ଦେଖନ୍ତୁ ଭିଡିଓ: ରାଜଧାନୀ ଭୁବନେଶ୍ୱର ରେ ଚାଲିଛି ଦେହ ବ୍ୟାପାର, ଅନ୍ଧାର ରାସ୍ତାରେ ଚାଲୁଛି ସେକ୍ସ କାରବାର

ରାଜଧାନୀ ରାସ୍ତାର କଳା ଦୃଶ୍ୟ । ଲୋକଙ୍କୁ ନା ଅଛି ପୋଲିସ୍ ର ଭୟ ନା ପୋଲିସ୍ କୁ ଅଛି ଅପରାଧର ଚିନ୍ତା । ସମସ୍ତେ ଏଠି ପାଲଟିଛନ୍ତି ନିଜ ମନର ରାଜା । କେବେ ଏଠି ଦାଦାଗିରି ଚାଲୁଛି ତ କେବେ ସେକ୍ସ ରାକେଟ୍ । କେବେ ହୋଟେଲ୍ ର ବନ୍ଦ୍ କୋଠରୀ ରେ ଚାଲିଛି କାରବାର ତ ପୁଣି କେବେ ରାଜଧାନୀ ରାସ୍ତାରେ ।

ନିକଟରେ ରାଜଧାନୀ ପିଏମ୍ ଜି ଛକର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ରାସ୍ତା ଉପରେ ଗରାଖ ଖୋଜୁଛନ୍ତି ଯୁବତୀ । କେବେ ଇଶାରା ଦେଉଛନ୍ତି ତ କେବେ ସିଧା ସିଧା ହୋଟେଲ୍ ଯିବାକୁ କହୁଛନ୍ତି ।

ଆପଣ ବି ଭିଡିଓଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, କିପରି ତାହା ପୁଣି ରାଜଧାନୀର ରାଜ ରାସ୍ତାରେ ଏପରି ଖୁଲମ୍ ଖୁଲା କାମ କରିବାକୁ ସାହାସ କରୁଛନ୍ତି ଏମାନେ ।

ଦେଖନ୍ତୁ ଭିଡିଓ :-

ରାଜଧାନୀରେ କଣ ପୋଲିସ୍ ପେଟ୍ରୋଲିଂ ବନ୍ଦ୍ ହୋଇ ଗଲାଣି ନା ପୋଲିସ୍ ର ବି ଏଥିରେ ରହିଛି କମିଶନ୍ । ଯେଉଁଥି ପାଇଁ ସବୁ ଜାଣି ବି ଅଣଦେଖା କରୁଛି କି ପୋଲିସ୍ । ଏମିତି ଗୋଟିଏ ନୁହେଁ ଏମିତି ବାରମ୍ବାର ରାଜଧାନୀକୁ ନେଇ ବିଭିନ୍ନ ଅପରାଧ ଆସୁଛି ଆଖି ସାମ୍ନାକୁ ।

ଏହା ଉପରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ତାହା ତ ଆମେ ଜାଣୁନା ହେଲେ ଆଶା କରୁଛୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ଆଗକୁ ଭୁଲ୍ କରିବା ପୂର୍ବରୁ ଲୋକେ ଭୟ କରିବେ ଆଇନ୍ କୁ ।