ଦେଖନ୍ତୁ ଭିଡ଼ିଓ: ମାଂସ ନେଇ ଯାଉଥିଲେ ପୁରୀ ହଠାତ ଓଲଟିଲା ବସ, ପଡିଲା କାଳିଆ କୋପ, ଅବସ୍ଥା ହେଲା ଏମିତି ଯେ…

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ମନରେ ଦୁଃଖ ପ୍ରକାଶ କରିବେ ।

ଏହାସହ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବସ ଦୁର୍ଘଟଣାର ଶିକାର ହୋଇଛି । ୭୦ ଜଣ ଯାତ୍ରୀଙ୍କୁ ନେଇ ବସ୍ ବାହାରିଥିଲା ଜଗା ଦର୍ଶନ ପାଇଁ, ଆଉ ରାସ୍ତାରେ ଘଟିଲା ଏଭଳି କିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଘଟଣା ଜାଣିପାରିବେ । ଏହି ବସ୍ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭଣ୍ଡାରୀପୋଖରୀ ଠାରେ ଦୁର୍ଘଟଣାର ଶିକାର ହୋଇଥିଲା । ୭୦ ଜଣଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି ।

ଆଉ ଏହି ୨୫ ଜଣଙ୍କ ଭିତରୁ ୫ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଏହି ପାଞ୍ଚ ଜଣ ହେଉଛନ୍ତି ଅଣ ଓଡ଼ିଆ । ଆହତ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଅଣ ଓଡ଼ିଆମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ଆଉ ସେମାନେ ନନ୍ଦନ କାନନ ଯାଉଥିଲେ ।

ଦେଖନ୍ତୁ ଭିଡିଓ :-

ଆଉ ରାସ୍ତାରେ ହଠାତ୍ ଘଟିଲା ଏଭଳି କିଛି । ଏହି ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଲୋକମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଆଉ ଏହି ଘଟଣାର କାରଣ ଲୋକମାନେ ଏଭଳି କହୁଛନ୍ତି ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ ।

ଏହି ବସରେ ଯାଉଥିବା ଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ ଆଉ ସେମାନେ ମାଛ ମାଂସ ଆଉ ଅଣ୍ଡା ଆଦି ଅନେକ ଆମିଷ ଜିନିଷ ସେହି ବସରେ ନେଇ ଯାଉଥିଲେ । ଆଉ ଏହା ସେମାନେ ଖାଇଥାନ୍ତେ । ସେମାନେ ଏହିସବୁ ଗାଡ଼ିରେ ନେଇ ଯାଉଥିଲେ ।

ଏହି ଲୋକମାନେ ମାଛ ମାଂସ ଖାଇ ଭଗବାନଙ୍କ ଦର୍ଶନ କରିବେ ବୋଲି ଭାବିଥିଲେ । ଆଉ ଏଭଳି ଘଟଣା ଘଟିଗଲା । ଏହି ଘଟଣା ସଂପର୍କରେ ଯେ କେହିବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେବା ସହ ଏଭଳି କରିବା ଉଚିତ୍ ନୁହେଁ ବୋଲି କହୁଛି ।

ଏହି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କୁ ମେଡ଼ିକାଲକୁ ନେଇଥିଲା । ଆଉ ଏବେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆମିଷ ଖାଇ ମନ୍ଦିର ଦର୍ଶନ କରିବା ଠିକ୍ ନୁହେଁ । ଏହି କଥା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି ।