ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ଯାଉଛି ପୁରୁଷ ସମାଜ, ହ୍ରାସ ପାଉଛି Y କ୍ରୋମୋଜୋମ୍, ଜାଣନ୍ତୁ ପୁରା ଖବର

ଲୋପ ପାଇବାକୁ ଯାଉଛି ପୁରୁଷ ସମାଜ ! ପୃଥିବୀ ପୃଷ୍ଠରେ ଆଉ ଆଗକୁ ଦେଖିବାକୁ ମିଳିବେ ନାହିଁ ପୁରୁଷ ମାନେ । ତେବେ ଏଭଳି ତଥ୍ୟ ଏକ ଅଧ୍ୟୟନରୁ ଜଣା ପଡିଛି । ଯାହା କି ବର୍ତ୍ତମାନ ସମୟରେ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବେଶ୍ ଚିନ୍ତାର ବିଷୟ ପାଲଟିଛି । ଆଜ୍ଞା ହଁ । ହୁଏ ତ ଏହି ତଥ୍ୟଟି ବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । … Read more

ବୈବାହିକ ଜୀବନକୁ ଦୃଢ଼ ଏବଂ ସୁଖଦ କରନ୍ତୁ ଏହି ଉପାୟରେ। ନଚେତ ସମ୍ପର୍କରେ ସୃଷ୍ଟି ହେବ ବାଧା.

ପ୍ରତ୍ୟେକ ସମ୍ପର୍କ କଥାବାର୍ତ୍ତାରୁ ହିଁ ଆରମ୍ଭ ହୁଏ। ସେହିପରି ଯଦି ଆପଣ ନିଜ ପାର୍ଟନର୍‌ଙ୍କ ସହିତ ବିନା ଦ୍ୱିଧାରେ ଖୋଲା କଥାବାର୍ତ୍ତା କରିପାରୁଛନ୍ତି, ତେବେ ବୈବାହିକ ଜୀବନ ଖୁବ ଖୁସିରେ ଏବଂ ସୁରୁଖୁରୁରେ କଟିଥାଏ। କିନ୍ତୁ ଯଦି ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ସମୟ ନାହିଁ କିମ୍ବା କୌଣସି ପ୍ରସଙ୍ଗ ନାହିଁ, ତେବେ ବୁଝିବାକୁ ହେବ ଯେ ଏହା ଆପଣଙ୍କର ସମ୍ପର୍କକୁ ଭାଙ୍ଗିପାରେ। ତେବେ ଦାମ୍ପତ୍ୟ ଜୀବନରେ ସୁଖମୟ ପାଇଁ କରନ୍ତୁ ଏହି ଉପାୟ। ଭୁଲ ବୁଝାମଣା … Read more

ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ହେବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା।

ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ଆସିଲା ଚିଠି । ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ୱଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି । କଟକରେ ୭୮ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ … Read more

ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲା ପୁଅ, ବାପା ଜାଣିବାରୁ ଘୋଷାଡି ନେଇ ସିଧା ଜେଲରେ ପୁରେଇଦେଲେ, ଜାଣନ୍ତୁ ପୁରା ଘଟଣା

ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟତ୍ର ବାହା ହେଉଥିଲା ପୁଅ , ଖବର ପାଇ ସେଠାରେ ପହଞ୍ଚିଥିଲେ ବାପା । ଆଉ ବାପା ସେଠାରେ ପହଞ୍ଚି ଯାହା କରିଥିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସମସ୍ତେ । ସମସ୍ତେ କହିଲେ ବାପା ହେବ ତ ଏମିତି ।  ଆଜ୍ଞା ହଁ , ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ବରପଲ ଗ୍ରାମରେ । ସୂଚନା ଅନୁସାରେ ଏରତାଲା ଗ୍ରାମର ବାସିନ୍ଦା ବିଷ୍ଣୁ ମୋହନ … Read more

ବୁଢ଼ା ବୟସରେ ପ୍ରେମରେ ଉବୁ ଟୁବୁ; ଝିଅକୁ ପାଇବା ପାଇଁ ସ୍ତ୍ରୀକୁ ବିଷ ଦେଇ ହତ୍ୟାର ଉଦ୍ୟମ…

ଆମେରିକାର ଇଣ୍ଡିଆନାର ଏକ ରୋମ ଟାଙ୍କୁରି ଦେଲା ଭଳି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ସୂଚନା ଆନୁଯାୟୀ, ଇଣ୍ଡିଆନାର ଆଲଫ୍ରେଡ ରୁଫ ନିଜର ସାବତ ଝିଅକୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ପତ୍ନୀ ଥାଉ ଥାଉ ଏହା ସମ୍ଭବ ନୁହେଁ, ଜାଣିଥିଲା ବୁଢା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ସୁପରପ୍ଲାନ କରିଥିଲେ ଆଲଫ୍ରେଡ। ୨୦୨୧ ମସିହାରୁ ସେ ଲଗାତାର ତାଙ୍କୁ … Read more

ଶୋଇବାବେଳେ ପାଟି ଖୋଲି ଶୋଇବା ଦ୍ଵାରା ହୋଇଯିବେ ଏହି ଭୟଙ୍କର ରୋଗର ଶିକାର…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ସମୟରେ, ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଲୋକମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି, ଯେଉଁଥିପାଇଁ ଅନେକ ଗମ୍ଭୀର ସମସ୍ୟା ଶିକାର ହେଉଛନ୍ତି। ଦୈନିକ 6 ରୁ 7 ଘଣ୍ଟା ନିଦ୍ରା ଅଭାବ ହେତୁ ଆପଣଙ୍କ ଶରୀରରେ ଥକାପଣ, ଅଳସୁଅତା ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ସୁସ୍ଥ ରହିବା ପାଇଁ ଭଲ ନିଦ ଯେତିକି ଜରୁରୀ ସେତିକି ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକ … Read more

