ଏହି ୫ଟି ରାଶି ଉପରେ ପଡ଼ିବାକୁ ଯାଉଛି ଶନିଙ୍କ କୋପ ଦୃଷ୍ଟି, ଜୀବନରେ ଦେଖାଦେବ ଏହି ସବୁ ସମସ୍ୟା…

ଆରମ୍ଭ ହେବାକୁ ଯାଉଛି ଶନି ସାଢେ଼ ସାତି। ଏହି ରାଶିର ଲୋକମାନଙ୍କ ଜୀବନ ଉପରେ ଆସିବ ନାନାବିଧ ବିପଦ। ତେବେ ଶନିଙ୍କ କୋପ ଆପଣଙ୍କ ଉପରେ ପଡ଼ିବା ପୂର୍ବରୁ ସତର୍କ ରୁହନ୍ତୁ ସାବଧାନ ହୋଇ ଯାଆନ୍ତୁ। ନଚେତ୍ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ ହୋଇପାରେ।

୧୩୯ ଦିନ ପର୍ଯ୍ୟନ୍ତ ଏହି ୫ଟି ରାଶିକୁ ସତର୍କ ରହିବାକୁ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୫ଟି ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡ଼ିବାକୁ ଯାଉଛି । ଜ୍ୟୋତିଷଙ୍କ ଗଣନା ଅନୁସାରେ ମକର, ମୀନ ଏବଂ କୁମ୍ଭ ରାଶିରେ ଶନି ସାଢେ଼ ସାତି ଚଳିବାକୁ ଯାଉଛି । ଏହା ସହିତ ବୃଷ ଓ କର୍କଟ ରାଶିର ମଧ୍ୟ ଶନି ଚଳିବାର ସମ୍ଭାବନା ରହିଛି ।

ଜୁନ ୩୦ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ମକର, କୁମ୍ଭ, ମୀନ, ବୃଷ ଏବଂ କର୍କଟ ରାଶି ମାନଙ୍କ ମଧ୍ୟରୁ ଏହି ରାଶି ମାନଙ୍କ ଉପରେ ଶନିଙ୍କ ପ୍ରକୋପ ଦୃଷ୍ଟି ପଡ଼ିବାକୁ ଯାଉଛି ।

ଯେଉଁଥିପାଇଁ ଏହି ରାଶିର ଲୋକ ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବ୍ୟବସାୟରେ କ୍ଷତି, ସ୍ୱାସ୍ଥ୍ୟଗତ ସମସ୍ୟା ଏପରି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ତେଣୁ କରି ବିଚଳିତ ନ ହୋଇ ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଉଚିତ୍ କର୍ମ କରନ୍ତୁ।