କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ

ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ। କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ। ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ। ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ। … Read more

ଏହିସବୁ ଖାଦ୍ୟ ଆମିଷ ଅଟେ ଯାହାକୁ ଆମେ ନିରାମିଷ ଭାବି ଠାକୁରଙ୍କ ବାରରେ ବି ଖାଇଥାଉ ଜାଣିରଖନ୍ତୁ ନହେଲେ ଲାଗିବ ପାପ

ଦୁନିଆରେ ଲୋକ ବିଭିନ୍ନ ପ୍ରକାରର ଜିନିଷର ଶୌଖିନ ହୋଇଥାନ୍ତି। ଯେଉଁଥିରେ କିଛି ଯାହାଙ୍କୁ ଖାଇବାର ଶୌକ ଅଧିକ ଥାଏ। ଅନେକ ଲୋକଙ୍କ ରୂଚି ମାଂସାହାରୀ ଭୋଜନ ଖାଇବାରେ ଥାଏ ତ ଆଉ କିଛି ଶାକାହାରୀ ଖାଇବାକୁ ଭଲ ପାଆନ୍ତି। ବର୍ତମାନ ସମୟରେ ଲୋକମାନେ ଭଲ ସ୍ୱାସ୍ଥ୍ୟ ପାଇଁ ସାକାହାରୀକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ଆମ ହିନ୍ଦୁ ଧର୍ମରେ ସାତ ବାର ମଧ୍ୟରୁ କେତେକ ବାରକୁ ଲୋକମାନେ ଭଗବାନଙ୍କ ବାର ମାନି ସେ ଦିନ ନିରାମିଷ ଖାଇଥାନ୍ତି। ହେଲେ … Read more

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୫ଟି ପୁରୁଣା ଜିନିଷ, ନହେଲେ ରାଗିଯିବେ ମା ଲକ୍ଷ୍ମୀ ପଡ଼ିବନି କୃପାଦୃଷ୍ଟି

ଆଲୋକର ପର୍ବ ଦୀପାବଳୀ, ସବୁଆଡେ ଏବେ ଉତ୍ସବ ମୁଖର।କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍‌ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ ପୂରା ଘରକୁ ଦୀପରେ ସଜା ଯାଇଥାଏ। କୁହାଯାଏ, ଏହିଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହିଦିନ ଘରକୁ ସଫାସୁତରା ରଖିଲେ ମା’ଙ୍କ ଶୁଭଦୃଷ୍ଟି ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ତେଣୁ ଘରେ ଥିବା ଭଙ୍ଗାଦଦରା ସାମଗ୍ରୀ ବାହାରକୁ ଫିଙ୍ଗି … Read more

ଜାଣନ୍ତୁ ଧନତେରସ ଦିନ ଧାତୁ ପଦାର୍ଥ କିଣିବାର ଶୁଭ ମୁହୂର୍ତ୍ତ, ଏହି ସମୟରେ କିଣନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା

୨୨ ଓ ୨୩ ନଭେମ୍ବର ୨୦୨୨, ଶନିବାର ଓ ରବିବାର ଏଥର ୨ ଦିନରେ ଧନତେରସ ବା ଧନ୍ଵନ୍ତରୀ ଉତ୍ସବ ପାଳନ କରାଯିବ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବଟି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧାନର ଦେବୀଙ୍କ ଆଗମନ ହୋଇଥାଏ, ତେଣୁ ଏହି ଦିନଟିକୁ ଧନତେରସ ବା ଧନ୍ଵନ୍ତରୀ ବୋଲି କୁହାଯାଏ। ଧନତେରସ ବା ଧନ୍ଵନ୍ତରୀକୁ ଧାନ ତ୍ରୟୋଦଶୀ ବା ଧନ୍ଵନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ଜ୍ୟୋତିଷଶାସ୍ତ୍ରରେ କହିବା ଅନୁସାରେ ସମୁଦ୍ର … Read more

ସ୍ତ୍ରୀ ମାନେ ଯଦି ସର୍ବଦା କରିନ୍ତି ଏହି ୫ଟି ଭୁଲ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଧନ ଲକ୍ଷ୍ମୀ କେବେ ରହିବେ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ କରୁଥିବା ସ୍ତ୍ରୀ ମାନଙ୍କର ଏହି 5ଟି ଭୁଲ କାରଣରୁ ଲକ୍ଷ୍ମୀ ହୋଇଥାଆନ୍ତି ନିରାଶ । ୧. ନିଜ ସ୍ୱାମୀର ସେବା ନ କରିବା ୨. ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସେବା କରନ୍ତି ନାହିଁ ମାଆ ଲକ୍ଷ୍ମୀ ତାଙ୍କ ଘରେ କେବେ ରୁହନ୍ତି ନାହିଁ, ମାଆ ଲକ୍ଷ୍ମୀ ନିଜେ ଶ୍ରୀ ହରୀ ଙ୍କର ସେବା କରିଥାଆନ୍ତି । ୩. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ସବୁଦିନ ଝଗଡା କରିଥାଆନ୍ତି ତାଙ୍କ … Read more