ସାବଧାନ! ଆଗାମୀ 2 ଦିନ ମଧ୍ୟରେ ହେବ ବାତ୍ୟା, 1999 ବାତ୍ୟା ରୁ ବି ହେବ ବେଶୀ ବଡ଼, ବହିବ ତୀବ୍ର ବେଗରେ ପବନ ଆଉ…

ଆପଣମାନେ ସମସ୍ତେ ଜାଣିଥିବେ ଯେ ପ୍ରତିବର୍ଷ ଓଡ଼ିଶାରେ ବାତ୍ୟା ହେଉଛି । ଓଡ଼ିଶାକୁ ବାତ୍ୟାର ଘର କହିଲେ ଭୁଲ ହେବ ନାହିଁ । ଏବେ ପୁଣି ଥରେ ଆଉ ଏକ ବାତ୍ୟା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ ।

କୁହାଯାଉଛି ଯେ ଏହି ବାତ୍ୟା 1999 ମସିହାରେ ହୋଇଥିବା ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ । ଯାହାକି ପାଣିପାଗ ବିଭାଗ ଲୋକଙ୍କୁ ସଚେତନ କରାଇ ଦେଇଛି । ସମୁଦ୍ର ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇ ତାହା ବାତ୍ୟା ର ରୂପ ନେବ ।

ଏହି ବାତ୍ୟା ର ନାମ ହେଉଛି ମିଧିଲି । ଏହା ଧିରେଧିରେ କରି ଉପକୂଳ ଆଡକୁ ମାଡି ଆସୁଛି । ସବୁ ଠାରୁ ଅଧିକ ଖୁସି ର କଥା ହେଉଚି ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ ।ତେବେ ଓଡ଼ିଶାର କିଛି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଦେଖନ୍ତୁ ଭିଡିଓ :-

ଲୋକ ଙ୍କୁ ସମୁଦ୍ର କୁ ମାଛ ଧରିବାକୁ ନ ଯିବାକୁ ପରାମର୍ଶ ଦିଆ ଯାଇଛି । ଏହି ମିଧିଲୀ ବାତ୍ୟା 1999 ମହାବାତ୍ୟା କୁ ପଛରେ ପକାଇ ଦେବ । ସେତେବେଳେ ହୋଇଥିବା ଭୀଷଣ ପବନ ଠାରୁ ଏହାର ପବନ ର ବେଗ ଅଧିକ ରହିବ ।

ଏହା ବାଂଲାଦେଶ ଉପକୂଳ ରେ ସ୍ଥଳ ଭାଗ ଛୁଇଁ ସେଠାରେ ଲ୍ୟାଣ୍ଡ ଫଲ୍ କରିବ ବୋଲି ସୂଚନା ରହିଛି । ସେଠାରେ ପବନର ବେଗ 60 ରୁ 70 କିଲୋମିଟର ରହିବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ମହାବାତ୍ୟା ଠାରୁ ଏହା ଅଧିକ ଭୟଙ୍କର ହୋଇପାରେ ।

ଏବେ ସାରା ରାଜ୍ୟ ଚିନ୍ତାରେ ପଡ଼ି ଯାଇଛି । ଆସନ୍ତା କାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ର ପରିମାଣ ବଢିଚାଲିବ । ଲୋକମାନେ ଏବେ ଠାରୁ ସଚେତନ ରହିବା ଉଚିତ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭବ କରିବେ ଲୋକେ । ଏହା ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହା ଏବେ ବାଂଲାଦେଶ ଠାରୁ 200 କିଲୋମିଟର ଦୂରରେ ରହିଛି । ଖୁବ୍ ଶୀଘ୍ର ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆଶା କରାଯାଇଛି ।