ଦେଖନ୍ତୁ ଭିଡ଼ିଓ : ଝିଅକୁ ଟ୍ରାକ୍ କରିବାକୁ ମୁଣ୍ଡରେ CCTV କ୍ୟାମେରା ଲଗାଇଦେଲେ ବାପା।

ସନ୍ତାନ ପ୍ରତି ଚିନ୍ତା ସର୍ବଦା ପିତାମାତାଙ୍କୁ ଘେରି ରହିଥାଏ । ସବୁ ପିତାମାତା ଚାହାନ୍ତି ତାଙ୍କର ସନ୍ତାନ ସୁରକ୍ଷିତ ରୁହନ୍ତୁ । ଘରୁ ବାହାରକୁ ଯୁଆଡ଼େ ବି ଯାଆନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ । କିନ୍ତୁ ଆଜିର ଏମିତି ପରିବେଶ ହେଲାଣି ଝିଅମାନଙ୍କୁ ନେଇ ଅସୁରକ୍ଷିତ ବଢ଼ିବାରେ ଲାଗିଛି। ତେବେ ନିଜ ଝିଅର ସୁରକ୍ଷା ପାଇଁ ଜଣେ ପାକିସ୍ତାନୀ ପିତା ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଝିଅ … Read more

ଐଶ୍ବର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ କଣ କରିଥିଲେ ସଲମାନ, ସବୁ ଖୋଲି କହିଦେଲେ ଭାଇଜାନ୍

ଭାଇରାଲ ହେଲା ଭିଡିଓ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଅଭିଯୋଗର ବୟାନ ଦେଲେ ସଲମାନ୍ ଖାନ୍ । ଐଶ୍ୱର୍ଯ୍ୟା ଓ ସଲମାନ୍ ଙ୍କ ପ୍ରେମ କାହାଣୀ ବହୁ ପୁରୁଣା ହୋଇଥିଲେ ମଧ୍ୟ ଆଜିବି ପୁରା ଫ୍ୟାନ୍ସ ମାନଙ୍କ ମନରେ ତାଜା ଭଳି ରହିଛି । ହୁଏ ତ ସଲମାନ୍ ଖାନ୍ ଙ୍କ ସିଙ୍ଗିଲ ରହିବା ଏହି ଘଟଣାକୁ ଭୁଲାଇ ପାରୁନି ଫ୍ୟାନ୍ସ ଙ୍କ ମନରୁ ।  ନିକଟରେ ସୋସିଆଲ ମିଡିଆରେ ଏକ ବହୁ ପୁରୁଣା ଭିଡିଓ ଭାଇରାଲ୍ … Read more

ଖୋଲିଲା ବଡ଼ ରହସ୍ୟ, ପବିତ୍ରାଙ୍କୁ ପ୍ରାଇଭେଟ୍ ପାର୍ଟର ଫଟୋ ପଠାଇ ଲିଭ ଇନରେ ରହିବାକୁ କହୁଥିଲା ରେଣୁକାସ୍ବାମୀ, ଜାଣନ୍ତୁ

ଚିତ୍ରଦୁର୍ଗରେ ରହୁଥିବା ୩୩ ବର୍ଷୀୟ ରେଣୁକାସ୍ୱାମୀ ର ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପବିତ୍ରା ଗୌଡା ଓ ଅନ୍ୟ ୧୫ ଜଣଙ୍କୁ ଗିରଫ କରାଯାଇଛି।  ଅନୁସନ୍ଧାନରୁ ଜଣାପଡିଛି ଯେ ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ୱାମୀ ତାଙ୍କ ଗର୍ଲଫ୍ରେଣ୍ଡ ପବିତ୍ରାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ଏହା ପରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।  ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା, ଏକ ଶେଡରେ ରଖାଯାଇଥିଲା। ତାଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା। ଏପିରି … Read more

୪୫ ବର୍ଷ ହେଲା ପୂଜା ପାଉଥିଲେ, ଏବେ ପୂଜା ମଣ୍ଡପରେ ଲାଗିଲା ୧୪୪ଧାରା, କାନ୍ଦୁଛନ୍ତି ଗାଁ ଲୋକେ, ଜାଣନ୍ତୁ ପୁରା ଘଟଣା

