ସ୍ତ୍ରୀ ସୁଖ ଦେବାକୁ ଆସି ଯୁବକଙ୍କ ସବୁ ସୁନା ଓ ଟଙ୍କା ଲୁଟି ମହିଳା ହେଇଗଲେ ଫେରାର୍, ଜାଣନ୍ତୁ ପୁରା ଘଟଣା

ଲିଭ୍ ଇନ୍ ରିଲେଶନଶିପ ନାଁରେ ଠକେଇ ! ଏହାର ଶୀକାର ହୋଇଛନ୍ତି ଜଣେ ଯୁବକ । ଜଣେ ଯୁବତୀ ଯୁବକଙ୍କ ଠାରୁ ପଇସା ନେଇ ତାଙ୍କ ସହ ଲିଭ୍ ଇନ୍ ରେ ରହିବା ପାଇଁ ଆସିଥିଲେ । ମାତ୍ର ଯୁବକଙ୍କର ସବୁ ଟଙ୍କା ପଇସା, ସୁନା ଗହଣା ଲୁଟି ନେଇ ଏବେ ହୋଇ ଯାଇଛନ୍ତି ଫେରାର । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ସାଞ୍ଚୋରର ହାଡେଚା ଅଞ୍ଚଳରେ । ଏପରି ଏକ ଅଭିଯୋଗ ଆଣିଛନ୍ତି … Read more

ବାଲେଶ୍ୱର ସହରରେ ଜାରି ହେଲା କର୍ଫ୍ୟୁ! ଘରୁ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ଦେଲେ ନିର୍ଦ୍ଦେଶ…

ବାଲେଶ୍ବର ସହର ଏବେ ପାଲଟିଛି ଯୁଦ୍ଧକ୍ଷେତ୍ର। ସୋମବାର ଅପରାହ୍ନରେ ବାଲେଶ୍ବର ସହର ସୁନହାଟ ଅଞ୍ଚଳରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଠାରେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି ଅପରାହ୍ନରେ ହଠାତ୍ ଲୋକମାନେ ଉକ୍ତ ଅଞ୍ଚଳର ଡ୍ରେନ୍‌ରେ ନାଲି ରଙ୍ଗର ପାଣି ଦେଖିଥିଲେ। ଡ୍ରେନ୍‌ରେ ଏତେ ସଂଖ୍ୟକ ନାଲି ରଙ୍ଗର ଜଳ ପ୍ରବାହିତ ହେଉଥିବା ଦେଖି ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା … Read more

ଇଏ କି ପ୍ରେମ! ପ୍ରେମିକାକୁ ଖୁସି କରିବା ପାଇଁ ଚୋରି କରି ଜେଲ ଗଲେ ଯୁବକ…

ନିଜ ପ୍ରେମର ଗଭୀରତାକୁ ପ୍ରେମିକା ଆଗରେ ପ୍ରମାଣ କରିବା ପାଇଁ ଜଣେ ପ୍ରେମିକ କିଛି ମଧ୍ୟ କରିବା ପାଇଁ ଉଦ୍ୟମ କରିଥାଏ।  ଏହିପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ପ୍ରେମିକାକୁ ଖୁସି କରିବାକୁ ଜଣେ ପ୍ରେମିକ ଚୋରି କରିବାକୁ ଉଦ୍ୟମ କରି ଶେଷରେ ଗିରଫ ହୋଇଛନ୍ତି। ଅନ୍ୟପଟେ ସେ ଜଣେ ବ୍ୟାଙ୍କ କର୍ମଚାରୀ । ସୁନା ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ … Read more

ଆସନ୍ତା 14 ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଗଣପର୍ଵ ରଜ, ଯାହାକି 3 ଦିନ ଯାଏ ପାଳିତ ହୁଏ…

ଆସନ୍ତା 14 ତାରିଖଠାରୁ ପାଳିତ ହେବାକୁ ଯାଉଛି ଓଡ଼ିଶାର ଗଣପର୍ଵ ରଜ। ରଜ ଉପଲକ୍ଷେ କଟକ ସହରରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ ଅନୁଷ୍ଠାନ ସୁର ମନ୍ଦିର। ଆସନ୍ତା 14 ତାରିଖ ଓ 15 ତାରିଖ 2 ଦିନ ଧରି କଟକ କଲବିକାଶ କେନ୍ଦ୍ର ଠାରେ ବିଭିନ୍ନ କଳା ସଂସ୍କୃତିକୁ ଆଧାର କରି ଝୋଟି, ପିଠା ପ୍ରସ୍ତୁତ, ଲୁଡୁ ପାଲି , ପୁଚି, ଦୋଳି, ମୁରୁଜ,ଚିତା ପ୍ରତିଯୋଗିତା କରାଯିବ। ଏଥିରେ  ରାଜ୍ୟ ରୁ 300 ରୁ ଅଧିକ ପ୍ରତିଯୋଗି … Read more

ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା ଖାଦ୍ୟ ପ୍ରକ୍ରିୟାକରଣ କାରଖାନା! ଜିଅନ୍ତା ଜଳିଗଲେ ୩ଜଣ କର୍ମଚାରୀ…

୮ ତାରିଖ ସକାଳ ଉତ୍ତର ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ରେ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଏଥିରେ ୩ଜଣଙ୍କ ଜୀବନ ଚାଲିଯାଇଥିବା ହୋଇଯାଇଥିବା ବେଳେ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଆଜି ଭୋର୍‌ ପ୍ରାୟ ୩ଟା ୫୫ରେ ପିସିଆର୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍‌ରେ ନିଆଁ ଲାଗିଥିବା କେହି ଫୋନ୍‌ କରି ଜଣାଇଥିଲେ। ତୁରନ୍ତ … Read more

