ପରିସ୍ରା କଲାବେଳେ ଯୋୖନାଙ୍ଗକୁ କାମୁଡ଼ି ଦେଲା ବ୍ରାହ୍ମଣୀ ବେଙ୍ଗ, ଯୁବକ ଗୁରୁତର..

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏବେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସିଛି । ସତରେ ଏଭଳି ଘଟଣା ଘଟୁଛି ଯାହା ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ମନରେ ଅନେକ କଥା ଭାବିବ । ଏହି ଘଟଣା ଆମ ଓଡ଼ିଶାର ଏକ ଜିଲ୍ଲାରେ ଘଟିଛି । 

ଯାହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ । ଆପଣମାନେ କେବେ ଜାଣିଛନ୍ତି କି ବେଙ୍ଗ କାମୁଡିବା ଦ୍ବାରା ଲୋକ ଗୁରୁତର ଅବସ୍ଥା ବି ହୋଇପାରେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଗୋଟିଏ ବେଙ୍ଗ କାମୁଡିବାରୁ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡିଛନ୍ତି । ବ୍ୟକ୍ତି ଜଣକ ଏବେ ଏହି ବିଷୟରେ ଜଣାଇଛନ୍ତି । ସୋର ଅଞ୍ଚଳରେ ଏହି ଘଟଣା ଦେଖାଯାଇଛି । ସୋର ଅଞ୍ଚଳରେ ଏହି ଘଟଣା ଘଟିଛି ଯାହା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । 

ସୋର ଅଞ୍ଚଳର ମ୍ୟୁନିସପାଲିଟି ଅଧୀନ ଉତ୍ତରେଶ୍ୱେର ବରଫକଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ବଡ ବ୍ରାହ୍ମଣୀ ବେଙ୍ଗ ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡି ଦେଇଛି । ଆଉ ଏହି ବେଙ୍ଗ କାମୁଡି ଧରିବାରୁ ବ୍ୟକ୍ତି ଜଣକ ଗୁରୁତର ହୋଇ ପଡିଛନ୍ତି । ଏହି ବ୍ୟକ୍ତି ଜଣକ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଉଠିଥିଲେ ଆଉ ସେ ବସି ପରିସ୍ରା କରୁଥିବା ବେଳେ ଏହି ବଡ ବ୍ରାହ୍ମଣୀ ବେଙ୍ଗ ହଠାତ୍ ଡେଇଁ ପଡ଼ିଥିଲା । 

ଆଉ ଏହି ବେଙ୍ଗ ଡେଇଁ ପଡି ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡି ଧରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ନିଆଯିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏବେ ବ୍ୟକ୍ତିଙ୍କ ଅବସ୍ଥା ଟିକେ ଭଲ ଅଛି । ଏହି ଘଟଣାରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ନିଜ ପରିଚୟ ଗୋପନ ରଖିବାକୁ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ କଥା ଆସୁଛି । ରାତି ସମୟରେ ଆପଣମାନେ ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।