ଏହି ସୁପର ଷ୍ଟାର ମାନଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ନିମନ୍ତ୍ରଣ ମିଳିଲା ନାହିଁ, ସାମ୍ନା କୁ ଆସିଲା ଏହି ବଡ଼ କାରଣ

22 ଜାନୁଆରୀ ଅର୍ଥାତ ଗତକାଲି ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା । ଆଉ ଯେଉଁଥିରେ ଅନେକ ବୋଲିଉଡ଼ ଅଭିନେତା ଅଭିନେତ୍ରୀ ଏବଂ କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏନେକ କଳାକାର ଙ୍କୁ ନିମନ୍ତ୍ରଣ ମିଳିଲା ନାହିଁ ।

ସେଥିରେ କିଛି ଅଭିନେତା ଅଭିନେତ୍ରୀ ଯେମିତିକି ଶାହରୁଖ ଖାନ , ଅମୀର ଖାନ , ସଲମାନ ଖାନ , ସୈଫ ଅଲ୍ଲୀ ଖାନ , କରିନା କପୁର , ଶିଳ୍ପା ସେଟ୍ଟୀ , ଅକ୍ଷୟ କୁମାର , ସିଦ୍ଧାର୍ଥ ମାଲହୋତ୍ର ଏବାଂ କିଆରା ଆଡ଼ଭାନି , ରଣବୀର ଏବଂ ଦୀପିକାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ପ୍ରାୟତଃ ଅନେକଙ୍କୁ ମିଳିନାହିଁ । କିନ୍ତୁ ଯେଉଁ ମାନଙ୍କୁ ମିଳିଛି ସେମାନଙ୍କ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସହିତ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ସହିତ ଜଣକ ପରେ ଜଣଙ୍କ ପାଖକୁ ନିମନ୍ତ୍ରଣ ଯାଉଥିଲା । ଏମିତିକି ଅନେକ କଳାକାରଙ୍କ ପାଖକୁ ମଧ୍ୟ ନିମନ୍ତ୍ରଣ ପତ୍ର ଯାଇ ନଥିଲା । ପ୍ରାଣ ପ୍ରତିଷ୍ଠା ଅବସରରେ ଯେତେବେଳେ କିଛି କଳାକାରଙ୍କୁ ନିମନ୍ତ୍ରଣ ପତ୍ର ଯାଇଥିଲା କିନ୍ତୁ ଯେଉଁ ମାନଙ୍କୁ ଯାଇ ନଥିଲା , ସେମାନେ ଖୁବ ଆଶାବାଦୀ ଥିଲେ ।

କିନ୍ତୁ ଅନେକଙ୍କୁ ନିମନ୍ତ୍ରଣ ମିଳି ନଥିଲା । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ସେଠାରେ ଅନେକ ସେଲିବ୍ରିଟି ପହଞ୍ଚିଥିଲେ । ଗର୍ଭଗୃହରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ କିଛି ସେଲିବ୍ରିଟି ଟ୍ରାଡିସନାଲ ପୋଷାକରେ ନଜର ଆସିଥିଲେ । ଭିକି , କ୍ୟାଟ୍ରିନା କୈଫ , ରଣବୀର , ଆଲିଆ ଏମିତି ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା ।

ଏହାର ଫୋଟ ଏବଂ ଭିଡ଼ିଓ ବର୍ତ୍ତମାନ ଭାଇରଲ ହେଉଛି । କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଏହିସବୁ ସେଲିବ୍ରିଟି ମାନଙ୍କୁ ନିମନ୍ତ୍ରଣ ପତ୍ର ମିଳିନାହିଁ । ଏହାବ୍ୟତୀତ ଅନେକ କଳାକାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । କିନ୍ତୁ କାହିଁକି କାହାକୁ ନିମନ୍ତ୍ରଣ କରାଯାଇ ନାହିଁ ତାହାର କାରଣ ଏବେ ସୁଦ୍ଧା ଜଣା ନାହିଁ । ପୁଣି ବର୍ତ୍ତମାନ ଶାହରୁଖ ଖାନ , ଅମୀର ଖାନ , ସଲମାନ ଖାନ , ସୈଫ ଅଲ୍ଲୀ ଖାନ , କରିନା କପୁର , ଶିଳ୍ପା ସେଟ୍ଟୀ , ଅକ୍ଷୟ କୁମାର , ସିଦ୍ଧାର୍ଥ ମାଲହୋତ୍ର ଏବାଂ କିଆରା ଆଡ଼ଭାନି , ରଣବୀର ଏବଂ ଦୀପିକାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇ ନଥିବା ଚର୍ଚ୍ଚା ହେଉଛି ।