ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ କରନ୍ତୁ ଏହି ୩ଟି କାମ, ସମ୍ପର୍କ ହେବ ଗଭୀର

ବିବାହ ପରେ ସବୁ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦୈହିକ ସମ୍ବନ୍ଧ ପରେ ସମ୍ପର୍କ ଅଧିକ ଗଭୀର ହୁଏ। ଆଜିକାଲି ବିଭିନ୍ନ ପ୍ରକାର ରୋଗ ମଣିଷ‌ ଦେହରେ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବ୍ୟକ୍ତି ଦୁର୍ବଳ ହେବାକୁ ବାଧ୍ୟ ହୁଏ। ମୁଖ୍ୟତଃ ଶାରୀରିକ କ୍ଷେତ୍ରରେ ଅଧିକ ଦୁର୍ବଳ ହୋଇଯାଏ।

ଏହାର ମୁଖ୍ୟ କାରଣ ହେଉଛି, ପ୍ରଦୂଷଣ, ବଦଳୁଥିବା ଜୀବନଶୈଳୀ, ଶରୀର ପ୍ରତି ଧ୍ୟାନ ନଦେବା, ଜଙ୍କ୍ ଫୁଡ଼ ଖାଇବା, ନିୟମିତ ବ୍ୟାୟାମ ନ କରିବା ଇତ୍ୟାଦି। ଯେଉଁ କାରଣରୁ ବ୍ୟକ୍ତି ଶାରୀରିକ ରୂପରେ ଦୁର୍ବଳ ହୋଇପଡ଼େ। ଆଉ ଯେଉଁମାନେ ବିବାହିତ ସେମାନଙ୍କ ଉପରେ ପ୍ରଭାବ ଅଧିକ ପଡ଼ିଥାଏ। ଏଥିରେ ସମ୍ପର୍କ ମଧ୍ୟ ଖରାପ ହୋଇଯାଏ। ତେବେ ଆସନ୍ତୁ ଜାଣିବା କଣ ଖାଇଲେ ଅଧିକ ସମୟ ଧରି ଶାରିରୀକ ସମ୍ପର୍କ ରହିହେବ।

ଯଦି ପୁରୁଷମାନେ ପ୍ରତିଦିନ ସକାଳୁ ତୁଳସୀ ଓ ମହୁର ସେବନ କରିବେ ତେବେ ଶାରୀରିକ ଶକ୍ତି ବଢ଼ିଥାଏ। ତଥା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମହବୁତ ହୋଇଥାଏ। ଏହା ବ୍ୟତୀତ ପୁରୁଷମାନଙ୍କର ଶକ୍ତି ମଧ୍ୟ ବଢ଼ିଥାଏ ଏବଂ ସେ ନିଜ ଜୀବନରେ ଆନନ୍ଦ ନେଇପାରିବେ।

ଯଦି ଆପଣ ସବୁଜ ଅଳେଇଚକୁ ସେବନ କରୁଛନ୍ତି ତେବେ ସେମାନଙ୍କର ଟେଷ୍ଟୋଷ୍ଟେରୋନ୍ ହର୍ମୋନର ସ୍ତର ବହୁତ ଶୀଘ୍ର ବଢ଼ିଥାଏ। ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ରସୁଣ ଏବଂ ମହୁ ସେବନ କରନ୍ତୁ। ଏଥିରେ ବହୁ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଯାହା ପୁରୁଷଙ୍କୁ ଦୁର୍ବଳ କରାଇବ ନାହିଁ।

Leave a Comment