୩୧ ଅଗଷ୍ଟ ଶନିବାର ରାଶିଫଳ : ଆର୍ଥିକ ସ୍ଥିତିରେ ଆସିବ ସୁଧାର। ପଢ଼ନ୍ତୁ ଆଜିର ରାଶିଫଳ।

ମେଷ ରାଶି : ଆଜି ବହୁତ ଭଲ ଦିନ ହେବ। ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି। ଆଜି ସ୍ଥଗିତ କାର୍ଯ୍ୟରେ ଆପଣ ସଫଳତା ପାଇବେ। ଆପଣ କାମ ପାଇଁ ଏକ ଦୀର୍ଘ ଯାତ୍ରାକୁ ଯାଇପାରନ୍ତି। ପରିବାରର ପରିବେଶ ଆପଣଙ୍କ ସପକ୍ଷରେ ରହିବ। ପାରସ୍ପରିକ ମତଭେଦ ସମାଧାନ ହେବା ପରେ ଆପଣ ପରିବାରରେ ଏକ ଖୁସି ପରିବେଶ ଅନୁଭବ କରିବେ। ବୃଷ ରାଶି : ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। … Read more

ଦେଖନ୍ତୁ ଭିଡ଼ିଓ: ହସ୍ତମୈଥୁନ (Masturbation) କଲେ ସ୍ପର୍ମ କାଉଣ୍ଟ କମେ କି? ଜାଣନ୍ତୁ କଣ କହୁଛନ୍ତି IVF Specialist ଡାକ୍ତର

ହସ୍ତମୈଥୁନ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ପସନ୍ଦ ବା ନାପସନ୍ଦ ହୋଇଥାଏ। କିନ୍ତୁ ନିୟମିତ ହସ୍ତମୈଥୁନ କରିବା କେତେକ ଡାକ୍ତର ଠିକ୍ ବୋଲି କହୁଥିବା ବେଳେ, ଅନ୍ୟ କେତେ ଜଣ ଏହାକୁ ଏକ ମାନସିକ ରୋଗ ବି କୁହନ୍ତି। ତେବେ କ୍ୟାନ୍ସର ଭଳି ଏକ ବଡ ବ୍ୟାଧିରୁ ହସ୍ତମୈଥୁନ ରକ୍ଷା କରିପାରେ ବୋଲି ଅନେକ ଅଭିଜ୍ଞ ଡାକ୍ତର ମତ ଦେଇଛନ୍ତି। ଏହା ଚିନ୍ତା ବା ଚାପରୁ ମୁକ୍ତି ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ସାହାଯ୍ୟ କରିଥାଏ ବୋଲି … Read more

ଚିତ୍ରରେ ସମୁଦାୟ 4 ଜଣ ପୁରୁଷ ଅଛନ୍ତି, 3 ଟି ଦୃଶ୍ୟମାନ ହେଉଛନ୍ତି, ଚତୁର୍ଥକୁ ଖୋଜିବା ହେଉଛି ଚ୍ୟାଲେଞ୍ଜ। ତାହା ମଧ୍ୟ ମାତ୍ର 10 ସେକେଣ୍ଡରେ!

ଅନେକ ଥର ଯାହାକୁ ଆମେ ଆଖି ରେ ଦେଖିଥାଉ ତାହା ସତ୍ୟ ନୁହେଁ ବରଂ ଧୋକା ହୋଇଥାଏ। ଆଜି ଏକ ଚିତ୍ର ଦେଖେଇବୁ ଯେଉଁଥିରେ ଉପସ୍ଥିତ ଥିବା ଚାରୋଟି ପିଲାକୁ ଖୋଜିବାକୁ ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ। ଆପଣ ଚିତ୍ରରେ ଅନେକ ଜିନିଷ ଦେଖିବେ କିନ୍ତୁ ଆପଣଙ୍କୁ କେବଳ ମଣିଷ ଉପରେ ଧ୍ୟାନ ଦେବାକୁ ପଡିବ। ଯଦି ତୁମେ ଭାବୁଛ ତୁମର ଆଖି ତୀକ୍ଷ୍ଣ, ତେବେ ଏହି ଚ୍ୟାଲେଞ୍ଜକୁ ଚେଷ୍ଟା କର। ଆପଣ ତିନୋଟି ପୁରୁଷଙ୍କୁ ସହଜରେ … Read more

୩୦ ଅଗଷ୍ଟ ଶୁକ୍ରବାର ରାଶିଫଳ : ଜାଣନ୍ତୁ ସମସ୍ତ ୧୨ ଟି ରାଶିର ଆଜି କିପରି କଟିବ ଦିନ।

ମେଷ ରାଶି : ଆଜି ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି। କିଛି କାମ ପାଇଁ ବାହାରକୁ ଯିବାକୁ ପଡିପାରେ। ଆଜି ବ୍ୟବସାୟରେ ଉତ୍ଥାନ-ପତନ ଘଟିବ। କିଛି ପ୍ରସଙ୍ଗରେ ପରିବାରରେ ବିବାଦ ହେତୁ ମନ ବିଚଳିତ ରହିବ। ବୃଷ ରାଶି : କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ନିର୍ଭର କରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ଦୀର୍ଘମିଆଦୀ ଯୋଜନା ସକାଶେ ପୁଞ୍ଜିଲଗାଣ ନିମନ୍ତେ ଅର୍ଥ ଆବଶ୍ୟକ ହୋଇପାରେ। ପାରିବାରିକ କ୍ଷେତ୍ରରେ ଚାପ ବୃଦ୍ଧି ପାଇବାରୁ ମାନସିକ … Read more