ପୁଷ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ, ଏହି ୩ଟି ରାଶିଙ୍କ ବଦଳିଲା ଭାଗ୍ୟ, ହେବ ମା ଲକ୍ଷ୍ମୀଙ୍କ କୃପା

ଚଳିତ ବର୍ଷ ଜାନୁୟାରୀ ୨୫ ତାରିଖରେ ପଡିଥିଲା ପୌଷ ପୂର୍ଣ୍ଣିମା । ଏହି ପୌଷ ପୂର୍ଣ୍ଣିମାରେ ଘଟିଛି ୭ଟି ବଡ ଦୁର୍ଲଭ ଯୋଗ ! ପୌଷ ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ଏକ ବିଶେଷ ଗୁରୁତ୍ବ ରହିଛି । ଏହାକୁ ମୋକ୍ଷଦାୟିନୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଏହି ଦିନ ଗଙ୍ଗା ସ୍ନାନର ଏକ ବିଶେଷ ମହତ୍ତ୍ଵ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପୁଷ ପୂର୍ଣ୍ଣିମାରେ ୭ଟି ଯୋଗ ସୃଷ୍ଟି ହେଇଥିଲା । … Read more

ପୂର୍ବତନ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜମିକୁ ହଡ଼ପ କରିବାକୁ ଷଡଯନ୍ତ୍ର, ସାମ୍ନାକୁ ଆସିଲା ପୁରା ଘଟଣା

ଶ୍ରୀରାମ ପଣ୍ଡାଙ୍କ ଜମିକୁ ନେଇ ଦେଖା ଦେଇଛି ବିବାଦ । କିଛି ଲୋକ ଏହି ଜମିର ଜାଲ୍ କାଗଜ ପତ୍ର ତିଆରି କରି ହଡ଼ପ କରିବାକୁ ବସିଛନ୍ତି ଜମିକୁ । ଘଟଣା ହାଇକୋର୍ଟ ରେ ପହଞ୍ଚିବା ପରେ ହାଇକୋର୍ଟ ମାମଲା ରୁଜୁ କରି ପୋଲିସ୍ କୁ ନିର୍ଦ୍ଦେଶ ଦେଇଛି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ । ଜାଣନ୍ତୁ ସଂପୂର୍ଣ୍ଣ ଘଟଣା । ଶ୍ରୀରାମ ପଣ୍ଡା । ଓଡ଼ିଆ ସିନେମା ଜଗତର ଏକ ନାମୀ ଦାମୀ କଳାକାର । … Read more

ଦେଖନ୍ତୁ ଭିଡିଓ: ଯାତ୍ରା ଗାଡ଼ି ଦୁର୍ଘଟଣାକୁ ନେଇ ଦୈତାରି ପଣ୍ଡାଙ୍କୁ ଧୋଇଦେଲେ ରାନୀ ପଣ୍ଡା

ଦ୍ଵାରଶୁଣି ଘାଟିରେ ଘଟିଯାଇଥିବା ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା ମନେପଡ଼ିଲାରୁ ଛାତି ଥରି ଉଠୁଛି । ସେ ଦୃଶ୍ୟ ଆଖି ଆଗରେ ସତେ ଯେମିତି ନାଚି ଯାଉଛି । କାରଣ ସେହି ଦୁର୍ଘଟଣା କେତେ ପରିବାର ଆଖିରେ ଲୁହ ଦେଇଛି । କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ସ୍ୱାମୀକୁ ହରାଇ ବାୟାଣୀ ହୋଇଗଲାଣି । ଏହି ଘଟଣାକୁ ନେଇ ଚାରିଆଡ଼େ ଶୋକାକୁଳ ପରିବେଶ । ଏହି ଖବର ଶୁଣି ସୁଦୂର ଭୁବନେଶ୍ୱରରୁ ଧାଇଁ ଆସିଥିଲେ … Read more

ମିଷ୍ଟର ଗଜପତି ଏବେ କାର-ଖାନା ଭାଉଜଙ୍କୁ ନେଇ ଦେଲେ ବଡ଼ ବୟାନ, କହିଲେ “ଭାଉଜଙ୍କୁ ନେଇ ଯାହା ହଉଚି…”

