ମିହିର ଦାସ ଙ୍କର ସମ୍ପତି ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ। ଏହି କଳାକାର ମାନେ ନିଜର ଚାଲି ଚଳଣି କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ଆଜି ଆମେ ଯେଉଁ କଳାକାର ଙ୍କର ବିଷୟରେ କହିବୁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଓ ବହୁତ ଭଲ ଅଭିନୟ ମଧ୍ୟ କରନ୍ତି। ସେ ବର୍ତମାନ ଆର ପାରିରେ ଅଛନ୍ତି କିନ୍ତୁ ତାଙ୍କ ଅଭିନୟ କୁ କିଏ ବା ଭୁଲିପାରେ ।

ଆମେ ଆଜି ଯେଉଁ କଳାକାର ଙ୍କର ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମିହିର ଦାସ। ବହୁତ ଗୁଡିଏ ସୁପର ହିଟ ଫିଲ୍ମି କରିଛନ୍ତି ମିହିର ଦାସ ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

କଣ ଆପଣ ମାନେ ଜାଣିଛନ୍ତି କି ମିହିର ଦାସ ଙ୍କର ପରିବାର ଓ ତାଙ୍କ ସମ୍ପତି ବିଷୟରେ।ଆଜି ଆମେ ଆପଣ ମାନଙ୍କୁ କହିବୁ ତାଙ୍କ ପରିବାର ଓ ସମ୍ପତି ବିଷୟରେ।ଯାହା ଖୁବ କମ ଲୋକ ଜାଣିଛନ୍ତି ତାହେଲେ ଡେରି ନ କରି ଆସନ୍ତୁ ଜାଣିବା।

ମିହିରଙ୍କ ଜନ୍ମ ହୋଇଥିଲା ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ହେଲେ ସେ କଟକରେ ରୁହନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ଦାସ।ବନ୍ଧୁଗଣ ସଙ୍ଗୀତ ହେଉଛନ୍ତି ଜଣେ ଅଭିନେତ୍ରୀ ଓ ସିଙ୍ଗର। ବର୍ତ୍ତମାନ ମିହିରଙ୍କୁ ୫୪ ବର୍ଷ ବୟସ ପୂରଣ ହୋଇସାରିଛି । ମିହିର ଦାସ ଆଜି ପର୍ଯ୍ୟନ୍ତ ୧୪୦ ରୁ ୧୫୦ ଟି ଓଡିଆ ଫିଲ୍ମରେ କାମ କରିସାରିଛନ୍ତି । ମିହିର ଦାସ ଗୋଟିଏ ଫିଲ୍ମି କରିବାକୁ 4 ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି।ଯଦି ମିହିର ଙ୍କର ମୋଟ ସମ୍ପତି ଦେଖିବା ତାହେଲେ ତାଙ୍କ ମୋଟ ସମ୍ପତି ପ୍ରାୟ 35 ରୁ 40 କୋଟି ଟଙ୍କା।

Leave a Comment