ନିର୍ବାଚନ ବେଳେ ଏହି ସୁନ୍ଦରୀ ଯୁବତୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ, କହିଲେ ଆମେ ତ ସବୁ ପାଗଳ…

କିଏ ଏହି ସୁନ୍ଦରୀ ଯୁବତୀ ? ତାଙ୍କର ଗ୍ଲାମର ଯୁବ ପିଢିକୁ କରିଛି ପାଗଳ । ଯାହାକୁ ନେଇ ସବୁଠି ଜୋର ଧରିଛି ଚର୍ଚ୍ଚା । ନିର୍ବାଚନ ସହିତ ତାଙ୍କର କ’ଣ ରହିଛି ସମ୍ପର୍କ ?ଜୋରସୋରରେ ଭାଇରାଲ ହେଉଛି ଏହି ଯୁବତୀଙ୍କ ଫୋଟ । ଆଜିଠାରୁ ଆରମ୍ଭ ହୋଇଯାଇଛି ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ । ଆଉ ଏହି ସମୟରେ ଗାଁ ଠାରୁ ସହର ସବୁକିଛି ସରଗରମ ରହିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଫୋଟ ଫାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ନିର୍ବାଚନ ମାହଲରେ ଏଇ ଯୁବତୀ ଜଣକ କିଏ, କାହିଁକି ତାଙ୍କୁ ନେଇ ଏହି ସମୟରେ ଏତେ ଚର୍ଚ୍ଚା କରାଯାଉଛି । ଏମିତିକି ୟୁଜର୍ସ ମାନେ ତାଙ୍କ ଗ୍ଲାମର ଦେଖି ପାଗଳ ହୋଇଯାଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଫୋଟ ଭିଡ଼ିଓ ଚାରିଆଡେ ଛାଇ ହୋଇଯାଇଛି ।

ତେବେ ମିଳିଥିବା ସୂଚନା ଅନିଯାୟୀ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ପୁଲିଙ୍ଗ ଅଫିସର । ହେଲେ ପୁଲିଙ୍ଗ ଅଫିସରଙ୍କର ଏଭଳି ଗ୍ଲାମର ଏବଂ ସୁନ୍ଦରତା ଦେଖି ଯୁବପିଢିମାନେ ନିଜକୁ ଅଟକାଇ ପାରିନାହାନ୍ତି । ଆଉ ନିଜର ମୋବାଇଲ ମାଧ୍ୟମରେ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ କରୁଛନ୍ତି । ତେବେ ତାଙ୍କୁ ଦେଖିବା ପରେ କେହି କେହି ତ କହୁଛନ୍ତି ଏବେ ଯାହାବି ହୋଇଯାଉ ଆମେ ଭୋଟ ଦେବାକୁ ଯିବୁ । ଆଉ କେହି କେହି ପୁଲିଙ୍ଗ ଅଫିସର ମ୍ୟାଡାମ ଜଣକ ଗ୍ଲାମର ଛାଡି ନିରୋପକ୍ଷ ନିର୍ବାଚନ ଉପରେ ଧ୍ୟାନ ଦିଅନ୍ତୁ ।

ତେବେ ପୁଲିଙ୍ଗ ଅଫିସରଙ୍କୁ ନେଇ ଏଭଳି ଅନେକ ମତ ଆସୁଥିବା ବେଳେ ତାଙ୍କର ଗ୍ଲାମର ଏବଂ ସୌନ୍ଦର୍ଯ୍ୟରେ ହଜି ଯାଇଛନ୍ତି ଯୁବପିଢି । ଆଜି ମଧ୍ୟପ୍ରଦେଶ ସିବି ଷୋଡ଼ଲମଡ଼ଲା ଜବାଲପୁର ବାପଘାଟ ଓ ଝିନ୍ଦଲା ସାଂସଦିୟ କ୍ଷେତ୍ରରେ ମତ ଦାନ ଆରମ୍ଭ ହୋଇଛି । ଏହି ସମୟରେ ଝିଣ୍ଡଲା ଲୋକସଭା ନିର୍ବାଚନ ମଣ୍ଡଳୀରେ ପୁଲିଙ୍ଗ ଅଫିସରଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ତେବେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ନିଜ ଶୈଳୀରେ ମହିଳାଙ୍କୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବାସ୍ତବରେ ଜନ ସମ୍ପର୍କ ବିଭାଗ ଏବଂ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ସାମଗ୍ରୀ ନେଇ ଯାଉଥିବା ଜଣେ ମହିଳା ଅଧିକାରୀଙ୍କ ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଦେଖନ୍ତୁ ଭିଡିଓ :-

ତେବେ ଅନୁସନ୍ଧାନ ପରେ ଜଣା ପଡ଼ିଛି ଯେ ଭାଇରାଲ ହେଉଥିବା ମହିଳା ପୁଲିଙ୍ଗ ଅଫିସରଙ୍କ ନାମ ହେଉଛି ସୁଶୀଲା କନେଶ । ସେ ରାଜ୍ୟ ସରକାରଙ୍କ ସହକାରୀ ଗ୍ରେଡ-3ର ଅଧିକାରୀ ଏବଂ ଝିଣ୍ଡଳା ଜିଲ୍ଲାର ଯୋଗାଣ ସାକାର ଅବସ୍ଥାପିତ ଅଛନ୍ତି । ସର ବଥ ନେଇ ଆସୁଥିବା ବେଳେ ତାଙ୍କର କେହି ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛି ଆଉ ତାଙ୍କର ସୁନ୍ଦରତାକୁ ନେଇ ବେସ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଏହି ଘଟଣା କିଛି ନୂଆ ନୁହେଁ ଆଗରୁ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଜଣେ ମହିଳା ପୁଲିଙ୍ଗ ଅଫିସର ଦିନା ଦିବେଦୀ ହଳଦିଆ ଶାଢ଼ୀ ପିନ୍ଧିଥିବାର ଭାଇରାଲ ହୋଇଥିଲା । ଏହା ପରେ ରୀନା ଇଣ୍ଟରନେଟରେ ଚାରିଆଡେ ଛାଇ ହୋଇଯାଇଥିଲେ । ଠିକ ସେହିଭଳି ଏବେ ସେହିଭଳି ଏକ ଘଟଣାର ପୁନଃରାବୃତି ହୋଇଛି ।