ଯଦି ଆପଣ କେବଳ 11 ମିନିଟ୍ ନିଜକୁ ସମୟ ଦିଅନ୍ତି, ଆପଣଙ୍କ ହୃଦୟ ସର୍ବଦା ସୁସ୍ଥ ରହିପାରିବ। କରନ୍ତୁ ଏହି ଉପାୟ……..

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯଦି ଆପଣ ପ୍ରତିଦିନ ମାତ୍ର 11 ମିନିଟ୍ ଚାଲନ୍ତି, ତେବେ ହୃଦଘାତ ଏବଂ କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ‘ବ୍ରିଟିଶ୍ ଜର୍ନାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍’ ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଚାଲିବା ଦ୍ବାରା ହୃଦଘାତ ଏବଂ କର୍କଟ ରୋଗ ରୁ ମୃତ୍ୟୁ ସଂଖ୍ୟା ରୋକାଯାଇପାରେ। ସେଥିପାଇଁ ସମସ୍ତେ ଚାଲିବା ଅଭ୍ୟାସ କରିବା ଉଚିତ୍। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ … Read more

ଆସନ୍ତୁ ଜାଣିବା ଶରୀରର କେଉଁ ଜାଗାରେ କଳାଜାଇ ଥିଲେ, ବ୍ୟକ୍ତି ହୋଇଥାଏ ଭାଗ୍ୟବାନ ଏବଂ କେଉଁ ଜାଗାରେ କଳାଜାଇ ଥିଲେ ବ୍ୟକ୍ତି କୁ ଦୁର୍ଭାଗ୍ୟ ପିଛା ଛାଡେ ନାହିଁ।

ସଂସାରର ସବୁ ମନୁଷ୍ୟଙ୍କ ଶରୀରରେ କଳାଜାଇ ଥାଏ ଏବଂ ଏହି କଳାଜାଇ ଆପଣଙ୍କ ଭାଗ୍ୟ, ଭବିଷ୍ୟ ଏବଂ ଆପଣଙ୍କୁ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ କିନ୍ତୁ ଶରୀରରେ ଥିବା ସମସ୍ତ କଳାଜାଇ କେବଳ ଶୁଭ ହେବ ଆପଣଙ୍କୁ ଲାଭ ଦେବ ଏହା ବିଲକୁଲ ନୁହେଁ। ସାମୁଦ୍ରିକ ଶାସ୍ତ୍ରରେ କଳାଜାଇକୁ ଜଡ଼ିତ ଅନେକ ରହସ୍ୟ ବିଷୟରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା… ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ନାକ ଉପରେ କଳାଜାଇ ଥାଏ ଏପରି … Read more

୯ ଜୁନ୍ ୨୦୨୪ ରାଶିଫଳ : ଆଜି ମକର ରାଶିର ଲୋକମାନେ ଏହି ଭୁଲରୁ କରିବା ଠାରୁ ଦୂରେଇ ରୁହନ୍ତୁ, ଅନ୍ୟ ରାଶି ମାନଙ୍କ ଆଜିର ଦିନ କିପରି ରହିବ ଆସନ୍ତୁ ଜାଣିବା…

ମେଷ ରାଶି : ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ଆନୁଷ୍ଠାନିକ କାମ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ। ମୁଖ୍ୟ ଭାବରେ ଏକାଧିକ ଗ୍ରହ ଯୋଗୁ ସାଧାରଣ କଥାରେ ମତାନ୍ତରର ଆଶଙ୍କା ରହିଛି। ଦିନ ଭିତରେ ବନ୍ଧୁମିଳନରୁ, ନୂତନ ପୋଷାକ ପରିଧାନ କିମ୍ବା କୌଣସି ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖୁସି ରହିପାରନ୍ତି। ବୃଷ ରାଶି : ବୃଷ ପାଇଁ, ଆଜି ତାରାମାନେ କହିଛନ୍ତି ଯେ ଆଜି ଆପଣ ବହୁତ ଖର୍ଚ୍ଚ କରିବାକୁ ପଡିପାରେ। ଆଜି ଆପଣଙ୍କୁ ପରିବାରର … Read more

ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା ଖାଦ୍ୟ ପ୍ରକ୍ରିୟାକରଣ କାରଖାନା! ଜିଅନ୍ତା ଜଳିଗଲେ ୩ଜଣ କର୍ମଚାରୀ…

୮ ତାରିଖ ସକାଳ ଉତ୍ତର ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ରେ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଏଥିରେ ୩ଜଣଙ୍କ ଜୀବନ ଚାଲିଯାଇଥିବା ହୋଇଯାଇଥିବା ବେଳେ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଆଜି ଭୋର୍‌ ପ୍ରାୟ ୩ଟା ୫୫ରେ ପିସିଆର୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍‌ରେ ନିଆଁ ଲାଗିଥିବା କେହି ଫୋନ୍‌ କରି ଜଣାଇଥିଲେ। ତୁରନ୍ତ … Read more

ବାରମ୍ବାର ପେଟ ଯନ୍ତ୍ରଣା ହେଉଛି କି? ଗ୍ୟାସର ସମସ୍ୟା ଲାଗିରହୁଛି କି? ତେବେ ହୁଅନ୍ତୁ ସାବଧାନ! ସାଧାରଣ ଭାବୁଥିବ ଗ୍ୟାସ ସମସ୍ୟା ହୋଇପାରେ ହୃଦଘାତର କାରଣ…

ଆଜିକାଲି ପେଟରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା । ଏହାର ଅନେକ କାରଣ ହୋଇପାରେ । କିନ୍ତୁ ବେଳେବେଳେ ଏହି ସାଧାରଣ ପେଟ ଯନ୍ତ୍ରଣା ଆପଣଙ୍କ ହୃଦଘାତର କାରଣ ହୋଇପାରେ । ପ୍ରାୟତଃ ଲୋକମାନେ ପେଟର ଛୋଟ ଯନ୍ତ୍ରଣାକୁ ଅଣଦେଖା କରନ୍ତି। ଏହା ଭାବନ୍ତି ଯେ ଖାଦ୍ୟ ସଠିକ୍ ଭାବରେ ହଜମ ନ ହେବା ଯୋଗୁ ଗ୍ୟାସ୍ ହେଉଛି ଏବଂ ଏହି କାରଣରୁ କିଛି ସମୟ ପରେ ଯନ୍ତ୍ରଣା ଆପେ ଆପେ ଭଲ ହୋଇଯିବ । … Read more

ଦଳ ଭାଙ୍ଗିବା ପୂର୍ବରୁ ଦଳକୁ ବଞ୍ଚାଇବେ ଅରୁଣ ପଟ୍ଟନାୟକ, ନବୀନଙ୍କ ଭଳି ବିଦେଶରୁ ଓଡ଼ିଶାକୁ ଆସିବେ, ଜାଣନ୍ତୁ ପୁରା ଖବର

ଏଥର ୨୦୨୪ ସଧାରଣ ନିର୍ବାଚନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଜକୁ ପ୍ରାୟ ୨୫ ବର୍ଷ ଧରି ଶାସନରେ ରହିଥିବା ବିଜେଡ଼ିର ପତ୍ତନ ଘଟିଛି । ପ୍ରଥମ ଥର ପାଇଁ ବିପୁଳ ବିଜୟର ସହ ବିଜେପି ଓଡିଶାରେ ସରକାର ଗଢ଼ିବାକୁ ଯାଉଛି । ଏପରିକି ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ଛିଡା ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ହାରି ଯାଇଛନ୍ତି । ଯାହା ପରେ ନିଜର ଇସ୍ତଫା ପତ୍ର ମଧ୍ୟ ଦାଖଲ କରିଛନ୍ତି । ତେବେ … Read more

ନାମର ପ୍ରଥମ ଅକ୍ଷର S ଥିବା ଲୋକେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ କିନ୍ତୁ ଜୀବନରେ ଖାଇଥାନ୍ତି ଅନେକ ଧୋକା। ଆସନ୍ତୁ ଜାଣିବା S ଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ବ କିପରି ହୋଇଥାଏ।

ଆସନ୍ତୁ ଜାଣିବା S ଅକ୍ଷରର ବ୍ୟକ୍ତିମାନଙ୍କ ବିଷୟରେ ଏପରି କିଛି ରହସ୍ୟ ଯାହାକୁ ଶୁଣିଲେ ଆପଣଙ୍କୁ ଲାଗିବ ଆଶ୍ଚର୍ଯ୍ୟ। ଯଦି ଆପଣଙ୍କ ନାମ S ରୁ ଆରମ୍ଭ ହୋଇଥାଏ ତାହେଲେ ଏହି କଥା ଗୁଡ଼ିକ ନିହାତି ଜାଣିବା ଆବଶ୍ୟକ। ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥିବା ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ। ଏମାନେ କାହାକୁ ଜାଣି ଜାଣି କଷ୍ଟ ଦେଇ ନଥାନ୍ତି। ଏମାନେ କାହାରି ଦୁଃଖ ସଜ୍ୟ କରିପାରନ୍ତି ନାହିଁ। ସେଥିପାଇଁ ଏମାନଙ୍କୁ କେହିବି ସହଜରେ … Read more

