ଫୋନରେ ବ୍ୟସ୍ତ ରହି ଚା ତିଆରି କଲାବେଳେ ଝିଟିପିଟି ପଡ଼ି ସିଝିଗଲା, ଜାଣିନପାରି ପିଇଦେଲେ ଯୁବତୀ, ଆଉ ତାପରେ…

ରାଜସ୍ଥାନର ଚିତ୍ତରଗଡର ରାୱତବାଟା ପୋଲିସ ଷ୍ଟେସନ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ଘଟଣା ଅନୁଯାୟୀ, ଜଣେ ୨୨ ବର୍ଷର ବାଳିକା ରୋଷେଇ ଘରକୁ ଯାଇ ଚା ’ତିଆରି କରି ମୋବାଇଲରେ ବ୍ୟସ୍ତ ଥିଲେ ।  ଏହି ସମୟ ମଧ୍ୟରେ ଏକ ଝିଟିପିଟି ଚା’ରେ ପଡ଼ି ଯାଇଥିଲା । ମାତ୍ର ସେ ଏହି ଝିଟିପିଟିକୁ ଦେଖି ନ ଥିଲେ । ତେଣୁ ଚାକୁ ସ୍ୱାଦିଷ୍ଟ କରିବା ପାଇଁ ଝିଅଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଚା … Read more

ପୁଣି ଆସୁଛି ଭୟଙ୍କର ଘୁର୍ଣ୍ଣିବଳୟ, ଭାସିଯିବ ଓଡ଼ିଶାର ଅଧା ଜିଲ୍ଲା, ଆସିଲା ୟେଲୋ ଆଲର୍ଟ

ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ଲାଗି ରହିଛି ବର୍ଷା ପବନ । ଗତ ଦୁଇ ଦିନ ହେବ ପାଗ ଶୁଖିଲା ଥିବା ବେଳେ ଆସନ୍ତା ୧୧ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।  ଆସନ୍ତା ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି … Read more

ରିଲ୍ସ କଲାବେଳେ ଘଟିଲା ଅଘଟଣ! ପୋଖରୀରେ ବୁଡ଼ିଗଲେ ୨ ଯୁବକ…

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଘଟିଛି ଅଘଟଣ। ୪ ଜଣ ସାଙ୍ଗ ତାପଙ୍ଗ ବୁଲି ଆସିଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ରିଲ୍ସ କଲାବେଳେ ୨ଜଣ ଯୁବକ ଖଣି ପୋଖରୀରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଓଡ୍ରାଫ ଟିମ ଏବଂ ସ୍କ୍ବ୍ୟବା ଡ୍ରାଇଭର ପହଞ୍ଚି ଅତ୍ୟାଧୁନିକ ବୈଷୟିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ନିଖୋଜ ଯୁବକଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରଖିଛନ୍ତି। ଅପରପକ୍ଷରେ ତାପଙ୍କ ବୁଲିବାକୁ ଆସିଥିବା ଅନ୍ୟ ସାଙ୍ଗଙ୍କୁ ପୁଲିସ ଅଟକ ରଖି … Read more

ଓଡ଼ିଆ ଭଜନର ଉପହାସ ଉଡାଇ କରି ଗାଇଲେ ଏହି ଦୁଇ କଣ୍ଠଶିଳ୍ପୀ…

ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ପ୍ରସିଦ୍ଧ ଭଜନକୁ ତାତ୍ସଲ୍ୟ କଲେ ୨ ଜଣ ଗୀତିକାର । ଓଡ଼ିଆ ଭଜନର କଲେ ଉପହାସ। ଆସ ଆସ ମୋର ସରଗ ତାରା ଭଜନର ସ୍ବରକୁ କଦର୍ଯ୍ୟ କରି ଗାଇଲେ ହ୍ୟୁମାନ ସାଗର ଏବଂ ରୁକୁ ସୁନା । ଜଣେ ଭଜନକୁ କଦର୍ଯ୍ୟ କରି ଗାଉଥିବା ବେଳେ ଆଉ ଜଣେ ତାର ମଜା ନେଉଥିବା ଭିଡିଓ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଓଡ଼ିଆ ଭଜନ ବ୍ୟଙ୍ଗ କରି ଗାଉଛନ୍ତି ରୁକୁ ସୁନା । … Read more