ବର୍ତ୍ତମାନ କାରଖାନାର ମାଲିକାଣୀ ନେହାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ବଢ଼ି ଚାଲିଛି । ସେ ଖାଇବାକୁ ଦେଉଥିବା ସ୍ଥାନରେ ବିଏମସି ଆସି ସେଠାକାର ଲାଇସେନ୍ସ ମାଗିବା ପରେ ଏହି ମାମଲା ଉପରେ ଅନେକ କିଛି ମତ ଦେଇଥିଲେ ନେହା । ତାପରେ କିଛି ଲୋକ ତାଙ୍କର କିଛି ଇନଷ୍ଟା ଭିଡ଼ିଓକୁ ନେଇ ଟ୍ରୋଲ ମଧ୍ୟ କରିଥିଲେ । ଏହାରି ମଧ୍ୟରେ ନିଜର ରୋକଠୋକ ମତ ଦେଉଥିବା ବ୍ୟକ୍ତି ମିଷ୍ଟର ଗଜପତି ମଧ୍ୟ ଏହି ମାମଲାକୁ … Read more

କାର୍ ଖାନା ଭାଉଜ ରାଗି କି ଦେଲେ ବଡ଼ ବୟାନ, କହିଲେ “ମୋର ଛୋଟ ଡ୍ରେସ୍ ପିନ୍ଧା ଫଟୋ ଭିଡିଓ ସବୁ…”

କିଛି ଦିନ ଧରି ଭୁବନେଶ୍ୱରର ଆଇଜି ପାର୍କ ନିକଟରେ ଦେଖିବାକୁ ମିଳୁଥିଲା ଜନ ଗହଳି । ଦୁଇ ଯାଆଙ୍କର କାର୍ – ଖାନାର ସୁଆଦିଆ ଖାଦ୍ୟ ଖାଇବା ପାଇଁ ଛୁଟୁଥିଲା ଭିଡ଼ । ହେଲେ ଏବେ କିନ୍ତୁ ସେ ଭିଡ଼ ଆଉ ଦେଖିବାକୁ ମିଳୁ ନାହିଁ । ଅନେକ ଲୋକ ଖାଦ୍ୟ ଖାଇବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ସୂଚନା ଅନୁସାରେ ନିକଟରେ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀମାନେ ପହଞ୍ଚି ସେଠାରେ ତଦାରଖ କରିଥିଲେ । … Read more

ଏହି ସୁପର ଷ୍ଟାର ମାନଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ନିମନ୍ତ୍ରଣ ମିଳିଲା ନାହିଁ, ସାମ୍ନା କୁ ଆସିଲା ଏହି ବଡ଼ କାରଣ

22 ଜାନୁଆରୀ ଅର୍ଥାତ ଗତକାଲି ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା । ଆଉ ଯେଉଁଥିରେ ଅନେକ ବୋଲିଉଡ଼ ଅଭିନେତା ଅଭିନେତ୍ରୀ ଏବଂ କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏନେକ କଳାକାର ଙ୍କୁ ନିମନ୍ତ୍ରଣ ମିଳିଲା ନାହିଁ । ସେଥିରେ କିଛି ଅଭିନେତା ଅଭିନେତ୍ରୀ ଯେମିତିକି ଶାହରୁଖ ଖାନ , ଅମୀର ଖାନ , ସଲମାନ ଖାନ , ସୈଫ ଅଲ୍ଲୀ ଖାନ , କରିନା କପୁର , ଶିଳ୍ପା ସେଟ୍ଟୀ , … Read more

ପ୍ରେମିକା ବେଶରେ ପରୀକ୍ଷା ଦେବା ପାଇଁ ଆସିଥିଲା ପ୍ରେମିକ, କିନ୍ତୁ ଏହି ଛୋଟ ଭୁଲ ଯୋଗୁଁ ଧରାପଡିଗଲା ଆଉ ତାପରେ…

