ଦେଖନ୍ତୁ ଭିଡିଓ: “ଆସିବ କହିବି ଆଉ ଆସିଲାନି” ବୀର ପୁଅକୁ ହରାଇ ପରିବାରରେ ଦୁଃଖର ପାହାଡ଼, ବର୍ଷକରେ ୪ ଜଣଙ୍କ ମୃତ୍ୟୁ

ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ ମ୍ରିୟମାଣ ହୋଇପଡିଥିବା ବେଳେ ବୀର ଯବାନ କୁ ବାହୁଡ଼ି ନେବା ପାଇଁ ଜନସମୁଦ୍ର ସୃଷ୍ଟି ହୋଇଛି। ଡ଼ଖଣ୍ଡରେ ନକ୍ସଲ ଗୁଳିରେ ସହିଦ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଜନ୍ମମାଟିରେ ପହଞ୍ଚିଛି ପାର୍ଥିବ ଶରୀର। ସୁଶାନ୍ତଙ୍କୁ … Read more

ଦିନରେ କଲେଜ୍ ଷ୍ଟୁଡେଣ୍ଟ୍ ରାତିରେ ବାର୍ ରେ କରୁଥିଲେ ଏମିତି, ଶୁଭଲକ୍ଷ୍ମୀ ମୃତ୍ୟୁ ପୂର୍ବରୁ ଘଟିଥିଲା ଏମିତି

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ବାର ଗାର୍ଲଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା କରିଛି ଲକ୍ଷ୍ମୀସାଗରଥା ପୋଲିସ। ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ପୁରୁଷ ବନ୍ଧୁକୁ ଜେରା କରୁଛି ପୋଲିସ। ଏହାସହ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଶୁଭଲକ୍ଷ୍ମୀ ରମାଦେବୀ ଜୁନିଅର କଲେଜରେ … Read more

ଦେଖନ୍ତୁ ଭିଡିଓ: ମାଛ ଖାଇବାକୁ ନରାଜ ଗେଟରେ ଫଶିଯାଇଥିଲା ବିଲେଇ, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଅଗ୍ନିଶମ ଟିମ୍

ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗତ କିଛି ଦିନରୁ ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଚାରିଆଡେ ପାଣିମୟ ଲୋକେ ରହିବାକୁ ଜାଗା ପାଉ ନାହାଁନ୍ତି। ସବୁଆଡେ ପାଣି ପଶିଯିବାରୁ ତଳିଆ ଅଞ୍ଚଳରେ ଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ମଣିଷ ନୁହେଁ ପଶୁ ମଧ୍ୟ ପାଣିର ଏହି କରାଳ ରୂପରୁ ବର୍ତ୍ତି ପାରି ନାହିଁ। ଏକ ବିଲେଇ ମାଛ ଖାଇବାକୁ ଯାଇ ନରାଜ ଗେଟରେ ଫଶିଯାଇଥିଲା। … Read more

ଦେଖନ୍ତୁ ଭିଡ଼ିଓ: ସ୍ୱାମୀଙ୍କୁ ଲୋକେ ବୁଢା କହିବାରୁ ରାଗିଡଲେ ଅଭିନେତ୍ରୀ ଲିପ୍ସା ମିଶ୍ର, କହିଲେ- ମୁଁ ଟଙ୍କା ପାଇଁ…

ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଲିପ୍ସା ମିଶ୍ର। ଅନେକ ସିରିଏଲ୍ ଓ ଫିଲ୍ସରେ ଅଭିନୟ କରି ସେ ବେଶ୍ ପରିଚିତ ହୋଇଛନ୍ତି। ଚଳିତବର୍ଷ ଫେବୃଆରୀ 27ରେ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ତେବେ ଲିପ୍ସାଙ୍କ ବାହାଘର ପରେ ତାଙ୍କ ସ୍ୱାମୀଙ୍କୁ ନେଇ ସେ ଅନେକ ଟ୍ରୋଲ୍ ର ଶିକାର ହୋଇଛନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ସ୍ୱାମୀଙ୍କୁ ବୟସ୍କ ଓ ବୁଢା କହି ସମାଲୋଚନା କରିଛନ୍ତି। ତେବେ ଏହାକୁ … Read more