ଅଭିଜିତ୍ ତମେ ମୋ ପ୍ରେମକୁ ବୁଝିପାରିଲନି’ ଶେଷ ପ୍ରେମ ପତ୍ର ଲେଖି ନଦୀକୁ ଡେ଼ଇଁ  ପଡିଲେ ଯୁବତୀ, ଜାଣନ୍ତୁ ପୁରା ଘଟଣା

ପ୍ରେମ ନେଲା ଆତ୍ମହତ୍ୟାର ରୂପ । ପୂର୍ବରୁ ପ୍ରେମକୁ ନେଇ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଠିକ୍ ସେହିପରି ବର୍ତ୍ତମାନ ମଧ୍ୟ ପ୍ରେମକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପ୍ରେମରେ ଅସଫଳ ହେବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧୁବନିର ବିସ୍ଫି ଥାନା ଅନ୍ତର୍ଗତ ବଲହା ଘାଟ ଅଞ୍ଚଳର ଧଉଁସ ନଦୀରେ । ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଯୁବତୀ … Read more

ବସ୍ ଷ୍ଟାଣ୍ଡରେ ପ୍ରେମିକ ସହ ପ୍ରେମ କରୁଥିଲେ ଯୁବତୀ, ପହଞ୍ଚି ଯାଇଥିଲେ ଯୁବତୀଙ୍କ ବାପା, ଆଉ ତା ପରେ ଦେଖନ୍ତୁ କଣ ହେଲା

ସମାଜ ସର୍ବଦା ପ୍ରେମକୁ କେବଳ ବିବାହ ଆକାରରେ ଗ୍ରହଣ କରେ । ଅନେକ ଥର ଲୋକମାନେ ନିଜ ପ୍ରେମୀଙ୍କୁ ଗୁପ୍ତରେ ଭେଟନ୍ତି, କିନ୍ତୁ ବେଳେ ବେଳେ ଏହି ଲୁଚି ଲୁଚି ଭେଟିବା ବହୁ ପ୍ରେମୀ ଯୁଗଳଙ୍କ ଉପରେ ଭାରି ପଡ଼ି ଯାଇଥାଏ ।  ଆମେ ଏହା କହୁଛୁ କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏହି ଘଟଣାର ସ୍ପଷ୍ଟ ପ୍ରମାଣ ଦେଉଛି । ଭାଇରାଲ ଭିଡିଓରେ ଏକ ଯୁବତୀ ସହରର ଏକ ସିଟି ବସ ଷ୍ଟାଣ୍ଡରେ … Read more

ଯୁବତୀଙ୍କ ମୁଣ୍ଡ ଭିତରୁ ପୁଳା ପୁଳା ଛୁଞ୍ଚି ବାହାରିବା ସହ ଆପେ ଆପେ କଟି ଯାଉଛି ହାତ, ଜାଣନ୍ତୁ ପୁରା ଘଟଣା

ମୁଣ୍ଡରୁ ବାହାରୁଛି ପୁଳା ପୁଳା ଇଞ୍ଜେକସନ ଛୁଞ୍ଚି ! ଆପେ ଆପେ କଟି ଯାଉଛି ହାତ ! ଆଜ୍ଞା ହଁ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଇଞ୍ଚ ଗ୍ରାମରେ । ସେହି ଗ୍ରାମର ଏକ ଯୁବତୀଙ୍କ ମୁଣ୍ଡରୁ ବାହାରୁଛି ଏହି ଛୁଞ୍ଚି । ଯୁବତୀ ଜଣଙ୍କ ବର୍ତ୍ତମାନ … Read more

ବିଳମ୍ବରେ ଘରକୁ ଆସୁଥିଲା ନାବାଳକ ଭଡାଟିଆ, ମାଲିକାଣୀ ତାଗିଦ କରିବାରୁ ୩୫ ଥର ଛୁରୀ ଘୋପି କଲା ଭୟଙ୍କର ହତ୍ୟା…

