ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ଆମ ସମାଜରେ କିଭଳି ଘଟଣା ସବୁ ଘଟୁଛି । ପ୍ରତି କ୍ଷେତ୍ରରେ ଖରାପ କାମ କରାଯାଉଛି । ଆଜି ଆମେ ଆପଣମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।
ଜଣେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ସେହି ମହିଳା ଜଣକ ଜଣେ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ସମୟରେ ଅନେକ ଅଭିନେତ୍ରୀମାନଙ୍କ ସହିତ ଏପରି ଘଟୁଛି । ଆପଣମାନେ ସବୁଦିନ ଖବର କାଗଜରେ ଏସବୁ ବିଷୟରେ ପଢୁଥିବେ ।
ନିକଟରେ ଜଣେ ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ଥାନାର ଦ୍ବାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଦୁଷ୍କର୍ମ କରିଛନ୍ତି । ପୁନେ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଅନେକ ଦିନ ହେଲାଣି ପ୍ରେମ କରି ଆସୁଥିଲେ । ସେମାନଙ୍କ ଭିତରେ ଭଲ ସମ୍ପର୍କ ଥିଲା ।
ପ୍ରିୟଙ୍କାଙ୍କ ଭଉଣୀ ର ମୃତ୍ୟୁ ପରେ ସେମାନଙ୍କ ସଂପର୍କ ଆହୁରି ନିବିଡ଼ ହେବାକୁ ଲାଗିଲା । ଉଭୟ ପରସ୍ପର ନିକଟତର ହେଲେ । ପୁନେ ତାଙ୍କ ଘରକୁ ଆସିବାକୁ ଲାଗିଲେ । ଦିନେ ହଟାତ ମଦ ପିଇ ତାଙ୍କ ରୁମ୍ ରେ ପ୍ରବେଶ କଲେ ।
ଦେଖନ୍ତୁ ଭିଡିଓ :-
ଘରେ କେହି ନ ଥିବାର ସୁଯୋଗ ନେଇ ସେ ପ୍ରିୟଙ୍କାଙ୍କ ସହିତ ଜୋର୍ ଜବରଦସ୍ତି କଲେ । ଶେଷରେ ତାଙ୍କୁ ମଦ ନିଶା ରେ ବଳତ୍କାର କଲେ । ଏମିତି ନ କରିବା ପାଇଁ ପ୍ରିୟଙ୍କା ବହୁତ ନେହୁରା ହେଲେ ।
କିନ୍ତୁ ପୁରୁଷ ବନ୍ଧୁ ଶୁଣି ନଥିଲେ । ସେ କହିଥିଲେ ଯେ ସେ ନିଶ୍ଚିତ ରୂପେ ପ୍ରିୟଙ୍କାଙ୍କୁ ବିବାହ କରିବେ । କିନ୍ତୁ ଏହା ହୋଇ ନଥିଲା । ପରେ ସେ ମନା କଲେ ବିବାହ କରିବା ପାଇଁ । ଏହା ପରେ ପ୍ରିୟଙ୍କା ଏ କଥା କାହାକୁ କହି ପାରୁ ନଥିଲେ ।
ଶେଷରେ ନିଷ୍ପତି ନେଲେ ଯେ ସେ ଥାନାରେ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ କରିଲେ । ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । ସେ ହେଉଛନ୍ତି ଭୋଜପୁରୀ ଫିଲ୍ମର ଜଣେ ଆଗ ଧାଡ଼ିର ଅଭିନେତ୍ରୀ । ତାଙ୍କ ଅଭିନୟକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଏମିତି ଏକ ସମସ୍ୟା ରେ ସେ ଫସି ଯାଇଛନ୍ତି । ଆଶା କରାଯାଇଛି ଯେ ତାଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ମିଳିବ ।