ପାକିସ୍ତାନରେ ୪ଟି ଛୁଆ ପରେ ଭାରତ ଆସି ୫ମ ଥର ମା’ ହେବାକୁ ଯାଉଛି ସୀମା ହାଇଦର୍! ଜାଣନ୍ତୁ କଣ ଘଟିଛି

ଭାରତରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନୀ ସୀମା ହାଇଦର୍। ପବଜି ଖେଳରୁ ପ୍ରେମ ଏବଂ ପରେ ପାକିସ୍ତାନରୁ ବେଆଇନ ଭାବରେ ଭାରତ ଆସି ପ୍ରେମିକ ସଚିନ ସହିତ ରହୁଛନ୍ତି ସୀମା। ଗୋଟିଏ ପଟେ ସୀମା ଜଣେ ପାକିସ୍ତାନୀ ଏଜେଣ୍ଟ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ଏବେ ସେ ଗର୍ଭବତୀ ଥିବା କଥା ସାମ୍ନାକୁ ଆସୁଛି। ଅନ୍ୟଏକ ଖବର ଅନୁଯାଇ ଟଙ୍କା ଅଭାବ ହେତୁ ସୀମା ଏବଂ ସଚିନଙ୍କର ଚଳିବାକୁ ବହୁତ ଅସୁବିଧା ହେଉଥିବା … Read more

ସମୁଦ୍ର ଭିତରେ ପୁରୁଣା ଏମିତି ଏକ ମନ୍ଦିର, ଯା‌ହାକୁ ସୁରକ୍ଷା ପାଇଁ ଜଗିଛନ୍ତି ବିଷଧର ସାପ, ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଯଦିଓ ଭାରତ ସମେତ ସମଗ୍ର ବିଶ୍ୱରେ ମନ୍ଦିରର ଅଭାବ ନାହିଁ, କିନ୍ତୁ ଇଣ୍ଡୋନେସିଆର ମୁସଲମାନ ଦେଶରେ ଅବସ୍ଥିତ ଏକ ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ମନ୍ଦିର ସମୁଦ୍ର କୂଳରେ ଅବସ୍ଥିତ ଏକ ବଡ଼ ପଥର ଉପରେ ନିର୍ମିତ। ହଜାରେ ବର୍ଷ ମଧ୍ୟରେ ସମୁଦ୍ର ଜଳର ଜୁଆର କ୍ଷୟ ହେତୁ ଏହି ପଥର ସୃଷ୍ଟି ହୋଇଛି। ଏହି ଅନନ୍ୟ ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଅତ୍ୟନ୍ତ ରୋଚକ ଅଟେ, ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏହି … Read more

ଏବର୍ଷ ଦୁଇଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା! ଯଦି ନ ମାନିବେ ତ ହୋଇଯିବ ଅନର୍ଥ, ଜାଣନ୍ତୁ କାରଣ

ଭାଇଚାରାର ଦେଶ ଭାରତ, ଆମର ଏହି ଦେଶରେ ବିଭିନ୍ନ ଜାତି ଧର୍ମର ଲୋକେ ରହୁଥିବା ବେଳେ ୧୨ ମାସରେ ଆମେ ୧୩ ପର୍ବ ପାଳନ କରିଥାଉ। ଏହି ସବୁ ପର୍ବ ଗୁଡିକ ମଧ୍ୟରେ ରକ୍ଷା ବନ୍ଧନ ପର୍ବ ଅନ୍ୟତମ। ଏକ ପବିତ୍ର ସମ୍ପର୍କର ସ୍ଥାପନା କରିବା ପାଇଁ ପ୍ରତିବର୍ଷ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ବଦଳରେ ଜୀବନ ସାରା ଭଉଣୀର ରକ୍ଷା କରିବା ପାଇଁ ପ୍ରତିବଦ୍ଧ ରହିଥାଏ ଭାଇ। ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ … Read more