ଭଡାଟିଆ କରିଛି ମାଲିକାଣି ର ନିର୍ମମ ହତ୍ୟା। ଏହିପତି ଏକ ଘଟଣା ଜୟପୁର ଗୋନେର ଅଞ୍ଚଳର ଗୌରବ ଭାଟିକାର ଘଟିଛି। ଜଣେ ମହିଳା, ଭଡାଟିଆଙ୍କୁ ବିଳମ୍ବରେ ଆସିବାକୁ ନେଇ ତାଗିଦ କରିଥିଲେ । କିନ୍ତୁ ଏହି କଥା ପସନ୍ଦ ଆଣିନଥିଲା ଭଡାରେ ରହୁଥିବା ଯୁବକକୁ। ଏହା ନେଇଥିଲା ଏକ ଉଗ୍ର ରୂପ ଏବଂ ଶେଷରେ ନାବାଳକ ଜଣକ ରାଗିଯାଇ ମହିଳାଙ୍କୁ ନିର୍ମମ ହତ୍ୟା କରିଛି। ଏକ ଛୁରୀରେ ସେ ମାଲିକାଣି ର ବେକ କାଟିବା ସହ ସାରା … Read more

କାହିଁକି ଇନ୍ଦ୍ରଦେବ ମହିଳାମାନଙ୍କୁ ମାସିକ ଧର୍ମର ଅଭିଶାପ ଦେଇଥିଲେ? ଏହା ପଛର ରହସ୍ୟ ଆଶ୍ଚର୍ଯ୍ୟ କରିଦେବ

ସମସ୍ତ ମହିଳାଙ୍କର ମାସିକ ଧର୍ମ ବା ରୁତୁସ୍ରାବ ହୋଇଥାଏ, ଯେଉଁଠାରେ ଡାକ୍ତରମାନେ ଏହାକୁ ଏକ ସାଧାରଣ ପଦ୍ଧତି ଭାବରେ ବିବେଚନା କରନ୍ତି। ତେବେ ହିନ୍ଦୁ ଧର୍ମ ଅନୁସାରେ ମହିଳାମାନଙ୍କ ପ୍ରତି ମାସରେ ହେଉଥିବା ମାସିକ ଧର୍ମ ଦେବରାଜ ଇନ୍ଦ୍ରଙ୍କ ଏକ ଅଭିଶାପ ଅଟେ। ଭାଗବତ ପୁରାଣ ଅନୁସାରେ ଅନୁସାରେ ସ୍ତ୍ରୀ ଲୋକମାନଙ୍କ ମାସିକ ଧର୍ମ କାହିଁକି ହୋଇଥାଏ, ଏହି ବିଷୟରେ ଗୋଟେ ପୌରଣିକ କଥା ରହିଛି। ପୂରାଣ ହିସାବରେ ବୃହସ୍ପତି ଦେବତମାନଙ୍କ ଗୁରୁଥିଲେ। ଥରେ ସେ ଦେବରାଜ … Read more

​​​ବିନା ନିମନ୍ତ୍ରଣରେ ଅମ୍ବାନୀ ବାହାଘରରେ ପହଞ୍ଚିଲେ ଦୁଇ ବ୍ୟକ୍ତି, ଆଉ ତା ପରେ ଯାହା ହେଲା ଜାଣନ୍ତୁ

ଦୀର୍ଘ ପାଞ୍ଚ ମାସର ପ୍ରି ୱେଡିଂ ପରେ ସରିଯାଇଛି ବାହାଘର । ବାହାଘରର ଆୟୋଜନ ଦେଖି ଲାଗୁଥିଲା ଯେମିତି ବିଶ୍ବରେ ଏଭଳି ବାହାଘର ଆଗରୁ କେବେ ହୋଇ ନାହିଁ । ସବୁଠାରେ ଏବେ ଗୋଟିଏ ଚର୍ଚ୍ଚା । ତାହା ହେଉଛି ଅନନ୍ତ ଏବଂ ରାଧିକାଙ୍କ ବିବାହ ।  ତେବେ ଦୁହିଁଙ୍କ ବିଭାଘର ଗତ ୧୨ ତାରିଖରେ ସମ୍ପୂର୍ଣ୍ଣ ହୋଇଛି । ଏହି ବିବାହ ଉତ୍ସବରେ ଦେଶ ବିଦେଶର ସମସ୍ତ ନାମିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ଅଭିନେତା, … Read more