ସିନେମାରେ ଆପଣ ନିଶ୍ଚିତ ଭାବରେ ଡ଼ାଏଲଗ୍ ଶୁଣିଥିବେ ‘ଲଭ୍ ପାଇଁ କୁଛ ଭି କରେଗା’। କିନ୍ତୁ, ଆଜି ଆମେ ଯାହାଙ୍କ ବିଷୟରେ କଥା ହେବାକୁ ଯାଉଛେ ସେ ବୋଧେ ଏହାକୁ ଅତି ଗମ୍ଭୀରତାର ସହିତ ନେଇ ଯାଇଥିଲେ। କାରଣ ଏହି ବ୍ୟକ୍ତି ଜଣକ ନିଜ ପ୍ରେମିକା ପାଇଁ ଝିଅ ବେଶ ଧରିବାକୁ ମଧ୍ୟ ପଛାଇ ନାହାଁନ୍ତି। କେବଳ ଯେ ସେତିକି ତାହା ନୁହେଁ ବରଂ ସେ ପ୍ରେମିକା ବଦଳରେ ବେଶ ବଦଳାଇ ପରୀକ୍ଷା ଦେବାକୁ ଯାଇଥିଲେ। ପଞ୍ଜାବ … Read more

କାହିଁକି କରାଯାଏ ପ୍ରାଣ ପ୍ରତିଷ୍ଠା? ଏହାର ଅର୍ଥ କଣ, ଜାଣନ୍ତୁ ଏହାର ମହତ୍ତ୍ଵ, ହିନ୍ଦୁମାନେ ଜାଣିବା ଆବଶ୍ୟକ

ଗତ କିଛି ଦିନ ହେବ, ଆମେ ‘ପ୍ରାଣ ପ୍ରତିଷ୍ଠା’ ଶବ୍ଦ ବିଷୟରେ ବହୁତ ଶୁଣୁଛୁ । କିନ୍ତୁ ପ୍ରାଣ ପ୍ରତିଷ୍ଠା ପ୍ରକୃତରେ କ’ଣ ଏବଂ ଏହା କାହିଁକି କରାଯାଏ ତାହା ଅଧିକାଂଶ ଲୋକ ଜାଣି ନଥିବେ। ଧାର୍ମିକ ଗୁରୁଙ୍କ ଅନୁଯାୟୀ, ମୂର୍ତ୍ତି ସ୍ଥାପନ ସମୟରେ ମୂର୍ତ୍ତିକୁ ଜୀବନ୍ତ କରିବାର ପଦ୍ଧତିକୁ ପ୍ରାଣ ପ୍ରତିଷ୍ଠା କୁହାଯାଏ। ଯେଉଁଥିରେ ପ୍ରାଣ ଶବ୍ଦର ଅର୍ଥ ହେଉଛି ଜୀବନ ଶକ୍ତି ଏବଂ ପ୍ରତିଷ୍ଠା ଅର୍ଥ ସ୍ଥାପନା କରିବା। ଏହିପରି, ପ୍ରାଣ ପ୍ରତିଷ୍ଠା ଅର୍ଥ … Read more

ମହାପ୍ରଭୁଙ୍କ ଶ୍ରୀ ମନ୍ଦିରର ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିଲେ ନାହିଁ ଶଙ୍କରାଚାର୍ଯ୍ୟ, ସାମ୍ନା କୁ ଆସିଲା ବଡ଼ କାରଣ

ପୁରୀରେ କୌଣସି କାର୍ଯ୍ୟ ହେବ ତାହା ପୁଣି ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ । କଥାଟି ଯେପରି ଅଡୁଆ ଲାଗୁଛି । ଆଜ୍ଞା ହଁ ଶ୍ରୀ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସମାପ୍ତି ଘଟିଛି । ହେଲେ ଏହି ଭବ୍ୟ ଉତ୍ସବରେ ଅନୁପସ୍ଥିତ ଥିଲେ ପୁରୀ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ । ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିକୁ ନେଇ ଏବେ ଉଠୁଛି ନାନା ବିଧ ପ୍ରଶ୍ନ । ନିକଟରେ ଗଙ୍ଗା ସ୍ନାନ ଉତ୍ସବରେ ଶଙ୍କରାଚାର୍ଯ୍ୟ ମୁଖ୍ୟ ପୁରୋଧା … Read more

ସାବଧାନ, ଏମିତି ଭାବରେ ଯୌନ ସମ୍ପର୍କ ରଖିଲେ ହେବ ୨୦ ବର୍ଷ କାରାଦଣ୍ଡ, ଜାଣନ୍ତୁ କୋର୍ଟ ର ନିଷ୍ପତ୍ତି

କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ । ଏପରିକି ଅଦାଲତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ରାୟରେ … Read more