ବାହା ହେବାକୁ ଯାଉଛନ୍ତି କି ନୀରଜ ଚୋପ୍ରା ଏବଂ ମନୁ ଭାକର? ସାମ୍ନାକୁ ଆସିଲା ବଡ଼ ଖବର, ଜାଣନ୍ତୁ

ବିବାହ କରିବାକୁ ଯାଉଛନ୍ତି କି ମନୁ ଏବଂ ନିରଜ ଚୋପ୍ରା ? ତେବେ ବର୍ତ୍ତମାନର ସୋସିଆଲ ମିଡିଆରେ ଦୁହେଁ ଯେପରି ଛାଇ ରହିଛନ୍ତି । ଦୁହିଁଙ୍କୁ ନେଇ ସବୁଠାରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳୁଛି । ବର୍ତ୍ତମାନର ବେଶ୍ ଚର୍ଚ୍ଚିତ ମୁହଁ ରହିଛନ୍ତି ଦୁହେଁ ।  ମେଡାଲ ଜିତିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କୁ ନେଇ ଅନେକ ପ୍ରଶ୍ନ ଦେଖିବାକୁ ମିଳୁଛି । ଏପରିକି ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ମନୁ … Read more

ଲୋନ୍ ଆଣି ସୁଝି ପାରିଲେନି, ଶେଷରେ ପରିବାର ପିଲାଙ୍କୁ ଛାଡ଼ି ନଦୀକୁ ଡେ଼ଇଁ ପଡିଲେ ସ୍ୱାମୀ ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

କମେଟି ଖେଳକୁ ନେଇ ଆତ୍ମହତ୍ୟା କଲେ ପତି ପତ୍ନୀ ! ପତିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ପତ୍ନିଙ୍କର କୌଣସି ସନ୍ଧାନ ପାଇ ନାହିଁ ପୋଲିସ । କମେଟି ଖେଳଗୁଡିକରେ ସାରଫ ସୌରଭ ବାବର କୋଟି କୋଟି ଟଙ୍କା ଋଣରେ ପଡ଼ିଯାଇଥିଲେ ।  ଲୋକମାନେ ପାଞ୍ଚ ବର୍ଷ ଧରି ସୌରଭଙ୍କୁ ଚିଠି ପଠାଉଥିଲେ । ଏହି ସମୟରେ ପ୍ରାୟ ଏକ ହଜାର ଲୋକ ତାଙ୍କ ସହ ପ୍ରାୟ ୧୦କୋଟି ଟଙ୍କା ଜମା କରିଥିଲେ, କିନ୍ତୁ କେହି … Read more

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘର ପାଖରେ ରହିଛି କି ଏହି ସବୁ ଜିନିଷ ? ସାବଧାନ ପ୍ରତିକାର ନକେଲେ ନଷ୍ଟ ହୋଇଯିବ ଘରର ସୁଖ-ଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ଅବସ୍ଥିତି ଏବଂ ଏହା ଭିତରେ ଥିବା ବସ୍ତୁ ଗୁଡ଼ିକ ଘରର ସୁଖ ଶାନ୍ତି ଏବଂ ପରିବେଶ ଉପରେ ପ୍ରଭାବ ପକାଉଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ, କଣ ଆପଣ ଜାଣନ୍ତି କି ଘର ଆଖପାଖରେ ଥିବା ବସ୍ତୁ ଏବଂ ପରିବେଶ ମଧ୍ୟ ଆପଣଙ୍କ ଘର ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାଇ ଘରର ୫୦ ମିଟର ଭିତରେ ଏଭଳି କିଛି ଜିନିଷ ରହିଲେ ଏହା ଘର ଉପରେ ଅନେକ ପ୍ରକାରର କୁପ୍ରଭାବ … Read more

ନା ହଲେଇକି ନା ଉଠେଇକି! ଏହି ସହଜ ଉପାୟରେ ଜାଣନ୍ତୁ ଆପଣଙ୍କ ସିଲିଣ୍ଡରରେ ଆଉ କେତେ ଅଛି ଗ୍ୟାସ୍…