୮ ଜୁନ୍ ଶନିବାର ରାଶିଫଳ : ଖର୍ଚ୍ଚ ବଢ଼ିପାରେ, କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ପଡିବ, ଦୈନିକ ରାଶିଫଳ ପଢ଼ନ୍ତୁ।

ମେଷ ରାଶି : ଆଜି ଆପଣଙ୍କ ଦିନ କିଛି ସମସ୍ୟାରେ ପରିପୂର୍ଣ୍ଣ ହେବ। ଆପଣ କିଛି କାମ ପାଇଁ ଚିନ୍ତିତ ହେବେ। ଆପଣ ବ୍ୟବସାୟରେ କ୍ଷତି ସହିପାରନ୍ତି। ନିଜ ଶହକର୍ମୀ ସହିତ ସତର୍କ ରୁହନ୍ତୁ, ନଚେତ୍ ଆପଣଙ୍କୁ ବ୍ୟବସାୟରେ ବହୁତ କ୍ଷତି ସହିବାକୁ ପଡିପାରେ। ତୁମର ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖବ ଉଚିତ। ବୃଷ ରାଶି : ଉନ୍ନତ ଚିନ୍ତାକୁ ବାସ୍ତବତାରେ ପରିଣତ କରିବାର ଯୋଜନାରେ ସଫଳତା ହାସଲ କରିବେ। ଆଜିର ନୂତନ କର୍ମାରମ୍ଭ, ଧାର୍ମିକ କାର୍ଯ୍ୟ … Read more

ମହାଭାରତର କାହାଣୀ : ମହାଭାରତ ଯୁଦ୍ଧ ରେ କର୍ଣ୍ଣ ଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କିଏ କରିଥିଲେ ଆସନ୍ତୁ ଜାଣିବା…

କର୍ଣ୍ଣ ଜଣେ ମହାନ ଯୋଦ୍ଧା ଥିଲେ ଏହା ସହ ସେ ମଧ୍ୟ ଜଣେ ମହାନ ଦାନବୀର ଥିଲେ। ସେ କୌରବଙ୍କ ପକ୍ଷରୁ ମହାଭାରତ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ତାଙ୍କ ଜୀବନ ଅନେକ ପରିସ୍ଥିତିରେ ଜଟିଳ ହୋଇ ଥିଲା। ଆପଣ ଜାଣନ୍ତି କି, କର୍ଣ୍ଣ କୁନ୍ତୀଙ୍କ ପୁତ୍ର ଥିଲେ ଏବଂ ଯେତେବେଳେ ସୂର୍ଯ୍ୟ କୁନ୍ତୀଙ୍କୁ ବରଦାନ ଦେଲେ, ସେତେବେଳେ ତାଙ୍କର ମନ୍ତ୍ର ଶକ୍ତି ର ଏକ ଅଂଶ କର୍ଣ୍ଣ କୁନ୍ତୀଙ୍କ ପୁତ୍ର ଭାବରେ ଜନ୍ମ ହୋଇଥିଲେ। ସେହି … Read more

କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର?

ପୂର୍ଣ୍ଣ ବହୁମତରେ ଓଡ଼ିଶାରେ ବିଜେପି ଜିତିବା ପରେ ଏବେ ମୁଖ୍ୟମନ୍ତ୍ରୀ ପାଇଁ ଚାଲିଛି କସରତ। ଜୁନ୍ ୧୦ ରେ ଜଣା ପଡିବ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ?  ୭ ତାରିଖରରେ ଦିଲ୍ଲୀରେ ବସିଥିଲା ଦଳର ସଂସଦୀୟ ବୋର୍ଡ ବୈଠକ। ଏଥିପାଇଁ ରାଜ୍ୟ ବିଜେପିର କିଛି ନେତା ଦିଲ୍ଲୀରେ ପହଞ୍ଚିଥିଲେ। ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ … Read more