ୟୁ.ପି. ରେ ଡିବୃଗଡ଼ ଏକ୍ସପ୍ରେସ ର ଦୁର୍ଘଟଣା! ୨୧ ଟି କୋଚ୍ ଖସିଗଲା, ୨ ଜଣଙ୍କ ମୃତ୍ୟୁ ଏବଂ ୨୫ ଆଘାତ…

ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର 5 ଏସି ସହିତ 21 ଟି ବଗି ଖସିଲା। 3 ଥର ଓଲଟିଲା ବଗି। ପଲଏହି ଦୁର୍ଘଟଣାରେ 2 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି। ଏଥିସହିତ ଦୁଇ ଯାତ୍ରୀଙ୍କ ଗୋଡ କାଟି ଦିଆଯାଇଛି। ତେବେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ମାନକପୁର ଏସଡିଏମ ଯଶୱନ୍ତ କୁମାର ପୂର୍ବରୁ କହିଥିଲେ। ଏକ ଘଣ୍ଟା ପରେ ସେମାନେ 2 ଯାତ୍ରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ଅଧିକାଂଶ ଆହତ ଯାତ୍ରୀ … Read more

କୋହଲିଙ୍କୁ କିଣିବା ପାଇଁ ଅମ୍ବାନୀଙ୍କ ପାଖେ ଟଙ୍କା ନାହିଁ, ଅମ୍ବାନୀଙ୍କ ଗର୍ବ ଭାଙ୍ଗିଦେଲେ ବିରାଟ, ଜାଣନ୍ତୁ ପୁରା ଖବର

ନିକଟରେ ଶେଷ ହୋଇଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବାହାଘର । ଅମ୍ବାନୀ ପରିବାରର ଏହି ବାହାଘର ବୋଧେ ହୁଏ ସମସ୍ତଙ୍କୁ ଚମକାଇ ଦେଇଛି । ବିଶ୍ବରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି ଏହି ବାହାଘର ।  ଦୀର୍ଘ ୫ ମାସର ପ୍ରି ୱେଡ଼ିଂ ପରେ ବାହାଘର ଆଉ ପୁଣି ଶୁଭ ଆଶୀର୍ବାଦ ଉତ୍ସବ । ତେବେ ଏହି ପ୍ରି ୱେଡ଼ିଂ ଠାରୁ ଆରମ୍ଭ କରି ବାହାଘର ଏବଂ ଶୁଭ ଆଶୀର୍ବାଦ ଉତ୍ସବରେ ଆପଣ କଳାକାର … Read more

ଶାଳୀ ଓ ଭିଣୋଇଙ୍କ ରଙ୍ଗୀଲା ପ୍ରେମ! ଉଭୟ ବିବାହ କରିଥିଲେ ସୁଦ୍ଧା ପ୍ରେମରେ ପଡ଼ି ଫେରାର ବେଳେ ବିଷ ପିଇ ଦେଲେ, ଜାଣନ୍ତୁ ପୁରା ଘଟଣା

ଚାଞ୍ଚଲ୍ୟ ସୃଷ୍ଟି କରିଛି ଶାଳି ଭିଣେଇଙ୍କ ପ୍ରେମ କାହାଣୀ ! ପ୍ରେମକୁ ପରିବାର ଲୋକେ ବିରୋଧ କରିବାରୁ ଦୁହେଁ ମିଶି ବିଷ ପିଇ ଦେଇଛନ୍ତି । ଭିଣୋଇଙ୍କ ଜୀବନ ଚାଲି ଯାଇଥିବା ବେଳେ ଶାଳି ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ପଲସାପାଣି ଅଞ୍ଚଳରେ । ସୂଚନା ଅନୁସାରେ , ପଲସାପାଣି ଅଞ୍ଚଳର ତୁଳସୀରାମ ନାୟକ ଧର୍ମଗଡ ଥାନା ଅଞ୍ଚଳରେ … Read more

