ଯଦି ଗର୍ଭାଶୟରେ ସୃଷ୍ଟି ହୋଇଛି ଟ୍ୟୁମର, ତେବେ ଏହି 5 ଟି ଫଳ ଖାଇବା ଆରମ୍ଭ କରନ୍ତୁ; ଫାଇବ୍ରଏଡ୍ ଟ୍ୟୁମର୍ ସଙ୍କୁଚିତ ହେବା ଆରମ୍ଭ କରିବ…
ଗର୍ଭାଶୟ ରେ ସୃଷ୍ଟି ହୋଇଥିବା ଟ୍ୟୁମର କୁ ଫାଇବ୍ରଏଡ୍ କୁହାଯାଏ। ଏହାକୁ ଡାକ୍ତରୀ ଭାଷାରେ ଲିଓମିୟୋମା ମଧ୍ୟ କୁହାଯାଏ। ଏହି ଟ୍ୟୁମର କର୍କଟ ରୋଗରୁ ଭିନ୍ନ ଅଟେ।ମହିଳାମାନଙ୍କ ମାସିକ ୠତୁସ୍ରାବ ଆରମ୍ଭ ହେବା ପରେ ଏହାର ବିପଦ ସୃଷ୍ଟି ହୁଏ। ଫାଇବ୍ରଏଡ୍ ପଛରେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଫାଇବ୍ରଏଡ୍ର ଲକ୍ଷଣ ମଧ୍ୟରେ ପିରିୟଡ଼ ସମୟରେ ପ୍ରବଳ ରକ୍ତସ୍ରାବ, ପେଲଭିକ୍ ଅଞ୍ଚଳରେ ପ୍ରବଳ ଯନ୍ତ୍ରଣା, ପିରିୟଡ଼ ଚକ୍ର ଲମ୍ବା ହେବା ଅନ୍ତର୍ଭୁକ୍ତ। ତଥାପି, କେତେକ କ୍ଷେତ୍ରରେ … Read more