ପସନ୍ଦ ନଥିବା ପୋଜିସନ୍ ରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବାରୁ ସ୍ୱାମୀର ଯୌନାଙ୍ଗକୁ କାମୁଡି ଦେଲା ସ୍ତ୍ରୀ, ଆଉ ତାପରେ…
ସ୍ତ୍ରୀ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପଡିଲା ମହଙ୍ଗା! ରାଗରେ ସ୍ୱାମୀର ଯୌନାଙ୍ଗକୁ କାମୁଡ଼ି କ୍ଷତାକ୍ତ କରିଦେଲା । ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା ଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି । ମିଳିଥିବା ସୂଚନା ଅନୁଯାଇ ସେହି ଅଞ୍ଚଳରେ ରାମୁ ନିଶାଦ୍ ନିଜ ପରିବାର ସହିତ ରୁହନ୍ତି । ରାମୁ ପ୍ରାୟତଃ ନିଜ ସ୍ତ୍ରୀକୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପାଇଁ … Read more