ଚାରି ଜଣ ପୁଅଙ୍କୁ ଧୋକା ଦେଲି, ମୋତେ ପଇସା ଦରକାର, ଏମିତି କହିଲେ ଅଭିନେତ୍ରୀ

ଚାରି ଜଣ ପୁଅଙ୍କୁ ଧୋକା ଦେଲି । କାରଣ ମୋତେ ପଇସା ଦରକାର ଥିଲା । ଯେହେତୁ ମୋତେ ଲାଭ ମିଳୁଛି ତ ମୁଁ ଡେଫିନାଇଟ୍ଲି ମିଛ କହିବାରେ କଣ ଅଛି । ଆଜିକାଲି ତ ସେମିତି ଚାଲିଛି ନା । ଏକ୍ଚୁଆଲି ଏଇଟା ନାଚୁରାଲ୍ ଷ୍ଟୋରୀ ଉପରେ ଡିପେଣ୍ଡ କରୁଛି । ଏଇ ଗୀତର ଫାଷ୍ଟ୍ ଷ୍ଟୋରୀଟା ମୋତେ ଜଣେଇ ଥିଲେ ଆମର ଗୀତ ଗାୟକ ଗୌତମ ସାର୍ । ତ ଏଇଟା ତ ଆଜିକା ସମୟରେ ଧୋକା ତ ବହୁତ୍ ଚାଲିଛି ତ ସେଥିପାଇଁ ଝିଅ ଧୋକା ଦିଅନ୍ତି ପୁଅ ବି ଧୋକା ଦିଅନ୍ତି ।

ଏଇ ଗୀତରେ ଚାରି ଜଣ ହିରୋ ଅଛନ୍ତି । ତ ହିରୋଇନ୍ କଣ କରୁଛି ନା ଚାରି ଜଣ ହିରୋଙ୍କୁ ଧୋକା ଦେଉଛି । ଯେହେତୁ ଏଠି ପଇସା ମ୍ୟାଟର୍ କରୁଛି, ଏଠି ଲଭ୍ ମ୍ୟାଟର୍ କରେନି । ତୋ ମଥା ଛୁଇଁ କଥା ଦେଉଛି ଏଇଟା ଗୋଟେ ରୋମାଣ୍ଟିକ ସହିତ ଧୋକା ଟାଇପର ଗୀତ । ତେଣୁ ଆମର ଏଇ ଏମ୍.ଏମ୍. କ୍ରିଏଶନ୍ ଚାନେଲରେ ଏଇଟା ହେଇଛି । ତ ଏଇ ଷ୍ଟୋରୀଟା ଯେତେବେଳେ ମୁଁ ଶୁଣିଲି ମୋତେ ତ ଇଚ୍ଛା ନଥିଲା କିନ୍ତୁ ବୋଲ୍ଡ କରିବା ପାଇଁ ମୁଁ ଇଚ୍ଛୁକ ନୁହେଁ ।

କିନ୍ତୁ ଯେହେତୁ ଏ ଷ୍ଟୋରୀଟା ମୋତେ ଏତେ ସୁନ୍ଦର ଲାଗିଲା ଯେତେବେଳେ ମୁଁ ଶୁଣିଲି ତ ମୁଁ ଆଉ ମନା କରି ପାରିଲିଣି । ବୋଲ୍ଡ ଅଛି କିନ୍ତୁ ଏତେ ବି ବୋଲ୍ଡ ନାହିଁ ଯେମିତି କି ଆମେ ଦେଖି ପାରିବାନି । ସମସ୍ତେ ଦେଖିପାରିବା । କିନ୍ତୁ ଏଥିରେ ବାର୍ତ୍ତା ରହିବ ନିହାତି ଭାବରେ । ଚାରି ଜଣ ହିରୋ ଅଛନ୍ତି ଆଉ ଗୋଟିଏ ହିରୋଇନ୍ ଅଛି । ଚାରି ଜଣଙ୍କୁ ଧୋକା ଦେଲିନି ମୋତେ ପଇସା ଦରକାର । ଏକ୍ଚୁଆଲି କିଛି ଝିଅ ଏମିତି ଅଛନ୍ତି ମୁଁ ତାଙ୍କରି ଷ୍ଟୋରୀଟା କରୁଛି ତାଙ୍କୁ ତ ପ୍ରକୃତରେ ପଇସା ଦରକାର ଏଠି ଲଭ୍ ମ୍ୟାଟର୍ କରେନି ।

ଦେଖନ୍ତୁ ଭିଡିଓ :-

ଷ୍ଟୋରୀ ଶୁଣିଲା ପରେ ମୋତେ ବହୁତ୍ ଭଲ ଲାଗିଲା । ସେଥିପାଇଁ ତ ମୋତେ ଇଚ୍ଛା ହେଲା ଷ୍ଟୋରୀଟା କରିବା ପାଇଁ । ଏକ୍ଚୁଆଲି ଏମ୍.ଏମ୍. କ୍ରିଏଶନରେ ନୂଆ ନୂଆ ଲୋକମାନଙ୍କୁ ସୁଯୋଗ ଦିଆଯାଏ କାମ କରିବା ପାଇଁ । ତ ମୋତେ ବି ଇଚ୍ଛା ହେଲା । ଯେହେତୁ ବୋଲ୍ଡ ଅଛି କିନ୍ତୁ ଏତେ ସୁନ୍ଦର ଷ୍ଟୋରୀଟା ମୋତେ ଇଚ୍ଛା ହେଲାଣି ମନା କରିବା ପାଇଁ । ମଥା ଛୁଇଁ ଦେଇଥିଲି କାରଣ ସେଠି ମୋତେ ପଇସା ଦରକାର ଥିଲା । ଯେହେତୁ ମୋତେ ଲାଭ ମିଳୁଛି । ହଁ ଯେହେତୁ ଆମେ କଳାକାର ଗାଳି ତ ଶୁଣିବା, ତାଳି ବି ଶୁଣିବା । ଆଉ ଗାଳି ନ ଶୁଣିଲେ ଆମେ ଆଗକୁ କେମିତି ବଢ଼ିବା ।

କିନ୍ତୁ ଏଇ ଗୀତଟା ସତରେ ରିଲିଜ୍ ହେଇ ସାରିଛି । ବହୁତ୍ ଜଣଙ୍କର ଭଲ ପାଇବା ମିଳିଛି । କେହି ଏପର୍ଯ୍ୟନ୍ତ ଗାଳି ଦେଇ ନାହାନ୍ତି । ଝିଅମାନେ ବି ସେମିତି କରୁଛନ୍ତି ଆଉ ପୁଅମାନେ ବି ସେମିତି କରୁଛନ୍ତି । ତ ସମସ୍ତଙ୍କୁ ଏଇ ଜିନିଷଟା ଭଲ ଲାଗିଛି । ପ୍ରକୃତରେ ପଇସା ବିନା ତ କିଛି ବି ଚଳି ହେବନି । କିନ୍ତୁ ପ୍ରେମଟା ଏମିତି ଗୋଟେ ଜିନିଷ ଯଦି ଲାଇଫରେ ନ ରହିବ ତାହାଲେ ସେଇ ଲାଇଫରେ ବଞ୍ଚିବାର ଆବଶ୍ୟକତା ହିଁ ନାହିଁ । ପଇସା ତ ଆଜି ନହେଲେ କାଲି କମେଇ ଦେବା, କିନ୍ତୁ ପ୍ରେମଟା ନିହାତି ଦରକାର ।