​​​ସେଲ୍ଫି ନେଇଗଲା ଜୀବନ, ମାଆ ଆଗରେ ଚାଲିଗଲା ପୁଅର ଜୀବନ, ଜାଣନ୍ତୁ ପୁରା ଘଟଣା

ସେଲ୍ଫି ନେଇଗଲା ଜୀବନ ! ମାଆ ଆଗରେ ଚାଲିଗଲା ତାର ଯବାନ ପୁଅ ! ତେବେ ଅନେକ ସମୟରେ ଆପଣ ଏଭଳି ଖବର ନିଶ୍ଚିତ ଶୁଣିଥିବେ । ସେଲ୍ଫି ନେବା ସମୟରେ ହେଉ କି ସେ ରିଲ୍ସ ବନାଇବା ସମୟରେ ଟିକେ ଅସାବଧାନ ହୋଇ ଲୋକମାନେ ନିଜର ଜୀବନ ହରାଇ ଥିବାର ଭିଡ଼ିଓ ମଧ୍ୟ ଆପଣ ହୁଏ ତ ଦେଖିଥିବେ ।  ତେବେ ଠିକ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁସାରେ … Read more

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ପ୍ରେମିକା

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀଙ୍କୁ ଡେଇଁଛନ୍ତି ପ୍ରେମିକା। ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ ତାରତୋଲ ନିକଟରେ ଘଟିଛି ଏହି ଘଟଣା। ପ୍ରେମିକା ଜଣକ ହତୋତ୍ସାହିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଉଭୟ ପ୍ରେମିକ ଏବଂ ପ୍ରେମିକା ଦୁଇ ଜଣ ହେଉଛନ୍ତି କଲେଜ ଛାତ୍ରଛାତ୍ରୀ। କୌଣସି କାରଣରୁ ଜଗତସିଂହପୁର ଅଞ୍ଚଳର ପ୍ରେମିକ ଜଣକ ଆତ୍ମହତ୍ୟା କରିଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଏହି ଖବର ପାଇବା ପରେ ପ୍ରେମିକା ଜଣକ … Read more

ବୁଲେଟ ଭଳି ସ୍ମୃତି ଶକ୍ତି ବଢାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପର ଫୁଡ୍…

ସମସ୍ତ ଲୋକ ନିଜ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି ସେଥିପାଇଁ ଅନେକ କିଛି ଉପାୟ ମଧ୍ୟ ଆପଣାନ୍ତି। ସକାଳ ର ଖାଦ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ସବୁବେଳେ ସକାଳ ଖାଦ୍ୟ ଉପରେ ଅଧିକ ନଜର ଦେବା ଜରୁରୀ। ପ୍ରଥମେ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କ୍ଷୀରରେ ଭିଜାଇଥିବା ମଖାନା ଖାଇବା ଉଚିତ । କ୍ଷୀରରେ ମିଳୁଥିବା କ୍ୟାଲସିୟମ୍, ଭିଟାମିନ୍ ଡି ଏବଂ ପ୍ରୋଟିନ୍ ଏବଂ ମ୍ୟାଗ୍ନେସିୟମ୍ ମଖାନା ଆପଣଙ୍କ ସ୍ମୃତି ପାଇଁ ଖୁବ ଭଲ। … Read more

ବିବାହ କୁ ମାସେ ପୂରିନି, ଭୋ ଭୋ ହୋଇ କାନ୍ଦିଲେ ସୋନାକ୍ଷୀ ସିହ୍ନା, ସାମ୍ନା କୁ ଆସିଲା ଭିଡ଼ିଓ…

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ, ଯିଏକି ନିଜର ଉତ୍କୃଷ୍ଟ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।  ସୋନାକ୍ଷୀ ସିହ୍ନା ନିଜ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ତେବେ ଜୁନ୍‌ ୨୩ ତାରିଖରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା … Read more

IT ରେଡ୍‌ ରେ ଧରାପଡୁଥିବା ଧନ ସମ୍ପତ୍ତି ଗୁଡିକୁ କଣ କରାଯାଏ? କେବେ ଭାବିଛନ୍ତି କି? ତେବେ ଆସନ୍ତୁ ଜାଣିବା ପୁରା ବିବରଣୀ…