କମ୍ପ୍ୟୁଟର ସେଣ୍ଟରରେ ହେଲା ୧୯ ବର୍ଷୀୟା ଛାତ୍ରୀ ଓ ୬୦ ବର୍ଷ ସାରଙ୍କ ପ୍ରେମ, ଫେରାର୍ ହୋଇ କଲେ ବିବାହ, ଜାଣନ୍ତୁ ପୁରା ଘଟଣା

ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକଙ୍କ କାରନାମା ଲହୁଣିପଡ଼ା ରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପ ବୟସର ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଥିବା ଝିଅଙ୍କ ପରିବାର ପକ୍ଷରୁ ଲହୁଣିପଡ଼ା ଥାନାରେ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଉଭୟ ଝିଅ ଓ ଶିକ୍ଷକଙ୍କ ମୋବାଇଲ୍ ଟ୍ରାକିଂ କରି ତନାଘନା ଚଳାଇଛି। ଲହୁଣିପଡ଼ା ମୁଖ୍ୟ ବଜାରରେ ଥିବା ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ବୟସ୍କ … Read more

ପୁରୁଷ ବନ୍ଧୁ ଭାଇରାଲ୍ କରିଦେଲା ଶୀତଲଙ୍କ ଖରାପ ଭିଡିଓ, ଅଭିଯୋଗ ଆଣିଲେ ଶୀତଲ ପାତ୍ର, ଜାଣନ୍ତୁ ପୁରା ଖବର

ଓଲିଉଡ଼ରେ ପୁଣି ସାମ୍ନାକୁ ଆସିଛି କାଷ୍ଟିଂକାଉଚ। ଅଭିନେତ୍ରୀ ଶୀତଲ୍ ପାତ୍ର ଅଭିଯୋଗ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭିଡ଼ିଓ ଭାଇରଲ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଲେ ଓଲିଓଡ଼ ଅଭିନେତ୍ରୀ ଶୀତଲ ପାତ୍ର। କେବଳ ସେତିକି ନୁହେଁ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ନିର୍ଯାତନା ଦେବ ସହ ଧମକ ଚମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶୀତଲ। ତାଙ୍କ ପୁରୁଷ ବନ୍ଧୁ ଫିଲ୍ଡରେ କାମ ଦେବାକୁ ତାଙ୍କ ଅନ୍ତଃରଙ୍ଗ ମୂହୁର୍ତ୍ତର ଭିଡ଼ିଓ ଭାଇରାଲ କରୁଛନ୍ତି। … Read more

ଭାରତ ଛାଡ଼ି ଯାଇଥିଲେ ପାକିସ୍ତାନ, ଇସଲାମ୍ ଆପଣାଇ ଅଞ୍ଜୁରୁ ହେଲେ ଫାତିମା, ନସରୁଲ୍ଲାହଙ୍କୁ କଲେ ବିବାହ, ଜାଣନ୍ତୁ ପୁରା ଖବର

ଭାରତୀୟ ମହିଳା ଅଞ୍ଜୁ ଆଇନଗତ ଭାବରେ ପାକିସ୍ତାନର ଏକ ଦୂର ଗ୍ରାମକୁ ଯାଇ ତାଙ୍କ ଫେସବୁକ ବନ୍ଧୁ ନାସରୁଲ୍ଲାଙ୍କୁ ଭେଟିଥିଲେ। ବର୍ତ୍ତମାନ ଉଭୟ ମଙ୍ଗଳବାର (ଜୁଲାଇ 25) ରେ ଜିଲ୍ଲା କୋର୍ଟରେ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ଅଞ୍ଜୁ ବିବାହ ପରେ ତାଙ୍କ ନାମ ଫାତିମା ନାମରେ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଛାଡି ଇସଲାମ ଧର୍ମ ଗ୍ରହଣ କରିନେଇଛି। ଉଭୟଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଉଭୟ ଏଥିରେ ପରସ୍ପର … Read more