ଏବେ ସମାଜରେ କିଭଳି ଘଟଣା ସବୁ ଘଟୁଛି ଆପଣମାନେ ଜାଣିଥିବେ । ଜଣେ ଯୁବକ ଏକାଧିକ ଯୁବତୀଙ୍କ ସହିତ ସମ୍ପର୍କ ରଖିଛନ୍ତି । କାମ ଦେବା ବାହାନାରେ ଝିଅଙ୍କୁ ଆଣି ବେଶ୍ୟାଳୟରେ କାମ ଦିଏ । କିଛି ଆଲବମରେ ମଧ୍ୟ ସୁଟିଂ କରିବା ପାଇଁ ଝିଅଙ୍କୁ ଆଣେ । ସେମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖେ ଏବଂ କାମ ସରିଗଲା ପରେ ତାଙ୍କୁ ପଇସା ନ ଦେଇ ଛାଡିଦିଏ । ଯାହା ଫଳ ରେ ପରବର୍ତ୍ତୀ ସମୟରେ ଉକ୍ତ ଯୁବତୀମାନେ ଗର୍ଭବତୀ ହୋଇ ଯାଆନ୍ତି । ଏମିତି ଏକ ଘଟଣା ବିଷୟରେ ଆମେ ଆଜି ଆପଣମାନଙ୍କୁ କହିବାକୁ ଯାଉଛୁ ।
ସୂଚନା ଅନୁସାରେ ଗତକାଲି ଥାନାରେ ଏଭଳି କିଛି ଅଭିଯୋଗ ଆସିଛି । ଏହି ଅଭିଯୋଗ ଅନୁଯାୟୀ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ମୁଁ ସେ ଯୁବକଙ୍କୁ ଜାଣି ନ ଥିଲି । ସେ କାମ ଦେବା କଥା କହି ଥିଲେ । ଯାହା ଫଳ ରେ ମୁଁ ତାଙ୍କ ସହିତ ଚାଲି ଯାଇଥିଲି ।
ଏହା ପରେ ସେ ମୋତେ ସୁଟିଂ ସେଟ୍ ରେ କାମ ଦେଲେ । ମୋର ସରକାରୀ କ୍ଷେତ୍ରରୁ ଚାକିରି ଆସିଥିଲା । ହେଲେ ସେ ମୋ ଫୋନ୍ କୁ ଭାଙ୍ଗି ଦେଲେ । ମୋ ସହିତ ଶାରିରୀକ ସମ୍ପର୍କ ରଖିଲେ । ଧୀରେ ଧୀରେ ମୁଁ ତାଙ୍କ ବିଷୟରେ ଅଧିକ ଜାଣିବାକୁ ପାଇଲି । ସେ ଭଲ ଲୋକ ନୁହେଁ । ସେ ଗୋଟିଏ ଠକ । ଅନେକ ଝିଅଙ୍କ ସହିତ ତାର ସମ୍ପର୍କ ରହିଛି । ଏପରି କାମ ଯୋଗାଇ ଦେବ କହି ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖେ । ତାଙ୍କୁ ଗର୍ଭବତୀ ମଧ୍ୟ କରାଇ ଦିଏ । ଶେଷରେ ତାଙ୍କୁ ଛାଡି ଦିଏ ।
ଦେଖନ୍ତୁ ଭିଡିଓ :-
ଆଜି ଯାଏଁ ସେ ଯେଉଁ କାମ କରୁଥିଲେ । ତାଙ୍କ ପଇସା ମଧ୍ୟ ଦେଇ ନାହିଁ । ମୁଁ ଥରେ ସେହି ଯୁବକଙ୍କ ଫୋନ୍ ଆଣି କଥା ହେଉଥିଲି । ସେହି ସମୟରେ କିଛି ଯୁବତୀମାନେ ମୋତେ ଫୋନ୍ କଲେ ଆଉ କହିଲେ ତାଙ୍କ ସହିତ କାମ କର ନାହିଁ । ଏହା ଶୁଣି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାଙ୍କ ନାମରେ ଥାନାରେ ଅଭିଯୋଗ କଲେ । ସେ ଏବେ ଚାହୁଁଛନ୍ତି କି ତାଙ୍କ ଭଳି ଆଉ କୌଣସି ଯୁବତୀ ଠକାମୀ ରେ ନ ପଡନ୍ତୁ । ଖୁବ୍ ଶୀଘ୍ର ସେ ଯୁବକଙ୍କୁ ଗିରଫ କରାଯାଉ । ଏହି ଘଟଣା ବିଷୟରେ ଏବେ ଚାରି ଆଡେ଼ ଚର୍ଚ୍ଚା କରାଯାଉଛି ।