ଓଡ଼ିଶା ଏବେ ପାଲଟିଛି କଳା ଧନର ଗନ୍ତାଘର । ଏ ପର୍ଯ୍ୟନ୍ତ କଳା ଧନ ଆସି ୩୦୦ କୋଟିରେ ପହଞ୍ଚିଲାଣି । ଆଉ କଳା ଧନ କାହା ପାଖରେ କେମିତି ଓ କେଉଁ ରୂପରେ ଅଛି ତାହା ଏବେ ବି ସଂପୂର୍ଣ୍ଣ ଜଣା ପଡ଼ି ନାହିଁ । ତେବେ ଏହି କଳା ଧନ ଧରା ପଡିବା ପରେ ଲୋକ ମାନଙ୍କ ମନରେ ଦେଖା ଦେଇଛି ଅନେକ ପ୍ରଶ୍ନ । ଯେପରିକି କାହାକୁ କଳା ଧନ କୁହାଯାଏ ? … Read more

ସରକାରୀ ଚାକିରିଆ ପୁଅ ଦେଖି ବାହା ହୋଇଥିଲେ, ପରେ ସ୍ୱାମୀ ବାହାରିଲା ଡ୍ରାଇଭର୍, ରାଗିକି କନ୍ୟା ଘଟାଇଲା ଏପରି କାଣ୍ଡ

ୟୁପିର ବୃନ୍ଦା ଠାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଝିଅ ଅଭିଯୋଗ କରିଛନ୍ତି ଯେ ବିବାହ ପୂର୍ବରୁ ତାଙ୍କ ସ୍ୱାମୀ ନିଜକୁ ସରକାରୀ କର୍ମଚାରୀ ବୋଲି ଘୋଷଣା କରିଥିଲେ କିନ୍ତୁ ପରେ ଜଣାପଡିଥିଲା ଯେ ସେ ଏକ ଘରୋଇ ଗାଡିର ଡ୍ରାଇଭର । ଏଥିରେ ରାଗିଯାଇ ଥାନାକୁ ଯାଇଥିଲେ । ବର୍ତ୍ତମାନ ଏହି ମାମଲାରେ ସ୍ୱାମୀଙ୍କ ସମେତ ଶାଶୁଘରର ସାତ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଅଭିଯୋଗକାରୀ ଝିଅଙ୍କ କହିବା … Read more

ଗୁଗଲରେ ଏହି ୩ଟି ଜିନିଷ ସର୍ଚ୍ଚ କରିଲେ ମିଳିବ ଦଣ୍ଡ? ଯିବାକୁ ପଡ଼ିବ ଜେଲ..

ବର୍ତ୍ତମାନ ଅଧିକାଂଶ ଲୋକ ସ୍ମାର୍ଟ ଫୋନ୍ ବ୍ୟବହାର କରନ୍ତି। ସ୍ମାର୍ଟ ଫୋନ ବିନା ବର୍ତ୍ତମାନ ଯୁଗରେ ଚଳିବା କଷ୍ଟ। ଅନେକ ଲୋକ ଉତ୍ତମ ଉଦ୍ଦେଶ୍ୟରେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିବା ବେଳେ କିଛି ଲୋକ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଯୋଗଦେବା ପାଇଁ ଇଣ୍ଟରନେଟର ସାହାଯ୍ୟ ମଧ୍ୟ ନିଅନ୍ତି। ତେଣୁ ଗୁଗୁଲରେ କେଉଁ ପ୍ରକାରର ବିଷୟବସ୍ତୁ ଖୋଜିବା ଉଚିତ ନୁହେଁ ତାହା ସରକାର ସ୍ଥିର କରିଛନ୍ତି। ଏ ସମ୍ପର୍କରେ ଏକ ଗାଇଡଲାଇନ ଜାରି କରାଯାଇଛି। କେବଳ ଏତିକି ନୁହେଁ, … Read more