ଗଜାନନ ଗଣେଶ ପୂଜା ସବୁଆଡେ ଉତ୍ସବମୁଖର ହୋଇ ଉଠିଛି। କିନ୍ତୁ ଗୋଟେ ଗାଁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା। ଗାଁ ଲୋକେ ଖୁସିରେ ସାଜସଜ୍ଜା କରୁଥିଲେ ରାତି ପାହିଲେ ଗଜାନନଙ୍କ ପୂଜା କରିଥାନ୍ତେ।  ସମସ୍ତେ ସକାଳକୁ ଅପେକ୍ଷା କରିଥିଲେ ଗଣେଶ ପୂଜା ଧୁମାଧାମରେ ପାଳନ କରିଥାନ୍ତେ। କିନ୍ତୁ ହଠାତ ରାତି ଅଧରେ ପୋଲିସ କର୍ମଚାରୀ ମାନେ ଗଣେଶ ମୂର୍ତ୍ତି ପାଖରେ ଘୂରି ବୁଲୁଛନ୍ତି।  ଯାହା ଆପଣ ମାନେ ଏହି ଭିଡିଓଟିରେ ଦେଖି ପାରୁଥିବେ। ଆଉ … Read more

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କଲେ କାରଖାନା ମାଲିକ!

ରାଜସ୍ଥାନର ବିକାନେର ଜିଲ୍ଲାର ଖାରା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଅବସ୍ଥିତ ଏକ ପ୍ଲାଷ୍ଟର କାରଖାନାରେ ଜଣେ ଯୁବକଙ୍କୁ ମାଡ ମାରି ହତ୍ୟା କରିବା ପରେ ଏବେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକ ପିବିଏମ୍ ହସ୍ପିଟାଲର ଶବ ବ୍ୟବଚ୍ଛେଦ ବାହାରେ ଏକ ଧାରଣାରେ ବସିଛନ୍ତି। ପ୍ରକୃତରେ ଗତକାଲି ଖାରା ଶିଳ୍ପାଞ୍ଚଳରେ ଅବସ୍ଥିତ ପ୍ଲାଷ୍ଟର କାରଖାନାରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ତାଙ୍କୁ ମାଡ … Read more

ସୁନିତାଙ୍କ ବିନା ପୃଥିବୀକୁ ଫେରି ଆସିଲା ବୋଇଙ୍ଗ ଷ୍ଟାର ଲାଇନର।

ତିନିମାସ ଧରି ମହାକାଶରେ ଅଟକି ରହିଥିବା ଷ୍ଟାରଲାଇନର୍ କୌଣସି କ୍ରୁ ସଦସ୍ୟଙ୍କ ବିନା ସ୍ପେସ୍ ଷ୍ଟେସନ ଛାଡି ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛି। ଜୁନ୍ ୫ ରେ ମହାକାଶକୁ ଯାଇଥିଲେ ସୁନିତା ଏବଂ ତାଙ୍କ ସାଥି ବୁରି ୱିଲମୋର। ତାଙ୍କ ମହାକାଶର ମିଶନ ରହିଥିଲା ୮ ଦିନ ପାଇଁ। ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମାନଙ୍କୁ ଫେରାଇ ଆଣିବାରେ ଅସଫଳ ହୋଇଥିଲା। ଫଳରେ ମହାକାଶରେ ଫସିରହିଥିଲେ ସୁନୀତା ଏବଂ ତାଙ୍କ ସାଥି। ବର୍ତ୍ତମାନ ସୁନୀତା ଏବଂ … Read more

ଏମିତି କରନ୍ତୁ E- KYC, ମିଳିବ ନୂଆ ରାସନ କାର୍ଡ, ନହଲେ କଟିଯିବ ନାମ

ରାସନ କାର୍ଡରେ ସ୍ବଚ୍ଛତା ଆସିବ ବୋଲି କୁହାଯାଇଛି। ଭୂତ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ସବୁ ହିତାଧିକାରୀଙ୍କ ରାସନକାର୍ଡ ସହ ଇକେୱାଇସି ସଂଯୋଗ ବାଧ୍ୟତା ମୂଳକ କରାଯାଇଛି। ନିଜ ଡିଲରଙ୍କ ପାଖରେ ଇକେୱାଇସି ଅପଡେଟ କରିପାରିବେ ହିତାଧୀକାରୀ ମାନେ।  ତେବେ ମାସକ ମଧ୍ୟରେ ଏହି ପ୍ରକ୍ରିୟା ସାରିବା ପାଇଁ ସରକାରଙ୍କ ନିଷ୍ପତିକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ। ବିଧାନସଭା ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ … Read more

