ବଳାତ୍କାର ପୀଡିତାଙ୍କ ପିତା ଅଭିଯୁକ୍ତଙ୍କୁ କୋର୍ଟ ଦ୍ୱାରରେ ଗୁଳି ମାରି କଲେ ହତ୍ୟା।

ଅବସରପ୍ରାପ୍ତ ଫୋଜି ନିଜ ଝିଅର ବଳାତ୍କାର ଆରୋପୀ ମାନଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି ମାରି କଲେ ହତ୍ୟା। ଆପଣଙ୍କ ମତରେ ଏହା ଠିକ୍ କି ଭୁଲ୍?

ଭଗବତଙ୍କ ପରି ପିତାଙ୍କୁ ସହସ୍ର ପ୍ରଣାମ। ମୁଁ ଯାହାକୁ ହତ୍ୟା କରିଛି ସେହି ଦିଲଶାଦ ଯିଏ ମୋ ଝିଅକୁ ବଳାତ୍କାର କରିଛି? ପୋଲିସ୍ ହଁ କହିବା ପରେ ବାପା ସନ୍ତୁଷ୍ଟ ହସ ସହିତ ଜେଲରେ ଆରାମରେ ଶୋଇଥିଲେ। ଭଗବତ ନିଶାତ ତାଙ୍କ ନାବାଳିକା ଝିଅର ବଳାତ୍କାରି ଦିଲଶାଦଙ୍କୁ ମୁଣ୍ଡରେ ଗୁଳି କରି ହତ୍ୟା କରିଥିଲେ।

ବିଏସ୍ଏଫ୍ ରୁ ଅବସର ଭଗବତ ନିଶତ୍, ଗୋରଖପୁରରେ ରହୁଥିଲେ। ଦିଲଶାଦ ତାଙ୍କ ଘର ସାମ୍ନାରେ ଏକ ପନ୍ଚର ଦୋକାନ ଚଳାଉଥିଲା। ଦିନେ ସେ ଭଗବତ ଙ୍କ ନାବାଳିକା ଝିଅକୁ ଏଫ୍ରନ କରିଦେଇଥିଲା।

ଏହି ଘଟଣା ପରେ ଦିଲଶାଦକୁ ହାଇଦ୍ରାବାଦ ରୁ ପୋଲିସ ଧରିନେଇଥିଲା। କିନ୍ତୁ ଧରାପଡିବାର ୨ ମାସ ପରେ ତାକୁ ଜମାନତ ରେ ଜେଲ ରୁ ଛାଡି ଦିଆଗଲା। ଜମାନତ ରେ ଆସିବା ପରେ ଦିଲଶାଦ, ଭଗବତ ଙ୍କୁ ଧମକ ଦେବାରେ ଲାଗିଲା।

ଝୁଅର ଦୁଃଖରେ ପୀଡିତ ପିତା ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରେ ଗୋଟିଏ ଗୁଳି ମୁଣ୍ଡରେ ଏବଂ ଆଉ ୩ ଟି ପେଟରେ ମାରି ଦିଲଶାଦର ହତ୍ୟା କରିଥିଲେ।