ମାସକୁ କେତେଥର ରଖିବେ ଶାରୀରିକ ସଂପର୍କ? ଜାଣନ୍ତୁ ଡାକ୍ତର କଣ ପରାମର୍ଶ ଦେଇଛନ୍ତି

ଜଣେ ବିବାହିତ ପୁରୁଷ କିମ୍ବା ମହିଳା ଏହା ଜାଣିରଖିବା ଉଚିତ । କାହିଁକିନା ଅନେକ ସମୟରେ ନିଜ ଅଜ୍ଞାନତା କାରଣରୁ ମାସକ ମଧ୍ୟରେ ଅନେକଥର ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ । ହେଲେ ଏହା ଆଦୌ ଠିକ ନୁହେଁ ଶରୀର ପାଇଁ । ଏହା ଦ୍ଵାରା ଅନେକ ଅସୁବିଧାର ସାମନା କରିବାକୁ ପଡ଼ିଥାଏ । ଅଧିକଥର ଶାରୀରିକ ସଂପର୍କ ଦ୍ଵାରା ଦୁର୍ବଳତା ଅନୁଭବ କରିବା ସହ ଶିଥିଳତା ମଧ୍ୟ ପରିଲକ୍ଷିତ ହୋଇଥାଏ ।

କିନ୍ତୁ ମନେରଖନ୍ତୁ ଶାରୀରିକ ସଂପର୍କ କିଛି ଖରାପ ନୁହେଁ । ଏହାକୁ ନିୟମରେ ରଖିଲେ ଉଭୟ ମନ ଓ ଶରୀର ପାଇଁ ଭଲ ।

ଶାରୀରିକ ସଂପର୍କ ରଖିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିହୁଏ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମଧ୍ୟ ନିଦ୍ରା ଠିକ ଭାବେ ହୋଇଥାଏ ।

ଆହୁରି ପଢନ୍ତୁ :- ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ କାହିଁକି ବଢିଥାଏ ଯୌନ ଇଚ୍ଛା? ଜାଣନ୍ତୁ ଏହାର କାରଣ

କିନ୍ତୁ ଶାରୀରିକ ସଂପର୍କ କେତେଥର ରଖିବେ ଜାଣିଛନ୍ତି କି ? ପୁରୁଷ ହେଉ କି ମହିଳା 21 ଥର ରୁ ଅଧିକ ରଖିବା ଉଚିତ ନୁହେଁ । ଶାରୀରିକ ସଂପର୍କ ମାସକୁ 21 ଥର ରଖିଲେ ଜଣେ ସୁସ୍ଥ ଭାବରେ ନିଜକୁ ସନ୍ତୁଳିତ ଭାବରେ ବଂଚିପାରିବ ।