ମୁହଁ ର କ୍ଯାନସର ହେବାର ଏହି ସବୁ ଲଖ୍ଯଣ ଜାଣି ନିୟନ୍ତୁ ! ପୋଷ୍ଟ କ୍ଲିକ କରି ନିଶ୍ଚିତ ପଢ଼ନ୍ତୁ

ଆଜି ଆପଣଙ୍କୁ ସ୍ବାସ୍ଥ ସମ୍ପର୍କିତ କିଛି ତଥ୍ଯ ଉପସ୍ଥାପନା କରୁଛୁ । ଦୁନିଆ ରେ ବହୁତ ରୋଗ ଅଛି, କିନ୍ତୁ କ୍ଯାନସର ଅନ୍ଯତମ ଅଟେ । କ୍ଯାନସର ଶରୀର ର ବିଭିନ୍ନ ଅଙ୍ଗ ରେ ହେବା ର ଜଣାଯାଏ । ଆଜି ଆମେ ମୁହଁ ର କ୍ଯାନସର ର ଲଖ୍ଯଣ ବିଷୟ ରେ ଜାଣିବା । କ୍ଯାନସର ଏପରି ଏକ ରୋଗ ଯଉ ରୋଗ ପାଇଁ ରୋଗୀ କୁ ଅନେକ ଅସୁବିଧା ର ସମ୍ମୁଖିନ ହେବାକୁ ପଡିଥାଏ । କିଛି ଲଖ୍ଯଣ ମୁହଁ କ୍ଯାନସର ଯାହା ଫଳ ରେ ଆପଣ ଆଗରୁ ଜାଣି ପାରିବେ । ଆମେ ଆପଣଙ୍କୁ କେବଳ ଲଖ୍ଯଣ ଗୁଡିକ କହିଦେଉଛୁ ।

୧-ଯଦି ଆଘାତ ଲାଗି ମୁହଁ ରୁ ରକ୍ତ ବହୁଛି ତ ଏଇଟା ସାମାନ୍ଯ କଥା କିନ୍ତୁ ବିନା ଆଘାତ ରେ ମୁହଁ ରୁ ରକ୍ତ ବାହାରିବା କ୍ଯାନସର ର ଏକ ଲଖ୍ଯଣ ।

୨-ମୁହଁ ରେ ଧଳା ଦାଗ ପଡିବା କିମ୍ବା ଧଳା ଛେପ ପଡିବା ମଧ୍ଯ କ୍ଯାନସର ର ଲଖ୍ଯଣ ।

୩-ବୃଦ୍ଧାବସ୍ଥା ରେ ଦାନ୍ତ ପଡିବା ସାମାନ୍ଯ କଥା କିନ୍ତୁ ବୟସ ପୂର୍ବ ରୁ ଦାନ୍ତ ପଡିବା ମଧ୍ଯ କ୍ଯାନସର ର ସଂକେତ ।

୪-ଟଣ୍ତସିଲ ଯଦି ବାରମ୍ବାର ହେଉଛି ଥରେ ଡାକ୍ତର ଙ୍କ ସହ ପରାମର୍ଶ କରିନେବା ଉଚିତ ।

Leave a Comment