ଦେଖନ୍ତୁ ଭିଡିଓ: ଆସୁଛି ଓଡିଶା କୁ ଆଉ ଏକ ମହାବାତ୍ୟା ଯାହା ଫନି ଠାରୁ ବହୁତ ବଡ ବାତ୍ୟା ହେବ…

ଏଥର ଦୂର୍ଗା ପୂଜାରେ ଆସୁଛି ବଡ ମହାବାତ୍ୟା । ପ୍ରବଳ ବେଗରେ ପବନ ବୋହିବ ଆଉ ମାରିବ ଘଡଘଡି । ଓଡିଶା ମୁହାଁଇଲା ଫନି ଠାରୁ ବଡ ମହାବାତ୍ୟା । ଏବେ ଓଡିଶାରେ ରହିଛି ବିପଦର ଆଶଙ୍କା । ଓଡିଶା ବାସୀ ଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା ଦିଆଯାଇଛି । ପୁଣି ଓଡିଶା କୁ ଆସୁଛି ଆଉ ଏକ ମହାବାତ୍ୟା । ପ୍ରବଳ ବେଗରେ ବୋହିବ ପବନ ହାନି କରିବ ଧନ ଜୀବନ ।

ତୁହାକୁ ତୁହା ମାରିବ ଘଡଘଡି । ଆଉ ଗଗନ ପବନ ହେବ ପ୍ରକମ୍ପିତ । ଆଉ ବିଜୁଳି ର ଚମକିବ ସାରା ଆକାଶ । ଯାହାଙ୍କୁ ନେଇ ଏବେ ଲୋକଙ୍କୁ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଓଡିଶା କୁ ମାଡି ଆସୁଛି ବିରାଟ ମହାବାତ୍ୟା । ରଚିପାରେ ପ୍ରଳୟ ହୋଇପାରେ ଛାରଖାର । ସମୟ ଯେତେ ଗଡୁଛି ଆଶଙ୍କା ସେତେ ବଢିବାରେ ଲାଗିଛି । ମନରେ ଭୟ ଓ ହୃଦୟରେ ସ୍ପନ୍ଦନ ବଢି ବଢି ଚାଲିଛି ।

କାରଣ ଓଡିଶା ଜାଣିଛି ବାତ୍ୟା ଆସିଲେ କଣ ହୁଏ ଓ ବାତ୍ୟା କଣ କରିପାରେ । ପ୍ରତି ବର୍ଷ ଓଡିଶା କୁ ଆସୁଛି ବାତ୍ୟା ଆଉ ରଚିଯାଏ ପ୍ରଳୟ ର ତାଦଣ୍ଡ । ବାତ୍ୟା ଆସି ଚାଲିଯାଏ କିନ୍ତୁ ଦେଇଯାଏ ଦାରୁଣ ଦୁଃଖ । ସାମୁଦ୍ରିକ ଝଡ ର ନାଁ ଶୁଣିବା ମାତ୍ରେ ଲୋକେ ଏବେ ଭୟଭୀତ ହୋଇ ଗଲେଣି । ଏଥର ବି ସବୁ ବର୍ଷ ଭଳି ପବନ ସାଙ୍ଗକୁ ଘଡଘଡି ହୋଇପାରେ । ଆଉ ପ୍ରବଳ ବେଗରେ ହୋଇପାରେ ବର୍ଷା ।

ଦେଖନ୍ତୁ ଭିଡିଓ :-

https://youtu.be/UFD9BzMpV3A?si=dFLcDE5PH5TWDK18

ଯାହାକୁ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ଝଡ ଆସିବା ପୂର୍ବରୁ ସତର୍କ ରହିବାକୁ କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପ୍ଟେମ୍ବର 29 ରୁ ଅକ୍ଟୋବର 5 ମଧ୍ୟରେ ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣୀ ବଳୟ ସୃଷ୍ଟି ନେଇ ବିଭିନ୍ନ ପାଣିପାଗ କେନ୍ଦ୍ର ଆକଳନ କରୁଛନ୍ତି । ଆଉ ଏହି ଘୂର୍ଣ୍ଣୀ ବଳୟ ଏକ ମହାବାତ୍ୟା ରେ ପରିଣତ ହୋଇପାରେ ବୋଲି ସୂଚନା ରହିଛି । ଏହା ଘନୀଭୂତ ହୋଇପାରେ । ଏମିତି କି ଘୂର୍ଣ୍ଣୀ ବଳୟ ଅବପାତ ର ରୂପ ନେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଗଭୀର ଅବପାତ ନେଇ ଅନୁମାନ ମଧ୍ୟ କରା ଯାଉଛି । ଏହା ବାତ୍ୟା ରେ ପରିଣତ ହେବ କି ନାହିଁ ତାହା ସଠିକ ଭାବେ ସୂଚନା ଦେଇ ନାହାନ୍ତି ପାଣିପାଗ ବିଭାଗ । ତେବେ ଦେଖାଯାଏ ଆଗକୁ କେଉଁ ରୂପ ନେଉଛି ଏହି ମହାବାତ୍ୟା ।