ତ୍ରଣା ହେବାର କାରଣ ଆପେଣ୍ଡିସାଇଟିସ୍‌ ମଧ୍ୟ ହୋଇପାରେ । ୧୦ ରୁ ୩୦ ବର୍ଷର ବୟସବର୍ଗଙ୍କ କ୍ଷେତ୍ରରେ ଏ ରୋଗ ଅଧିକ ଦେଖିବାକୁ ମିଳିଥାଏ । ଏହା ଅତ୍ୟନ୍ତ ଜଟିଳ … Read more

ସାହାଯ୍ୟ ପାଇଁ ନେହୁରା ହେଉଥିଲେ ମହିଳା, କିନ୍ତୁ ରୁମ୍ ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଲେ ଦୁର୍ବୁତ୍ତ…

ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ସମୟରେ ଅପରାଧ ଦୁନିଆର ରାଜଧାନୀ ପାଲଟି ଗଲାଣି ବୋଲି କେହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାୟ ପ୍ରତିଦିନ ଏଠାରେ ହତ୍ୟା, ଡକାୟତି ଭଳି ମାମଲା ସାମ୍ନାକୁ ଆସୁଛି । କେବଳ ସେତିକି ନୁହେଁ ବରଂ ବଳାତ୍କାର ପରି ମହିଳା ମାନଙ୍କ ଉପରେ ନିର୍ଯ୍ୟାତନାର ଅନେକ ଚିତ୍ର ମଧ୍ୟ ଏଠାରେ ସାମ୍ନାକୁ ଆସୁଛି । ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଥିବା ବେଳେ ଏବେ ଏଭଳି ହିଁ ଏକ ଭିଡ଼ିଓ ଭାଇରାଲ … Read more

ଦେଖନ୍ତୁ ଭିଡ଼ିଓ: ଦେହର ଭୋକ ଆଗରେ ଅନ୍ଧ ହେଲା ବଡ଼ବାପା, ନାବାଳିକା ଝିଆରୀକୁ ଚଳନ୍ତା ବସରେ କଲା ଦୁଷ୍କର୍ମ ଏବଂ…

ଆଜିର ମଣିଷ ନିଜକୁ ସଭ୍ୟ ଏବଂ ଶିକ୍ଷିତ ବୋଲି କହୁଛି । କିନ୍ତୁ, ଦିନକୁ ଦିନ ଏହି ସଭ୍ୟ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବଢିବାକୁ ଲାଗିଛି । ଏଭଳି ହିଁ ଏକ ଘଟଣାକ୍ରମରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣା ଖୋଦ୍ ପୀଡିତାଙ୍କ ବଡ଼ବାପା ଭିଆଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି … Read more