ଛି ଲଜ୍ଜା, ଗୋମାତାଙ୍କୁ ମଧ୍ୟ ଛାଡିଲା ନାହିଁ ମଣିଷ ରୁପି ରାକ୍ଷସ, ଦେହ ର ଭୋକ କୁ ସହି ନପାରି କଲା ଦୁ-ଷ୍କ-ର୍ମ, ଆଉ ଧରା ପଡିବା ପରେ…

ସତରେ କଳି ଯୁଗର ଶେଷ ହେବାକୁ ଆସିଲାଣି, ମଣିଷ ନିଜର ମାନବିକତା ଭୁଲିଗଲେଣି । ମଣିଷ ନିଜର ଦେହର ଭୋକ ଆଉ କାମ ବାସନା କୁ ପୁରା କରିବା ପାଇଁ ଏମିତି କାମ କରୁଛି, ଯାହାକୁ କୌଣସି ହାଲତ ରେ ମଧ୍ୟ କ୍ଷମା କରି ହେବ ନାହିଁ ।

ତେବେ ବର୍ତମାନ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ଆଉ ଯାହା ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏଥର ଦୁଷ୍କର୍ମର ଶିକାର ହୋଇଛନ୍ତି ଆମ ସମସ୍ତଙ୍କ ପ୍ରିୟ ଗୋମାତା । ଯାହାଙ୍କୁ ଆମେ ମାଆ କିମ୍ବା ଜନନୀ ହିସାବରେ ପୂଜା କରିଥାଉ ।

ସୂଚନା ଅନୁସାରେ ସୁକିନ୍ଦା ଅଞ୍ଚଳରେ ଏହି ଭୟାବହ ଘଟଣା ଦେଖିବାକୁ ମିଳିଛି । ସୁକିନ୍ଦା ଗାଆଁର 70 ବର୍ଷ ବୟସ୍କ ରାଧେଶ୍ୟାମ ପରିଡ଼ା ନାମକ ଜଣେ ବୃଦ୍ଧ ଦେହର ଭୋକ ମେଣ୍ଟାଇବା ପାଇଁ ଗାଈକୁ ଦୁଷ୍କର୍ମ କରୁଥିଲେ ଆଉ ସେ ସମୟରେ ଗାଈ ମାଲିକ ରାମଚନ୍ଦ୍ର ମହାରଣା ଏହି ସବୁ ଘଟଣା କୁ ଦେଖି ଦେଇଥିଲେ।

ଏହି ଘଟଣା ଦେଖି ସେ ଭିଡିଓ କରିଥିଲେ ଏବଂ ବ୍ୟକ୍ତି ଜଣଙ୍କୁ ପଚାରିଥିଲେ ଏଠାରେ କଣ କରୁଛ । ଯାହାର ଉତ୍ତର ବ୍ୟକ୍ତି ଜଣକ ଗାଳି ଗୁଳଜ କରି ଦେଇଥିଲେ । ଆଉ ତାପରେ ସେଠାରୁ ପଳାଇ ଯାଇଥିଲେ । ତାପରେ ରାମଚନ୍ଦ୍ର ମହାରଣା ସୁକିନ୍ଦା ଥାନାର ରାଧେଶ୍ୟାମ ପରିଡ଼ାଙ୍କ ନାମରେ FIR ଦେଇଥିଲେ ।