ବାହାଘରକୁ ୩ ବର୍ଷ ସତ୍ୱେ କେକେବି ଶାରୀରିକ ସମ୍ବନ୍ଧ ରଖୁନଥିଲା ସ୍ୱାମୀ, ଯେବେ ସ୍ତ୍ରୀ ସ୍ୱାମୀର ସତ ଜାଣିଲା ଉଡିଗଲା ହୋସ୍
ଗୁଜୁରାଟର ସୁନ୍ଦର ରାଜକୋଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ବିରୋଧରେ ଆଇପିସି ୪୯୮ (ଏ), ୪୦୬ , ୪୨୦ , ୧୧୪ ଅନୁଯାୟୀ ମାମଲା ଦାୟର କରିଛନ୍ତି । ଏହି ଘଟଣା ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଯାହା ବି ହେଉ, ଯେତେବେଳେ ସମାଜର ଲୋକଙ୍କ ଚିନ୍ତାଧାରା ଏତେ ଅପରିଷ୍କାର ହୁଏ ତେବେ ପୋଲିସ କ’ଣ … Read more