ରୋଷେଇ ପାଇଁ ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ବହୁଳ ଭାବରେ ବ୍ୟବହୃତ ହୁଏ। ପ୍ରାୟତଃ ଦେଖାଯାଏ ଯେ LPG ସିଲିଣ୍ଡର ଆବଶ୍ୟକତା ସମୟରେ ସରିଯାଇଥାଏ। ଏଭଳି ପରିସ୍ଥିତିରେ ପରିବାର ସଦସ୍ୟଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସିଲିଣ୍ଡରରେ ଥିବା ଗ୍ୟାସ୍ କେବେ ଶେଷ ହେବ? ଆମେ ଏହା ବିଷୟରେ ସଠିକ୍ ଭାବରେ ଜାଣି ପାରନ୍ତି ନାହିଁ, କେବଳ ଏହାର ଓଜନ ମାଧ୍ୟମରେ ଅନୁମାନ କରିଥାଉ। ଅନେକ ଥର ଲୋକମାନେ ଏହାକୁ ହଲାଇ ସିଲିଣ୍ଡରରେ କେତେ ଗ୍ୟାସ୍ … Read more

ଇନଷ୍ଟାଗ୍ରାମ୍ ନେଲା ଜୀବନ, ସ୍ୱାମୀ ରିଲ୍ସ ପାଇଁ ମନାକରିବାରୁ ଝୁଲି ପଡ଼ିଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମରେ ରିଲ୍ସ କରିବାର ନିଶା ଯେପରି ସମସ୍ତଙ୍କୁ ଘାରି ରଖିଛି । ଯାହାର ଯେତେ ଲାଇକ୍ସ ସେ ସେତେ ପପୁଲାର । ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ରିଲ୍ସ କରିବା ପାଇଁ ସମସ୍ତେ ଉତ୍ସାହିତ । ତେବେ ଇନଷ୍ଟାଗ୍ରାମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୋଏଡ଼ାରେ । ସ୍ବାମୀ ଇନଷ୍ଟାଗ୍ରାମ ବ୍ୟବହାର କରିବାକୁ ମନା କରିବାରୁ ସ୍ତ୍ରୀ କରିଛି ଆତ୍ମହତ୍ୟା । ତେବେ ଏଭଳି ଘଟଣା ନୋଏଡ଼ାର ସଦରପୁର … Read more

ସ୍ତ୍ରୀ ଶାରିରୀକ ସମ୍ପର୍କ ରଖିବାକୁ ମନା କଲେ ଛାଡ଼ପତ୍ର ଦେଇ ପାରିବ କି ସ୍ଵାମୀ? ଆପଣଙ୍କ ମତ କଣ?

ସ୍ତ୍ରୀ ଯଦି ଶାରିରୀକ ସମ୍ପର୍କ ରଖିବାକୁ ମନା କରେ ତେବେ ଏ ନେଇ ଛାଡ଼ପତ୍ର ଦେଇ ପାରିବେ ନାହିଁ ସ୍ଵାମୀ । ବର୍ତ୍ତମାନର ସମୟରେ ଅଧିକରୁ ଅଧିକ ସ୍ଵାମୀ ସ୍ତ୍ରୀ ଭିତରର କେଶ୍ ହାଇକୋର୍ଟରେ ପଞ୍ଜୀକୃତ ହେବାର ଦେଖା ଯାଉଛି । ସମାଜର ଏକ ପବିତ୍ର ସଙ୍ଘ ହେଉଛି ବିବାହ । ଯାହା ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ହଜାର ହଜାର ଡିଭୋର୍ସ  କେଶ୍ ଏବେ ବି କୋର୍ଟ ରେ ପଡ଼ି ରହିଛି । ଗୋଟେ … Read more

କାଉଁରିଆ ଯାତ୍ରାରେ ରେ ଯାଇଥିଲେ ସ୍ୱାମୀ, ଏପଟେ ସ୍ତ୍ରୀ ପ୍ରେମିକ ସହ ହୋଇଗଲା ଫେରାର…

ଆଜିକାଲି ଯୁଗରେ ଲୋକମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସମାଜ ପାଇଁ ନିନ୍ଦନୀୟ ଅଟେ। ସମାଜରେ କିଛି ଖରାପ ସ୍ଵଭାଵ ର ମହିଳାମାନେ ନିନ୍ଦନୀୟ ଅଟନ୍ତି । ଆଜିକାଲି ଯୁଗରେ ସ୍ବାମୀ ହୁଅନ୍ତୁ ବା ସ୍ତ୍ରୀ ସେମାନେ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ପିଲାଛୁଆ ସଂସାର କରି ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ … Read more

ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ, ପ୍ରମାଣ ନଷ୍ଟ କରିବାକୁ ଶାଶୁ ଓ ଶ୍ୱଶୁର କଲେ ଭୟଙ୍କର କାମ, ଜାଣନ୍ତୁ ପୁରା ଘଟଣା

ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣା । ଯୌତୁକ ପାଇଁ ଶାଶୁଘର ଲୋକେ ଓ ସ୍ଵାମୀ ମିଶି ମାରି ଦେଲେ ବୋହୂକୁ । କେବଳ ସେତିକି ନୁହେଁ ବରଂ କାହାକୁ କିଛି ନ କହି ରାତିରେ ଲୁଚି ବୋହୂକୁ ପୋଡ଼ି ଦେଇଛନ୍ତି ମଧ୍ୟ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁରୁଣା ଗାଁରେ । ପୁରୁଣା ଗାଁରେ ସୁଦା ବଣିଆଙ୍କର ନମିତା ବଣିଆଙ୍କ ସହିତ ବୈଦିକ ରୀତି ନୀତିରେ ବାହାଘର … Read more

ଏହି 10 ଟି କାରଣ ଯୋଗୁ ଖରାପ ହୋଇଥାଏ ରୋମାଣ୍ଟିକ ସମ୍ପର୍କ…

ଆଜିକାଲି ସମ୍ପର୍କ ଦ୍ରୁତ ଗତିରେ ଭାଙ୍ଗିବା ଆରମ୍ଭ ହୋଇଛି। ସମଗ୍ର ବିଶ୍ୱରେ ଛାଡପତ୍ର ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ଭଳି ଦେଶରେ, ଯେଉଁଠାରେ ଛାଡପତ୍ର ମାମଲା ନଥିଲା କହିଲେ ଚଳେ, ସେଠାରେ ମଧ୍ୟ ଏବେ ଅଲଗା ହେବାର ଧାରା ଆରମ୍ଭ ହୋଇଛି। ରୋମାଣ୍ଟିକ୍ ସମ୍ପର୍କର ଭାଙ୍ଗିବା ଆଉ ବଡ ଖବର ଭାବରେ ବିବେଚନା କରାଯାଏ ନାହିଁ। କିନ୍ତୁ ଏହା କାହିଁକି ଘଟେ? ପ୍ରେମ କିମ୍ବା ବିବାହ ବନ୍ଧନରେ ବନ୍ଧା ହୋଇ ରହିଥିବା ଦୁଇ … Read more

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ତାରିଖରୁ ଜାଣିପାରିବେ ଯେ ଆପଣଙ୍କ ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ ମ୍ୟାରେଜ୍…

କୁହାଯାଏ ବିବାହ ଯୋଡି ସ୍ଵର୍ଗରୁ ହୋଇଆସିଥାଏ। ଯିଏ ଯାହା ଭାଗ୍ୟରେ ଥାଏ, ଜୀବନ ସାଥି ଭାବରେ ପାଇଥାଏ। କିନ୍ତୁ ଯୁବପିଢି ଭାବିଥାନ୍ତି ଯେ ସେମାନଙ୍କର ପ୍ରେମ ବିବାହ ନା ପରିବାର ନିଷ୍ପତିରେ ବିବାହ ହେବ? ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ତାରିଖରୁ ଜାଣିପାରିବା ଯେ କିପରି ଭାବେ ବିବାହ ହେବ । ୧, ୧୦, ୧୯, ୨୮ ତାରିଖ ହେଉଛି ଏହା ସୂର୍ଯ୍ୟଙ୍କର ଅଙ୍କ । ଯେଉଁମାନଙ୍କ ଜନ୍ମ ମାସର ଏହି ତାରିଖରେ ଏମାନେ ସ୍ଵଭାଵରେ … Read more