ଦଳ ଭାଙ୍ଗିବା ପୂର୍ବରୁ ଦଳକୁ ବଞ୍ଚାଇବେ ଅରୁଣ ପଟ୍ଟନାୟକ, ନବୀନଙ୍କ ଭଳି ବିଦେଶରୁ ଓଡ଼ିଶାକୁ ଆସିବେ, ଜାଣନ୍ତୁ ପୁରା ଖବର

ଏଥର ୨୦୨୪ ସଧାରଣ ନିର୍ବାଚନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଜକୁ ପ୍ରାୟ ୨୫ ବର୍ଷ ଧରି ଶାସନରେ ରହିଥିବା ବିଜେଡ଼ିର ପତ୍ତନ ଘଟିଛି । ପ୍ରଥମ ଥର ପାଇଁ ବିପୁଳ ବିଜୟର ସହ ବିଜେପି ଓଡିଶାରେ ସରକାର ଗଢ଼ିବାକୁ ଯାଉଛି । ଏପରିକି ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ଛିଡା ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ହାରି ଯାଇଛନ୍ତି । ଯାହା ପରେ ନିଜର ଇସ୍ତଫା ପତ୍ର ମଧ୍ୟ ଦାଖଲ କରିଛନ୍ତି । ତେବେ … Read more

ମହାଭାରତର କାହାଣୀ : ମହାଭାରତ ଯୁଦ୍ଧ ରେ କର୍ଣ୍ଣ ଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କିଏ କରିଥିଲେ ଆସନ୍ତୁ ଜାଣିବା…

କର୍ଣ୍ଣ ଜଣେ ମହାନ ଯୋଦ୍ଧା ଥିଲେ ଏହା ସହ ସେ ମଧ୍ୟ ଜଣେ ମହାନ ଦାନବୀର ଥିଲେ। ସେ କୌରବଙ୍କ ପକ୍ଷରୁ ମହାଭାରତ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ତାଙ୍କ ଜୀବନ ଅନେକ ପରିସ୍ଥିତିରେ ଜଟିଳ ହୋଇ ଥିଲା। ଆପଣ ଜାଣନ୍ତି କି, କର୍ଣ୍ଣ କୁନ୍ତୀଙ୍କ ପୁତ୍ର ଥିଲେ ଏବଂ ଯେତେବେଳେ ସୂର୍ଯ୍ୟ କୁନ୍ତୀଙ୍କୁ ବରଦାନ ଦେଲେ, ସେତେବେଳେ ତାଙ୍କର ମନ୍ତ୍ର ଶକ୍ତି ର ଏକ ଅଂଶ କର୍ଣ୍ଣ କୁନ୍ତୀଙ୍କ ପୁତ୍ର ଭାବରେ ଜନ୍ମ ହୋଇଥିଲେ। ସେହି … Read more

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ଆସିଲା ବଡ଼ ଖବର! ମୁଖ୍ୟ ଶାସନ ସଚିବ କଣ କହିଲେ ଆସନ୍ତୁ ଜାଣିବା।

ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ଦ୍ଵନ୍ଦକୁ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ ଗୁରୁବାର ଦିନ ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସାରେ କିଛି ବି ବ୍ୟାଘାତ ଆସିବ ନାହିଁ। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍‌ଚାର୍ଜ କରିପାରିବେ ନାହିଁ। ବିଏସ୍‌କେଓ୍ବାଇ କାର୍ଡ ପାଇଁ … Read more

ଓଡିଶାର ଗଞ୍ଜାମରେ ବିଭିନ୍ନ ଅଂଚଳରେ ବଜ୍ରପାତ ଯୋଗୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆସନ୍ତୁ ଜାଣିବା ପୁରା ଖବର…

ଦୁଃଖଦ ଘଟଣା ସମ୍ନାକୁ ଆସିଛି ! ଓଡିଶାର ଗଞ୍ଜାମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ବଜ୍ରପାତ ହୋଇ ୬ ଜଣଙ୍କ ର ମୃତ୍ୟୁ ଘଟିଥିବା ଘଟଣା ସୋମବାର ରିପୋର୍ଟ ରେ ଜଣା ପଡ଼ିଛି। ରିପୋର୍ଟ ଅନୁଯାୟୀ, ବିଭିନ୍ନ ସ୍ଥାନରେ ମଧ୍ୟବର୍ତ୍ତୀ ବର୍ଷା ସମୟରେ ବଜ୍ରପାତ ଘଟିଥଲା। ବଜ୍ରପାତ ଯୋଗୁଁ ପ୍ରାୟ ୬ ଜଣ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଗାନ୍ଧୀଛକ ମୀନା ବଜାରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ହିଞ୍ଜିଲି … Read more

ସ୍ବାମୀକୁ ତାଲା ମାରି ୩୦ ଲକ୍ଷ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର…

ଆଜ୍ଞା ହଁ ଏପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଉଛି। ପ୍ରେମିକ ସହ ଫେରାର ହୋଇ ଯାଇଛି ସ୍ତ୍ରୀ। ପ୍ରେମିକର କଥା ଶୁଣି ସ୍ଵାମୀକୁ ଠକି ଦେଲା ସ୍ତ୍ରୀ। କାନ୍ଦି କାନ୍ଦି କହୁଛି ସ୍ଵାମୀ ମୋ ସ୍ତ୍ରୀ ନ ଫେରିଲେ ମୁଁ ମରିଯିବି। ତା ବିନା ମୁଁ ବଞ୍ଚି ପାରିବିନି। ତାକୁ ମୁଁ ବହୁତ୍ ଭଲ ପାଏ। ହେଲେ ପ୍ରେମିକ ସହ ମିଶି ମୋତେ ଘରେ ତାଲା ମାରି ତିରିଶ ଲକ୍ଷ ଟଙ୍କା … Read more