କରୀନା କପୁରଙ୍କ ‘ଦ ବକିଙ୍ଗ୍‌ହମ୍ ମର୍ଡର୍’ ଫିଲ୍ମର ଟ୍ରେଲର୍ ହେଲା ରିଲିଜ୍; ଫିଲ୍ମଟି ମର୍ଡର ମିଷ୍ଟ୍ରୀ ଏବଂ ସସ୍‌ପେନ୍ସ ଭରପୁର।

ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ବକିଙ୍ଗ୍‌ହମ୍ ମର୍ଡର୍ସ’ର ଟ୍ରେଲର ରିଲିଜ ହେବା ପରେ ପ୍ରଶଂସକମାନେ ଫିଲ୍ମ ଦେଖିବାକୁ ହେଲେ ବହୁତ ଉତ୍ସାହିତ। ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଟ୍ରେଲର୍‌ ବାହାରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫିଲ୍ମର ନା’ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଏହା ଏକ ମର୍ଡର ମିଷ୍ଟ୍ରୀ। କରୀନା କପୁରଙ୍କ ଫିଲ୍ମ ‘ଦ ବକିଙ୍ଗ୍‌ହମ୍ ମର୍ଡର୍ସ’ ୧୩ ସେପ୍ଟେମ୍ବର ୨୦୨୪ ସିନେମା ହଲ … Read more

ଟିପ ଚିହ୍ନ ନେଇ ଲୋକଙ୍କ ବଢ଼ିଲା ଅଡୁଆ, ୫କିଲୋ ଚାଉଳ ପାଇଁ ପ୍ରବାସରୁ ଫେରିବେ ହଜାର ହଜାର ଲୋକେ, ଜାଣନ୍ତୁ ପୁରା ଖବର

ରାଜ୍ୟରେ ପ୍ରାୟ ୮୫ ଲକ୍ଷ ରାସନ୍‌ କାର୍ଡ ରହିଛି । ଏହା ଦ୍ୱାରା ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । କିନ୍ତୁ ଦୀର୍ଘବର୍ଷ ଧରି ଯାଞ୍ଚ୍‌ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ହିତାଧିକାରୀଙ୍କ ନାମରେ ବି ଖାଉଟି ସାମଗ୍ରୀ ଉଠୁଥିଲା । ଫଳରେ ହଜାରହଜାର କୁଇଣ୍ଟାଲ ଖାଉଟି ସାମଗ୍ରୀ ବାଟମାରଣା ହୋଇଆସୁଥିଲା । ଏଥିରେ ରୋକ୍‌ ଦେବା ଲାଗି ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି । … Read more

ଜଙ୍ଗଲ ମଝିରେ ଚଳନ୍ତା ଟ୍ରେନରୁ ଖସି ପଡିଲା ୫ ବର୍ଷର ବାଳକ ପ୍ରୀତିଶ। ଆଉ ତାପରେ କଣ ହେଲା ପ୍ରୀତିଶ ର ଆସନ୍ତୁ ଜାଣିବା…

ଚଳନ୍ତା ଟ୍ରେନରୁ ଖସି ପଡ଼ିଲା ମାତ୍ର ୫ ବର୍ଷ ବୟସର ବାଳକ ପ୍ରୀତିଶ, ଜଙ୍ଗଲ ମଝିରେ ରାତି ବିତାଇଲା ଆଉ ସକାଳୁ ସୁରକ୍ଷିତ ଉଦ୍ଧାର ବି ହେଲା । ଏହି ଘଟଣାକୁ ଯିଏ ଶୁଣୁଛି ସେ ଚକିତ ହୋଇପଡ଼ୁଛି ଆଉ କହୁଛି ରଖିବ ହରି ତାକୁ ମାରିବ କିଏ? ଡଟଣାଟି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର। ଗତକାଲି ବିଳମ୍ବିତ ରାତିରେ ଦୁର୍ଗ-ପୁରୀ ଟ୍ରେନରେ ଯାଉଥିବା ବେଳେ ଘଟିଥିଲା ଅଘଟଣ । ଟ୍ରେନରେ ଯାଉଥିବା ବ୍ରହ୍ମପୁରର ମାନସ ହୋତାଙ୍କ ୫ … Read more